Daily Archives

September 13, 2023

ଏଣିକି ଓମଫେଡ ଘିଅରେ ପ୍ରସ୍ତୁତ ହେବ ମହାପ୍ରସାଦ: ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ନେଇ ବସିଲା ବୈଠକ

କନକ ବ୍ୟୁରୋ: ଏଣିକି ଓମଫେଡ୍ ଘିଅରେ ପ୍ରସ୍ତୁତ ହେବ ମହାପ୍ରସାଦ । ଶ୍ରୀମନ୍ଦିର ଆନନ୍ଦବଜାରର ଶୃଙ୍ଖଳା ନେଇ ହୋଇଥିବା ଆଲୋଚନାରେ ଏପରି ନିଷ୍ପତି ନିଆଯାଇଛି । ତେବେ ଅବଢ଼ା ଦର ତାଲିକା ଚୂଡ଼ାନ୍ତ ହୋଇ ପାରିନାହିଁ । ସେହିପରି ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଂଟନ ନେଇ ମଧ୍ୟ ନିଷ୍ପତି ନିଆଯାଇ…

ବର୍ଷାରେ ବ୍ରହ୍ମପୁର ସବରେଜିଷ୍ଟ୍ରାର ଅଫିସରେ ପଶିଲା ପାଣି: ବାହାରିଲା ସାପ

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ବ୍ରହ୍ମପୁରରେ ଆଜି ବର୍ଷା ଲାଗି ରହିଛି । ଅନେକ ଅଂଚଳ ଜଳମଗ୍ନ ହୋଇଛି । ବ୍ରହ୍ମପୁରର ସବ-ରେଜିଷ୍ଟ୍ରାର ଅଫିସରେ ପାଣି ପଶିଛି । ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସବ-ରେଜିଷ୍ଟ୍ରାର ଅଫିସର ବିଭିନ୍ନ ରୁମରେ ପାଣି ପଶିଛି । ପାଣି ଭିତରୁ ସାପ…

ଲୋକସଭା ନିର୍ବାଚନ ପୂର୍ବରୁ ବିଧାନସଭାରେ ବଳ କଷିବ ବିରୋଧୀ ଇଣ୍ଡିଆ ମେଂଟ: ଅକ୍ଟୋବର ପ୍ରଥମ ସପ୍ତାହରେ ଭୋପାଳରେ ରାଲି

କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଶେଷ ଆଡକୁ ଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ବିରୋଧ ମେଂଟ ଇଣ୍ଡିଆର ନଜର । ଏଥିପାଇଁ ମଧ୍ୟପ୍ରଦେଶର ଭୋପାଳରେ ଇଣ୍ଡିଆର ପ୍ରଥମ ର୍ୟାଲି ହେବ । ଏହି ରାଲି ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ହେବ । ଦିଲ୍ଲୀରେ ଇଣ୍ଡିଆ ମେଂଟର…

ଲିଭଇନ ସମ୍ପର୍କର ଲୋମଟାଙ୍କୁରା କାହାଣୀ । ମହାରାଷ୍ଟ୍ରରେ ପ୍ରେମିକାକୁ ହତ୍ୟା କରି ଗୁଜରାଟରେ ଶବକୁ ଫିଙ୍ଗିଲା ପ୍ରେମିକ

କନକ ବ୍ୟୁରୋ : ପୁଣି ଥରେ ସାମ୍ନାକୁ ଆସିଲା ଲୋମଟାଙ୍କୁରା ହତ୍ୟା ମାମଲା । ମହାରାଷ୍ଟ୍ର ପାଲଘର ନାୟଗାଓଁ ଲିଭଇନ ପାର୍ଟନରକୁ ବିଭତ୍ସ ହତ୍ୟା କରିଛି ପ୍ରେମିକ । ବାଥଟବରେ ବୁଡେଇ ହତ୍ୟା କରିବା ପରେ ଶବକୁ ଏକ ବ୍ୟାଗରେ ଭର୍ତି କରିଥିଲା ଅଭିଯୁକ୍ତ । ପରେ ମହାରାଷ୍ଟ୍ରରୁ ନେଇ ଗୁଜରାଟରେ…

ଅଡୁଆରେ ଆମେରିକା ରାଷ୍ଟ୍ରପତି । ଜୋ ବାଇଡେନଙ୍କ ବିରୋଧରେ ଚାଲିବ ମହାଅଭିଯୋଗ ମାମଲା

କନକ ବ୍ୟୁରୋ : ଅଡୁଆରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକା ପ୍ରତିନିଧିସଭାରେ ରିପବ୍ଲିକାନ ସ୍ପିକର କେବିନ ମେକାର୍ଥୀ ବାଇଡେନଙ୍କ ବିରୋଧରେ ଆସିଥିବା ମହାଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୁଅ ହଂଟର ବାଇଡେନର ବ୍ୟବସାୟକୁ ଲାଭ ଦେବା ପାଇଁ ଜୋ ବାଇଡେନ ନିଜ କ୍ଷମତାର…

 ରୁଷ ରାଷ୍ଟ୍ରପତି ଓ ଉତରକୋରିଆ ଶାସକ କିମଜଙ୍ଗ ଉନଙ୍କ ଭେଟଘାଟ । ବୁଧବାର ଭୋଷ୍ଟୋଚିନ କସମଡ୍ରୋମରେ ଦୁଇ…

କନକ ବ୍ୟୁରୋ : ଋୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଭେଟିଲେ ଉତରକୋରିଆର ଶାସକ କିମ ଜଙ୍ଗ ଉନ୍ । ଭେଷ୍ଟୋଚନି କସମୋଡ୍ରୋମରେ ବୁଧବାର ଉଭୟ ରାଷ୍ଟ୍ରନେତା ସାକ୍ଷାତ କରିଛନ୍ତି । ମଙ୍ଗଳବାର ଅସ୍ତ୍ରଶସ୍ତ୍ର ସଜ୍ଜିତ ସ୍ୱତନ୍ତ୍ର ଟ୍ରେନରେ ରୁଷରେ ପହଁଚିଥିଲେ କିମଜଙ୍ଗ । ଏମାନଙ୍କ ମଧ୍ୟରେ…