Daily Archives

September 3, 2023

ଆକ୍ସନ ମୋଡରେ ଋଷ ସେନା । ୟୁକ୍ରେନର ଡାନୁବ ବନ୍ଦର ଉପରେ ଜୋରଦାର ଡ୍ରୋନ ଆକ୍ରମଣ

କନକ ବ୍ୟୁରୋ : ଥମିବାର ନାଁ ନେଉନି ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ । କିଛିଦିନ ତଳେ ୟୁକ୍ରେନ ତରଫରୁ ଋଷ ଉପରେ ଆକ୍ରମଣ କରାଯାଉଥିବା ଖବର ଭିତରେ ଆଜି ଋଷ ସେନା ୟୁକ୍ରେନର ଡାନୁବ ସହର ଉପରେ ଏକାସାଥୀରେ ୨୫ଟି ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଛି । କୃଷ୍ଣ ସାଗରରେ ଥିବା ୟୁକ୍ରେନର…

ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା । ଦୀର୍ଘଦିନ ପରେ ସରକାରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହଁନ୍ତି ବିସ୍ଥାପିତ

କନକ ବ୍ୟୁରୋ : ହୀରାକୁଦ ଡ୍ୟାମ ବିଶ୍ୱର ସବୁଠୁ ବଡ଼ ମାଟି ବନ୍ଧ ପ୍ରକଳ୍ପ । ସ୍ୱାଧୀନତା ପରେ ପରେ ଓଡ଼ିଶାରେ ହୋଇଥିବା ହୀରାକୁଦ ଡ୍ୟାମ, ସାରା ରାଜ୍ୟକୁ ଆଲୋକିତ କରିଥିଲା । କିନ୍ତୁ ଏହି ପ୍ରକଳ୍ପ ପାଇଁ ଜମି ହରାଇଥିବା ଲୋକ କିନ୍ତୁ ଦଶନ୍ଧି ଦଶନ୍ଧି ଧରି ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବା…

ସଫଳାତର ଆଉ ଏକ ସୋପାନରେ ସୂର୍ଯ୍ୟ ମିସନ୍ । ପୃଥିବୀର ଦ୍ୱିତୀୟ କକ୍ଷପଥକୁ ଗଲା ଆଦିତ୍ୟ ଏଲ-୧

କନକ ବ୍ୟୁରୋ : ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନକୁ ନେଇ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋ ଏକ ଟ୍ୱିଟ୍ କରିଛି । ଶନିବାର ସୂର୍ଯ୍ୟ ଅଭିମୁଖ ବାହାରିଥିବା ଆଦିତ୍ୟ ଏଲ-୧ ସାଟେଲାଇଟ୍ ସଫଳତାର ସହ ପୃଥିବୀର ପ୍ରଥମ କକ୍ଷପଥକୁ ପ୍ରଦକ୍ଷିଣ କରିଥିଲା । ଏହାପରେ ଆଜି ତାକୁ ଦ୍ୱିତୀୟ କକ୍ଷପଥରେ ପ୍ରବେଶ…

ମନମୋହୁଛି ଝୋଟ ଫୁଲତୋଡ଼ା: ଘରସଜ୍ଜା ସାମଗ୍ରୀ ତିଆରି ଆତ୍ମନିର୍ଭର ହେଲେ ମହିଳା

କନକ ବ୍ୟୁରୋ: କୁହାଯାଏ କଠିନ ପରିଶ୍ରମ ଓ ଦୃଢ଼ ଇକ୍ତାଶକ୍ତି ବଳରେ ମଣିଷକୁ ସଫଳତା ମିଳିଥାଏ । ଦୃଢ଼ ସଂକଳ୍ପ ନେଇ କରାଯାଉଥିବା କାମ ବେଳେ ବେଳେ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ଯାହା ବାଲେଶ୍ୱର ବାହାନଗା ବ୍ଲକ ଖନ୍ତାପଡ଼ା ଅଂଚଳର ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଦିନେ ଘର କାମରେ…

କୃଷ୍ଣପ୍ରସାଦ ଅଂଚଳରେ ମହିଳା ମାନଙ୍କ ନିଆରା ଉଦ୍ୟମ: ଛେଳି ପାଳନ କରି ହେଉଛନ୍ତି ଲାଭବାନ

କନକ ବ୍ୟୁରୋ: ରୋଜଗାରର ମାଧ୍ୟମ ସାଜିଛି ଛେଳି ଚାଷ । ମହିଳା ମାନେ ନିଜର ଘର କାମ ସହିତ ଛେଳି ଚାଷ କରି ନିଜେ ସ୍ୱାବଲମ୍ବୀ ହେବାର ସ୍ୱପ୍ନ ଦେଖିଛନ୍ତି । କୃଷ୍ଣପ୍ରସାଦ ବ୍ଲକ ମାଣିକା ପଂଚାୟତର ଓଁ ସାଇରାମ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଏଭଳି ଉଦ୍ୟମ କରି ଏବେ ସ୍ଥାନୀୟ ଅଂଚଳରେ…

ଚର୍ଚ୍ଚାରେ ମାଲକାନଗିରିର ଯୁବ ଚାଷୀ ଚକ୍ରଧର: ମାଛ, କୁକୁଡ଼ା, ବତକ ଓ ଛେଳି ଚାଷ କରି ହେଉଛନ୍ତି ଲାଭବାନ

କନକ ବ୍ୟୁରୋ: କଥାରେ ଅଛି ଚାଷ କାମ ଜାହାର କେଡେ ସୁଖ ତାହାର । ତେବେ ସେଇ ଚାଷ କାମ ପ୍ରତି ଏବେ ଯୁବପିଢି ମୁହଁ ଫରେଇ ନେଉଥିବା ବେଳେ ଏବେ ସମନ୍ୱିତ ଚାଷ କରି ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲା ସଦର ମହକୁମାର ଯୁବ ଚାଷୀ ଚକ୍ରଧର ପଟ୍ଟନାୟକ । ମାଲକାନଗିରି ସିନ୍ଧ୍ରିମାଳ ପଂଚାୟତ ଅନ୍ତର୍ଗତ…