Daily Archives

September 25, 2023

ପୁଣି ଡେରାସରେ ହାଇଡ୍ରାମା । ପ୍ରଭାକରନଙ୍କ କଳି, ପାଚେରୀ ଭାଙ୍ଗିଲେ ବିଲ୍ଡର

କନକ ବ୍ୟୁରୋ: ଡେରାସ ଡ୍ୟାମ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କେନାଲ ଅବରୋଧ ଘଟଣା ଏବେ ଚର୍ଚ୍ଚାରେ ରହିଛି । ଚାଷୀଙ୍କୁ ମିଳିିଛି ହକ୍ । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରୟାସରେ ଭୁବନେଶ୍ୱର ଉପକଣ୍ଠ ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲରେ ଗତ ଦୁଇ ବର୍ଷ ହେବ ଥିବା ଅବରୋଧ ହଟିଛି । ଆଉ ଏହି…

ଭାରତ–କାନାଡା ସମ୍ପର୍କରେ ତୁଟୁନି ବିବାଦ । ବିଗୁଡୁଥିବା ସ୍ଥିତି ଭିତରେ ନରମ ପଡିଲା ଟ୍ରୁଡୋଙ୍କ ପ୍ରଶାସନ । କାନାଡା…

କନକ ବ୍ୟୁରୋ: ଭାରତ-କାନାଡା ଭିତରେ ସମ୍ପର୍କ ଦିନକୁ ଦିନ ଖରାପ ହେବାରେ ଲାଗିଛି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଭାରତ ବିରୋଧୀ ବୟାନକୁ ନେଇ ଦୁଇ ଦେଶ ଭିତରେ ସମ୍ପର୍କ ବିଗିଡିବାରେ ଲାଗିଲାଣି । ଏହାରି ଭିତରେ ସାମ୍ନାକୁ ଆସିଛି କାନାଡା ରକ୍ଷାମନ୍ତ୍ରୀଙ୍କ ବଡ ବୟାନ ।…

ବାୟୁସେନାର ସାମିଲ ହେଲା ସି-୨୯୫ ପରିବହନ ବିମାନ । ବିଦ୍ଧିବଦ୍ଧ ଭାବେ ସାମିଲ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ…

କନକ ବ୍ୟୁରୋ: ଗାଜିଆବାଦ ସ୍ଥିତ ହିଣ୍ଡେନ୍ ଏୟାରବେସରେ ଭାରତର ଡ୍ରୋନ୍ ଶକ୍ତି ପ୍ରଦର୍ଶିତ ହୋଇଛି । ଦେଶର ସବୁ କମ୍ପାନୀ ନିଜ ନିଜର ହାଇଟେକ୍ ଡ୍ରୋନ୍ ଗୁଡିକ ପ୍ରଦର୍ଶିତ କରିଛି । ଏହାସହ ପ୍ରଥମ ସି-୨୯୫ ପରିବହନ ବିମାନ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ…

ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ରାଲି ଓ ଜନସଭା । ମଞ୍ଚରୁ କଂଗ୍ରେସକୁ କଲେ ଟାର୍ଗେଟ୍ । ସେପଟେ ଛତିଶଗଡରେ ଜନସଭାକୁ…

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ବାଜିଲାଣି ନିର୍ବାଚନୀ ବିଗୁଲ । ଆଉ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାଜଧାନୀ ଭୋପାଳରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି । ସେପଟେ…

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା । ଏନଡିଏ ମେଣ୍ଟରୁ ଅଲଗା ହେଲା ଏଆଇଏଡିଏମକେ ।

କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏନଡିଏକୁ ଝଟକା । ମେଣ୍ଟରୁ ଅଲଗା ହେଲା ଏଆଇଏଡିଏମକେ । ମେଣ୍ଟ ଛାଡିବା ପୂର୍ବରୁ ଚେନ୍ନାଇରେ ଆଜି ବଡ ବୈଠକ ବସିିଥିଲା । ଯେଉଁଠି ସର୍ବସହମତିରେ ପ୍ରସ୍ତାବ ପାରିତ ହୋଇଥିବା ଦଳ କହିଛି । ଏଆଇଏଡିଏମକେ କହିଛି ଗତ ଏକବର୍ଷ ଧରି ଦଳର ନେତା,…

ପୂଜାରେ ସାବାଡ଼ ହେବେ ଅପରାଧୀ । ଅଭ୍ୟାସଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କଲା କମିଶନରେଟ୍ ପୋଲିସ ।

କନକ ବ୍ୟୁରୋ: ସପ୍ତାହକୁ ଥରେ ଥାନାରେ ହାଜର ହେବେ ଅପରାଧୀ । ଅଭ୍ୟାସଗତ ଅପରାଧୀ, ଚୋରି, ହତ୍ୟାକାଣ୍ଡ, ରାହାଜାନି ଓ ଗଣ୍ଡଗୋଳ କରି ପୋଲିସ ଫାଇଲରେ ନାଁ ଚଢ଼ିଥିବା ଅପରାଧୀଙ୍କ ଛାତି ଏବେ ଧଡ଼ଧଡ଼ । ଭୁବନେଶ୍ୱରରେ ଥିବା ଅପରାଧୀଙ୍କୁ ଥାନାରେ ହାଜର ହେବା ପାଇଁ କମିଶନରେଟ୍ ପୋଲିସର ତାଗିଦ୍ ।…