Monthly Archives

September 2023

କାବେରୀକୁ ନେଇ ପୁଣି ଉଗ୍ର ହେଉଛି ବିବାଦ । ପାଣି ନ ଛାଡ଼ିବା ଦାବିରେ କର୍ଣ୍ଣାଟକରେ ଜୋରଦାର ଆନ୍ଦୋଳନ । ପାଣି ଯୋଗାଇବା…

କନକ ବ୍ୟୁରୋ: ୧୫ ଦିନ ପାଇଁ ତାମିଲନାଡୁକୁ ପ୍ରତିଦିନ ୩ ହଜାର କ୍ୟୁସେକ୍ ଜଳ ଦେବାକୁ କାବେରୀ ୱାଟର ମ୍ୟାନେଜମେଣ୍ଟ ଅଥରିଟି, କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ପୁଣି ତେଜିଛି ବିବାଦ । ପାଣି ନଛାଡିବାକୁ କର୍ଣ୍ଣାଟକରେ ଆନ୍ଦୋଳନ ଜୋରଦାର ହୋଇଥିବା ବେଳେ ତାମିଲନାଡୁରେ ବି ଅସନ୍ତୋଷ…

ଭିନ୍ନ ଭିନ୍ନ ପାଞ୍ଜିରେ ରହୁଛି ଭିନ୍ନ ଭିନ୍ନ ତଥ୍ୟ । ଅଲଗା ଅଲଗା ତଥ୍ୟକୁ ନେଇ ଦ୍ୱନ୍ଦ୍ୱରେ ପଡୁଛନ୍ତି ଲୋକ

କନକ ବ୍ୟୁରୋ : ସନାତନ ପରମ୍ପରାରେ ପଞ୍ଜିକା ଗଣନାର ମହତ୍ୱ ରହିଛି । ସବୁ ଶୁଭ ଅଶୁଭ କାମ ଓ ଦେବନୀତି ପଂଜିକା ଆଧାରରେ କରାଯାଇଥାଏ । ଓଡିଶାରେ ପ୍ରଚଳିତ ପାଂଜି ଜଗନ୍ନାଥ ସଂସ୍କୃତି ଓ ନୀତି ଅନୁସାରେ, ପ୍ରସ୍ତୁତ ହେଉଥିଲେ ହେଁ ବିଗତ କିଛି ବର୍ଷରେ ବିଭିନ୍ନ ପାଂଜିରେ ଭିନ୍ନଭିନ୍ନ ତଥ୍ୟକୁ ନେଇ…

ଖୋଲୁନି ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ । ସିବିଆଇ ତଦନ୍ତ ଦାବି କଲେ ପୂର୍ବତନ ବିଧାୟକ ଜର୍ଜ…

କନକ ବ୍ୟୁରୋ: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ କେମିତି ହେଲା? ପୋଲିସ ପ୍ରଶାସନ ଏହାକୁ ଆତ୍ମହତ୍ୟା କହୁଛି । କିନ୍ତୁ ପୋଲିସର ଯୁକ୍ତି ଗ୍ରହଣ କରିବାକୁ ନାରାଜ ପରିବାର ଲୋକ । ସେପଟେ ମୃତ୍ୟୁ ରହସ୍ୟକୁ ନେଇ…

ଗଞ୍ଜାମରେ ତେଜୁଛି ରାଜନୈତିକ ହିଂସା । କିଛି ଦିନ ମଧ୍ୟରେ ଗଡିଲାଣି ୩ଟି ମୁଣ୍ଡ । ସୁନୀଲ ନାହାକ ହତ୍ୟା ଘଟଣାରେ ନୂଆ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଏବେ ଅଶାନ୍ତ ହୋଇପଡିଛି । ଦିନେ ଦୁଇ ଦିନରେ ଗଡୁଛି ଗୋଟିଏ ଗୋଟିଏ ମୁଣ୍ଡ । ବିଶେଷକରି ରାଜନୈତିକ ନେତା ବୀଭତ୍ସ ଭାବେ ହତ୍ୟାକାଣ୍ଡର ଶିକାର ହେଉଛନ୍ତି । ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଆଗକୁ ନିର୍ବାଚନ ଆସୁଥିବାବେଳେ ଏଭଳି…

ଆଜି ବି ସ୍ୱାଭାବିକ ଭାବେ ଚାଲିପାରିଲାନି ବିଧାନସଭା । ସଂଧ୍ୟା ପର୍ଯ୍ୟନ୍ତ ଅଚଳ ରହିଲା ଗୃହ । ପରସ୍ପର ଉପରେ ଦୋଷ ଲଦିଲେ…

କନକ ବ୍ୟୁରୋ: ଆଜି ବି ସ୍ୱାଭାବିକ ଭାବେ ଚାଲିପାରିନି ବିଧାନସଭା ଅଧିବେଶନ । ପୂର୍ବାହ୍ନରେ ମାତ୍ର ଅଢ଼େଇ ମିନିଟ୍ ଚାଲିଥିବାବେଳେ ୪ଟା ପରେ ମାତ୍ର ଦୁଇ ମିନିଟ୍ ଚାଲିଥିଲା ଗୃହକାର୍ଯ୍ୟ । ବିଜେପି ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଓ ବିରୋଧୀ ଦଳ ନେତାଙ୍କ ସୁରକ୍ଷା ଦାବିରେ ଗୃହ…

ଲିଭିଗଲା କୋରାପୁଟ ପ୍ରେମର ସବୁଜ ବିପ୍ଳବର ଦୀପ । ବିଶ୍ୱରେ କୋରାପୁଟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ପ୍ରଫେସର ଏମ.ଏସ…

କନକ ବ୍ୟୁରୋ : କୋରାପୁଟ ସହ ଏକ ସୁନ୍ଦର ସଂପର୍କ ରଖିଥିଲେ ପ୍ରଫେସର ଏମ.ଏସ ସ୍ୱାମିନାଥନ୍ । କୋରାପୁଟର ଜୈବ ବିବିଧତାର ସୁରକ୍ଷା ପାଇଁ ଆରମ୍ଭ କରିଥିଲେ ଗବେଷଣା କେନ୍ଦ୍ର । ଜୟପୁର ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠନରେ ୩୮୪ ପ୍ରଜାତିର ଓøଷଧୀୟ ବୃକ୍ଷ ସରଂକ୍ଷଣ ସାଙ୍ଗକୁ ବିଭିନ୍ନ ପ୍ରକାର ଦେଶୀ…