Daily Archives

September 17, 2023

ମାଟି କାରିଗରଙ୍କ ଗାଁ ରାଜନଗର ବ୍ଲକର ପଡାପେଟା । ୪୦ ରୁ ଅଧିକ ପରିବାର ମାଟି ଉପକରଣ ପ୍ରସ୍ତୁତ କରି ମେଣ୍ଟାଉଛନ୍ତି…

କନକ ବ୍ୟୁରୋ : ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପଡାପେଟା ଗାଁର । ଗାଁରେ ପାଖାପାଖି ୪୦ ପରିବାର ମାଟିରେ ବିଭିନ୍ନ ଉପକରଣ ତିଆରି କରି ଜୀବିକା ନିର୍ବାହ କରନ୍ତି । ପରିବାରର ପୁରୁଷ ଓ ମହିଳା ସମସ୍ତେ ବିଭିନ୍ନ ମାଟି ଉପକରଣ ତିଆରି କରନ୍ତି । କିଏ ହାତରେ ଦୀପ ଗଢୁଛି ତ ଆଉ କିଏ ଚକ…

ପ୍ରକୃତି ଦେଉଛି ରୋଜଗାର । ଲଗାଣ ବର୍ଷା ପରେ ପାହାଡରୁ ମିଳୁଛି ଶ୍ରାବଣ ଛତୁ, ୮ଶହ ଟଙ୍କାରେ ହେଉଛି ବିକ୍ରି

କନକ ବ୍ୟୁରୋ : ଶ୍ରାବଣ ମାସର ଲଗାଣ ବର୍ଷା ପରେ ଉପାନ୍ତ ଅଂଚଳର ପାହାଡିଆ ଜଂଗଲରେ ଏହି ଶ୍ରାବଣ କଢ଼ ଛତୁ ଫୁଟିଥାଏ । ଆଉ ସ୍ଥାନୀୟ ଆଦିବାସୀ ମାନେ ଏହାକୁ ତୋଳି ଆଣି ବଜାରରେ ବିକ୍ରି କରିଥାନ୍ତି । ମାତ୍ର ମାସକ ପାଇଁ ଏହି ଶ୍ରାବଣ ଛତୁ ବଜାରରେ ଉପଲବ୍ଧ ହୋଉଥିବା ବେଳେ ଚଳିତ ବର୍ଷ ବଜାରକୁ କମ…

ସମ୍ବଲପୁରରେ ହେଉ ଶୋଭାଯାତ୍ରା: ପୂଜା ସମୟରେ ହଟାଯାଉ କଟକଣା

କନକ ବ୍ୟୁରୋ: ବିଶ୍ୱକର୍ମା ପୂଜାଠୁ ଆରମ୍ଭ ହୋଇଯାଇଛି ପୂଜାର ମାହୋଲ୍ । ଆଗକୁ ଗଣେଷ ପୂଜା, ନୂଆଁଖାଇ ଏବଂ ପରେ ଦୁର୍ଗାପୂଜା । ପୂଜାର ଏହି ଉତ୍ସାହ ଭିତରେ ସମ୍ବଲପୁର ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ଶୋଭାଯାତ୍ରା ପାଇଁ ଜୋରଧରିଛି ଦାବି । ସମ୍ବଲପୁର ହିଂସା ଘଟଣା ପରେ ପ୍ରଶାସନ,…

ହାଇଦ୍ରାବାଦରେ ସରିଲା ସିଡବ୍ଲୁସି ବୈଠକ: ଦଳୀୟକର୍ମୀଙ୍କୁ ବିଜୟମନ୍ତ୍ର ଦେଲେ ସୋନିଆ ଓ ଖଡଗେ

କନକ ବ୍ୟୁରୋ: ତେଲେଙ୍ଗାନାରେ ସରିଲା କଂଗ୍ରେସ ମେଳି । ଦୁଇ ଦିନ ଧରି ଚାଲିଥିବା କଂଗ୍ରେସ କାର୍ଯ୍ୟକାରୀଣି କମିଟି ବୈଠକ ଶେଷ ହୋଇଛି । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ସହ ୫ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ବିଜେପି ସରକାରଙ୍କୁ କଳେବଳେ କୌଶଳେ ମାତ ଦେବାକୁ ବୈଠକରେ ଚର୍ଚ୍ଚା ହୋଇଛି ।…

ନଦୀ ଫୁଲୁଛି, ପାଣି ପଶୁଛି: ଆଶଙ୍କାରେ ନଈ କୂଳିଆ ଲୋକ

କନକ ବ୍ୟୁରୋ: ନଦୀ ଫୁଲୁଛି, ପାଣି ପଶୁଛି । ପୁରୀ ଜିଲ୍ଲା କଣାସ ବ୍ଲକର ୩ଟି ପଂଚାୟତରେ ଶହ ଶହ ଏକ ଚାଷଜମିରେ ପାଣି ଭିତରେ ବୁଡ଼ିଯାଇଛି । ସେପଟେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୨୦ରୁ ୨୫ ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ । ସେହିପରି କଟକ ଜିଲ୍ଲା ବାଙ୍କୀ ହୁଳୁହୁଳା ପୋଲ ଉପରେ ୨ ଫୁଟ୍ ଉଚ୍ଚର…

ବାଲେଶ୍ୱରରେ ପିପିଲି ଚାନ୍ଦୁଆର ଛାପ । ସୁନ୍ଦର ଚାନ୍ଦୁଆ ସହ ଫିନାଇଲ ଓ ଛତୁ ଚାଷ କରି ଉପକୃତ ହେଉଛି ଏସଏଚଜି ମହିଳା

କନକ ବ୍ୟୁରୋ : କୁହାଯାଏ ମହିଳାଙ୍କ ବିକାଶ ହିଁ ଦେଶର ବିକାଶ । ମହିଳା ମାନଙ୍କର ଆର୍ଥିକ ସ୍ଥିତିରେ ବିକାଶ ହେଲେ ପରିବାର ଆର୍ଥିକ ଦୁରାବସ୍ଥା ଦୂର ହୁଏ । ସେହିଭଳି କିଛି ଦୃଶ୍ୟ ଏବେ ଗ୍ରାମାଂଚଳରେ ଦେଖିବାକୁ ମିଳୁଛି    । ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ଡାଲଙ୍ଗ-ଟୁ ଗାଁର ମହିଳା ମାନେ…