Daily Archives

May 20, 2023

ପୁଣି ମୁହାଁମୁହିଁ ହେଲେ କେନ୍ଦ୍ର ଓ ଦିଲ୍ଲୀ ସରକାର । କେନ୍ଦ୍ରର ଅଧ୍ୟାଦେଶକୁ ଦିଲ୍ଲୀ ସରକାରଙ୍କ ସମାଲୋଚନ

କନକ ବ୍ୟୁରୋ : ପୁଣି ଅସ୍ଥିର ଦିଲ୍ଲୀ ରାଜନୀତି । ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରି ପୁଣି ଥରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ତାଙ୍କ କ୍ଷମତା ଫେରାଇ ଦେଇଛନ୍ତି କେନ୍ଦ୍ର ସରକାର । ଦିଲ୍ଲୀ ପ୍ରଶାସନିକ କ୍ଷମତା, ନିର୍ବାଚିତ ସରକାରଙ୍କ ହାତରେ ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ…

୨୦୨୪ ପାଇଁ ବିଜେପିର ରଣନୀତି । ଟାର୍ଗେଟରେ ୧କୋଟି ପରିବାର । ପ୍ରତି ବୁଥରେ ୨୦୦ରୁ ୨୫୦ ଲୋକଙ୍କ ପାଖକୁ ଯାଇ କରିବ…

କନକ ବ୍ୟରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ଆଗାମୀ ନିର୍ବାଚନରେ ଦଳର କଣ ରଣନୀତି ରହିବ, ଦଳ କେମିତି ଲଢ଼ିବ, ସେଥିପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସିକ୍ରେଟ ପ୍ଲାନ ପ୍ରସ୍ତୁତ କରିଛନ୍ତି ପୂର୍ବାଞ୍ଚଳ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଅନ୍ୟପଟେ…

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା ଓ ଶିବକୁମାର । ଶପଥ ସମାରୋହରେ…

କନକ ବ୍ୟୁରୋ : କର୍ଣ୍ଣାଟକରେ ଶକ୍ତି ପ୍ରଦର୍ଶନ କରିଲା କଂଗ୍ରେସ । କଂଗ୍ରେସର ବରିଷ୍ଟ ନେତାଙ୍କ ଗହଣରେ ଆୟୋଜିତ ହେଲା ଶପଥ ପାଠ ଉତ୍ସବ । କଂଗ୍ରେସକର୍ମୀମୟ ହେଲା ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମ । କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିଦ୍ଦରମୈୟା । ଡି.କେ ଶିବକୁମାର…

ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲର କ୍ଷେତ୍ର ପରିଦର୍ଶନ । ହୀରାକୁଦ ଡ୍ୟାମ ପରେ ବିଭିନ୍ନ ଜଳ ପ୍ରକଳ୍ପର ଅନୁଧ୍ୟାନ । ଏପଟେ…

କନକ ବ୍ୟୁରୋ: ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ହୀରାକୁଦ ନଦୀବନ୍ଧର ଦକ୍ଷିଣ ପାଶ୍ୱର୍ ଅନୁଧ୍ୟାନ ପରେ ବନ୍ଧର ମଧ୍ୟଭାଗ ଓ ବୁର୍ଲାପାୱାର ଚ୍ୟାନେଲ ପରିଦର୍ଶନ କରିଛନ୍ତି । ତେବେ ଗୋଟିଏ ପଟେ ଟ୍ରିବ୍ୟୁନାଲ ଟିମ୍ ମହାନଦୀର ସ୍ଥିତି ଦେଖୁଥିବାବେଳେ,…

ଗାଁ ଦାଣ୍ଡରେ ମରିଗଲା ମାନବିକତା । ଯୁବକଙ୍କୁ ପିଟି ପିଟି ମାରିଦେଲେ ନୃଶଂସ ବ୍ୟକ୍ତି । ଭିଡିଓ ଭାଇରାଲ ପରେ ଆକ୍ସନ…

କନକ ବ୍ୟୁରୋ: ଭାଇରାଲ ହେଉଛି ଗଞ୍ଜାମ ଜିଲ୍ଲାର ଏକ ହତ୍ୟାକାଣ୍ଡର ଛାତିଥରା ଦୃଶ୍ୟ । ଚୋରି ସନ୍ଦେହରେ ଯୁବକଙ୍କ ପିଟି ପିଟି ଗାଁ ଦାଣ୍ଡରେ ହତ୍ୟା କରାଯାଇଛି । ତେବେ ଚିଙ୍ଗୁଡ଼ିଘାଇ ଗାଁ ପ୍ରାଇମେରୀ ସ୍କୁଲ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିଥିଲା । ପୋଲିସ ଏହି ଘଟଣାର ତଦନ୍ତ କରିବା…

ହଟିଲା ୨୦୦୦ ଟଙ୍କିଆ ନୋଟ୍ । ହଟିବ କି କଳାଧନ? ପଢନ୍ତୁ, କଣ କହିଲେ ଆରବିଆଇର ପୂର୍ବତନ ଗଭର୍ଣ୍ଣର?

କନକ ବ୍ୟୁରୋ: ଦୁଇ ହଜାର ଟଙ୍କିଆ ନୋଟ୍ ହଟିଲା ପରେ ଏବେ ପ୍ରଶ୍ନ ଉଠୁଛି କଳାଧନ ରୋକିବାରେ ଏହା କେତେ ସହାୟକ ହେବ? ଆରବିଆଇର ପୂର୍ବତନ ଗଭର୍ଣ୍ଣର ଆର.ଏସ୍. ଗାନ୍ଧୀ କହିଛନ୍ତି, ଯଦିଓ ଦୁଇ ହଜାର ଟଙ୍କିଆ ନୋଟର ବ୍ୟବହାର କମିଯାଇଥିଲା କିନ୍ତୁ ଯାହା ପାଖରେ ଏହି ନୋଟ୍ ରହିଛି ତାକୁ ଜମା କରିବାକୁ…