Daily Archives

May 20, 2023

୨୨ ତାରିଖରେ ରାଜ୍ୟରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ । ସକାଳ ସାଢେ ୯ଟାରେ ଶପଥ ନେବେ ନୂଆ ମନ୍ତ୍ରୀ

କନକ ବ୍ୟୁରୋ: ରାଜ୍ୟରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଭିତରେ ଆସିଛି ବଡ ଖବର । ଆସନ୍ତା ୨୨ ତାରିଖ ଦିନ ଶପଥ ନେବେ ନବୀନଙ୍କ ନୂଆ ମନ୍ତ୍ରୀ । ସୋମବାର ସକାଳ ସାଢେ ୯ଟାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଲୋକସଭା ଭବନର କନଭେନସନ୍ ହଲରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ…

ମିଶନ ଶକ୍ତି ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଲା ‘ଓଡ଼ିଶା ମୋ ପରିବାର’, ଆର୍ଶିବାଦ ସାଜିଲା ବିଏସକେୱାଇ କାର୍ଡ

କନକ ବ୍ୟୁରୋ : ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ଯୋଜନା ମାନ ପ୍ରଣୟନ କରିଛନ୍ତି । ଏହି କ୍ରମରେ ଓଡିଆମାନଙ୍କର ଯତ୍ନ ନେବାକୁ ଓଡିଶା ମୋ ପରିବାର ଗଠନ କରିଛନ୍ତି । ଯୋଜନାଗୁଡିକ ମଧ୍ୟରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜନ ସ୍ୱାସ୍ଥ୍ୟ…

‘ଅ’ରୁ ଆରମ୍ଭ ରାମାୟଣ । କୋରାପୁଟରେ ନିଜ ଭାଷାରେ ରାମାୟଣ ଲେଖିଛନ୍ତି କୃଷ୍ଣଚନ୍ଦ୍ର ଭୁକ୍ତା

କନକ ବ୍ୟୁରୋ: ରାମାୟଣ ବର୍ଣ୍ଣନା କରିବା କିଛି ନୂଆ କଥା ନୁହେଁ । କିନ୍ତୁ ନିଜ ଭାଷାରେ ଲେଖିବା ତାହା ମଧ୍ୟ ପ୍ରତିଟି ଶବ୍ଦ ଅ ଅକ୍ଷରରୁ ଆରମ୍ଭ ନିହାତି ନିଆରା କଥା । ଓଡ଼ିଶାରେ ପ୍ରଥମ ଅମୂଲ୍ୟ ରାମାୟଣ ଲେଖା ହୋଇଥିବା ବେଳେ ଏହାକୁ ଲେଖିବାକୁ ୧୪ ବର୍ଷ ସମୟ ଲାଗିଛି । ଜୟପୁର ସହରର ୮୬…

ଉଜୁଡି଼ ଯାଉଛି ଉପକୂଳ ରକ୍ଷା କବଚ ହେନ୍ତାଳବଣ। ସୁରକ୍ଷା ପାଇଁ ହାତ ବଢ଼ାଇଲା ସ୍ୱେଚ୍ଛାସେବୀ ସଂଗଠନ

କନକ ବ୍ୟୁରୋ: ବାତ୍ୟା, ସୁନାମି ଭଳି ମହାବିପତ୍ତି ସମୟରେ ଉପକୂଳର ରକ୍ଷା କବଚ ସାଜିଥିବା ହେନ୍ତାଳବଣ । ଉପକୂଳକୁ ସୁରକ୍ଷା ଦେଉଥିବା ହେନ୍ତାଳ ବଣ ଆଜି ନିଜେ ଅସୁରକ୍ଷିତ । ଓଡିଶା ଉପକୂଳରେ ୨୫୯ କି.ମି. ହେନ୍ତାଳବଣ ରହିଛି । ସେଥିମଧ୍ୟରୁ ୮୦ ଭାଗ ପାରାଦୀପ ସମୁଦ୍ର ଉପକୂଳ ଦେଇ ଜମ୍ବୁ,…

ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲର କ୍ଷେତ୍ର ପରିଦର୍ଶନ ଜାରି। ଶୁଖିଲା ମହାନଦୀ ପାଇଁ ଚାଲିଛି ସତ୍ୟାଗ୍ରହ

କନକ ବ୍ୟୁରୋ: ଆଜିଠାରୁ ଟ୍ରିବୁନାଲ ଓଡିଶା ଗସ୍ତ କରି ମହାନଦୀ ଓ ହୀରାକୁଦ ନଦୀବନ୍ଧ ପରିଦର୍ଶନ କରିଛନ୍ତି । ଅନ୍ୟପଟେ ଆଜିଠାରୁ ସତ୍ୟାଗ୍ରହ ଆରମ୍ଭ କରିଛି ମହାନଦୀ ବଞ୍ଚାଓ ସମିତି । ଝାରସୁଗୁଡା କେଲୋ ନଦୀ କୂଳରେ ଥିବା ଲୁହାବଗାରେ ମହାନଦୀ ବଞ୍ଚାଓ ସମିତି ପକ୍ଷରୁ ସତ୍ୟାଗ୍ରହ କରାଯାଇ ଅଣ…

ମାର୍ଶାଘାଇ ବ୍ଲକ କୁଆଁରପାଳ ଗାଁର ଭୟଙ୍କର ଅଗ୍ନିକାଣ୍ଡ। ଆଖି ପିଛୁଳାକେ ଜଳିଗଲା ଗରିବ ପରିବାର ସାଇତା ସମ୍ପତ୍ତି

କନକ ବ୍ୟୁରୋ: ନିଆଁ ଗିଳି ଦେଲା ସବୁ କିଛି । ପୋଡା ପାଉଁଶ ତଳୁ ସାଇତା ସାମଗ୍ରୀ ଖୋଜୁଛନ୍ତି ଅଗ୍ନି ବିପନ୍ନ । ଆଖି ପିଛୁଳାକେ ଜଳିଯାଇଛି ଗୋଟିଏ ଅଭାବୀ ପରିବାରର ସାଇତା ସମ୍ପତ୍ତି । ଜୀବନ ଯାକର ପୁଂଜିକୁ ପୋଡି ପାଉଁଶ କରିଦେଇଛି ନିଆଁ । ଅଗ୍ନିକାଣ୍ଡରେ ସର୍ବସ୍ୱ ଜଳିଯିବା ପରେ ବେସାହାରା…