Daily Archives

May 17, 2023

ସେଲଫି ପାଇଁ ପଣ୍ଡ ହୋଇଥିଲା ପୂର୍ବତନ ଏନସିବି ଅଧିକାରୀ ସମୀର ୱାନଖେଡେଙ୍କ ଷଡଯନ୍ତ୍ର, ଶାହାରୁଖ ଖାନଙ୍କ ପୁଅ…

କନକ ବ୍ୟୁରୋ : ୨୦୨୧ ମସିହା ଅକ୍ଟୋବର ମାସ ୧ ତାରିଖ । ଏନସିବିର ମୁମ୍ବାଇ ଜୋନାଲର ମୁଖ୍ୟ ସମୀର ୱାନଖେଡେଙ୍କୁ ଏକ ସୂଚନା ମିଳେ । ମୁମ୍ବାଇରୁ ଗୋଆ ଯାଉଛି କୋରଡିଲିଆ କ୍ରୁଜ  । ଏଠାରେ ହେବ ଡ୍ରଗ୍ସ ପାର୍ଟି ହେବ । ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରିୟନଙ୍କ ସମେତ ଅନେକ ଧନୀଶ୍ରେଣୀର…

କର୍ଣ୍ଣାଟକରେ ସସପେନ୍ସ ଜାରି । ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

କନକ ବ୍ୟୁରୋ : କର୍ଣ୍ଣାଟକର କିଏ ହେବେ ମୁଖ୍ୟମନ୍ତ୍ରୀ । ବହୁମତ ସହ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବଡ ଜିତ ହାସଲ କରିସାରିଥିଲେ ମଧ୍ୟ ଏହି ପ୍ରଶ୍ନର ଉତର ଏବେ ସୁଦ୍ଧା ମିଳିପାରିନି । ଦିଲ୍ଲୀ ଦରବାରରେ ହାଇକମାଣ୍ଡଙ୍କ ନେତୃତ୍ୱରେ ବସୁଛି ଘନଘନ ବୈଠକ । ତଥାପି ରାଜ୍ୟର…

ଡିଜିଟାଲ ଯୁଗର ନୂଆ ବିପ୍ଳବ, କ୍ରସେଡର ଟେକ୍ ସଲ୍ୟୁସନ

କନକ ବ୍ୟୁରୋ : ଆଜିର ଦିନରେ ପୃଥିବୀର କୋଣଅନୁକୋଣରେ ଥିବା ପ୍ରତିଟି ବସ୍ତୁ, ସ୍ଥାନ ତଥା ଜନସାଧାରଣଙ୍କୁ ଯୋଗାଯୋଗ କରିବାରେ, ସେବା ମିଳିବାରେ ତଥା ତଥ୍ୟ ସବୁକୁ ସଂଗ୍ରହ କରିବାରେ ପ୍ରଯୁକ୍ତି ବିଦ୍ୟା ତୁଲାଉଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଯୁକ୍ତି ବିଦ୍ୟାର ଆଧୁନିକୀକରଣ, ନୂଆ ଉଦ୍ଭାବନ…

ଜୋର ଧରିଲା ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା: ଫୋନ କଲ ଅପେକ୍ଷାରେ ବିଧାୟକ

କନକ ବ୍ୟୁରୋ: ବାଚସ୍ପତି ଓ ଦୁଇ ମନ୍ତ୍ରୀ ଇସ୍ତଫା ଦେବା ପରେ ବି ରାଜ୍ୟପାଳ ରାଜ୍ୟ ବାହାରେ ଥିବାରୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା ଥମି ଯାଇଥିଲା । ଆଲୋଚନା ହେଉଥିଲା ରାଜ୍ୟପାଳ ଫେରିବା ପରେ ଯାହା ହେବ । ଆଉ ଏବେ ରାଜ୍ୟପାଳ ଫେରିବା ଖବର, ପୁଣି ଥରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚାକୁ…

ଜୀ ସାର୍ଥକରେ ସନ୍ଧ୍ୟା ୬.୩୦ରେ ପ୍ରସାରିତ ‘ମୁଁ ବି ବଜୟିନୀରେ’ ଆସିଲା ନୂଆ ମୋଡ, ଦର୍ଶକଙ୍କୁ ଆହୁରି ଆକୃଷ୍ଟ କରିବ…

କନକ ବ୍ୟୁରୋ : କାହାଣୀ ଆରମ୍ଭ ହୋଇଥିଲା ସ୍ତୁତି ମହାରଥୀଙ୍କ ପାଖରୁ, ଜଣେ ଏମ୍. ଏଲ.ଏ ଯିଏ ଇନ୍ଦ୍ରଜିତ ମହାରଥୀ ଠାରୁ ପ୍ରତିଶୋଧ ନେବାକୁ ସର୍ବଦା ପ୍ରୟାସରତ । ୨୦ ବର୍ଷ ଧରି ସ୍ତୁତି ଦୁଇ ପୁଅ ବୈଭବ ଓ କ୍ରୀଷ୍ଣାକୁ ନିଜେ ପାଳୁଥାଏ । ସମୟକ୍ରମେ ଦୁଇ ଜଣ ବଡ ହେଉଛନ୍ତି ଓ ବୈଭବ ବାହା ହେଉଛି…

ରାଜନୈତିକ ଦଳକୁ କିଏ ଦିଅନ୍ତି ଚାନ୍ଦା? ଅଜଣା ସୂତ୍ରରୁ ଆସୁଛି ସିଂହଭାଗ ଆୟ

କନକ ବ୍ୟୁରୋ: ରାଜନୈତିକ ଦଳର ଆୟ କେଉଁଠୁ ଆସେ, କେଉଁମାନେ କୋଟି କୋଟି ଟଙ୍କା ଦେଇ ଦଳଗୁଡିକୁ ମାଲମାଲ କରନ୍ତି, ଏ ସଂପର୍କରେ ଜାଣିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଆଗ୍ରହ ରହିଥାଏ । କିନ୍ତୁ ବିଡମ୍ବନାର କଥା ହେଉଛି, ମୋଟା ଅଙ୍କର ଅର୍ଥ କେଉଁଠୁ ଆସେ, ତାହା ଜାଣି ହୁଏନି, କାରଣ ଏହା ଅଜଣା…