Daily Archives

May 17, 2023

ଶ୍ରୀମନ୍ଦିର ନୀତିରେ ବିଳମ୍ବ: ହୋଇପାରିଲାନି ରାତି ପହୁଡ଼ ନୀତି, ରାତି ଅନିଦ୍ରା ହେଲେ ମହାପ୍ରଭୁ

କନକ ବ୍ୟୁରୋ: ଶ୍ରୀମନ୍ଦିରର ଦୈନନ୍ଦିନ ନୀତିକାନ୍ତିରେ ବିଳମ୍ବ ଯୋଗୁଁ ମହାପ୍ରଭୁଙ୍କୁ ଅନିନ୍ଦ୍ର ରହିବାକୁ ପଡ଼ିଛି । ବିନା ଦ୍ୱାରଫିଟା ନୀତିରେ ହୋଇଛି ଶ୍ରୀଜିଉଙ୍କ ସେବା । ରାତି ୯ଟା ୧୦ରେ ମଧ୍ୟାହ୍ନ ଧୂପ । ରାତି ୧ଟା ୪୫ରେ ସନ୍ଧ୍ୟାଧୂପ । ନୀତି ବିଳମ୍ବ ହେବାରୁ ପଡ଼ି ପାରିଲାନି ରାତ୍ରୀ…

ସିଦ୍ଦରମୈୟା ହୋଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ: ରାହୁଲ ଗାନ୍ଧୀଙ୍କଠାରୁ ମିଳିଲା ଗ୍ରୀନ ସିଗନାଲ!

କନକ ବ୍ୟୁରୋ: ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଉଭୟ ସିଦ୍ଦରମୈୟା ଏବଂ ଡିକେ ଶିବକୁମାର । ଚର୍ଚ୍ଚା ହେଉଛି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ଭେଟଘାଟ୍ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ସସପେନ୍ସ ଦୂର ହୋଇଛି । କାରଣ ବରିଷ୍ଠତାକୁ ଗୁରୁତ୍ୱ ଦେଇ…

ସେୟାର ମାର୍କେଟରେ ଏଲଆଇସି ଆଇପିଓକୁ ପୁରିଲା ଗୋଟିଏ ବର୍ଷ । ନିବେଶକଙ୍କ ୨.୪୦ ଲକ୍ଷ କୋଟି ଟଙ୍କା କ୍ଷତି

କନକ ବ୍ୟୁରୋ : ଆଜକୁ ଠିକ୍ ଏକ ବର୍ଷ ପୂର୍ବେ ଅର୍ଥାତ ୨୦୨୨ ମେ’ ୧୭ ତାରିଖରେ ଭାରତୀୟ ସେୟାର ବଜାରରେ ସବୁଠାରୁ ବଡ ଆଇପିଓ ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି ଲିଷ୍ଟିଂ ହୋଇଥିଲା । ନିବେଶକମାନେ ଭଲ ଲାଭ ଆଶାରେ ଏଲଆଇସି ଆଇପିଓରେ ନିବେଶ କରିଥିଲେ । ମାତ୍ର ଗୋଟିଏ ବର୍ଷ ପରେ ନିବେଶକମାନେ…

ଗଂଜାମ ଜିଲ୍ଲାରେ ଶୁଖିଲା ପଡିଛି ଋଷିକୁଲ୍ୟା ନଦୀ। ନଦୀରେ ପାଣି ଟୋପାଏ ନଥିବା ବେଳେ ପ୍ରଭାବିତ ହେଉଛି ଚାଷ

କନକ ବ୍ୟୁରୋ: ଜଳ ଉତ୍ସ ସଂରକ୍ଷଣ ପାଇଁ ଯେଉଁ ଜିଲ୍ଲାକୁ ଜାତୀୟ ପୁରସ୍କାର ମିଳୁଛି ସେହି ଜିଲ୍ଲାରେ ଶୁଖିଲା ପଡିଛି ନଦୀ । ଗଞ୍ଜାମ ଜିଲ୍ଲାରେ ଶୁଖିଯାଇଛି ଋଷିକୁଲ୍ୟା ନଦୀ । ସୋରଡା ଠାରୁ ଆରମ୍ଭ ହୋଇ ଗଞ୍ଜାମରେ ସମୁଦ୍ରରେ ମିଶିଛି ଋଷିକୁଲ୍ୟା ନଦୀ । ପୂର୍ବରୁ ଏହି ନଦୀକୁ ଚିରସ୍ରୋତା ବୋଲି…

ପ୍ରବଳ ଗରମ ଓ ଗୁଳୁଗୁଳି ସାଙ୍ଗକୁ ପାୱାରକଟ୍। ସୋର ଡାକ୍ତରଖାନାରେବିଜୁଳି ଚାଲିଗଲେ ସନ୍ତୁଳି ହେଉଛନ୍ତି ରୋଗୀ

କନକ ବ୍ୟୁରୋ: ପ୍ରବଳ ଗରମ ଓ ଗୁଳୁଗୁଳି ସାଙ୍ଗକୁ ପାୱାରକଟ୍ । ଡାକ୍ତରଖାନାରେ ବିଜୁଳି ଚାଲିଗଲେ ସନ୍ତୁଳି ହେଉଛନ୍ତି ରୋଗୀ । ବାଲେଶ୍ୱର ଜିଲ୍ଲା ସୋର ମେଡ଼ିକାଲ ପାୱାରକଟ୍ ହେବା ପରେ ବିଂଚଣା ଧରି ବିଂଚି ହେଉଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ । ଏହି ଡାକ୍ତରଖାନା ଉପରେ ୫ଟି ବ୍ଲକର…

ପୂର୍ବତନ ସମିତି ସଭ୍ୟ ଚରାଉଛନ୍ତି ଛେଳି: ଯାଜପୁର ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଲକ ହେଡକ୍ୱାଟର ସମିତି ସଭ୍ୟ ଥିଲେ…

କନକ ବ୍ୟୁରୋ: ଯିଏ ଦିନେ ଅନ୍ୟଙ୍କ ପାଇଁ ସ୍ୱର ଉତୋଳନ କରୁଥିଲେ, ଆଜି ସେ ନିଜେ ବଂଚିବା ପାଇଁ ରାହା ଖୋଜୁଛନ୍ତି । ପେଟ ପାଇଁ ଛେଳି ଚରାଉଛନ୍ତି । ରାଜନୀତିର ଧାଁ ଦଉଡ ଭିତରେ ଧାଇଁ ନପାରି ବହୁ ପଛରେ ପଡି ଯାଇଛନ୍ତି ଜଣେ ପୂର୍ବତନ ସମିତି ସଭ୍ୟ । ଏବେ ଦୈନଦିନ ଗୁଜୁରଣ ମେଂଟାଇବା ସଂଘର୍ଷ…