Daily Archives

May 10, 2023

ସମୁଦ୍ରରେ ବଳ ଗୋଟାଉଛି ‘ମୋକା’, ଆସନ୍ତାକାଲି ସୁଦ୍ଧା ନେଇପାରେ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ

କନକ ବ୍ୟୁରୋ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଧୀରେ ଧୀରେ ଆଗକୁ ବଢୁଛି ‘ମୋକା’ । ଆଗକୁ ବଢ଼ିବା ସହ ଅଧିକ ଘନିଭୂତ ହେବାରେ ଲାଗିଛି । ମେ' ୧୧ ତାରିଖ ମଧ୍ୟରାତି ସୁଦ୍ଧା ନେଇପାରେ ଅତି ଭୀଷଣ ବାତ୍ୟାର ରୂପ ଦିଗ ବଦଳାଇବା ସହ ବାଂଲାଦେଶ-ମିଆଁମାର ମୁହାଁ…

ପାକିସ୍ତାନରେ ଇମ୍ରାନ ଖାନଙ୍କୁ ବାନ୍ଧିଲା ସେନା, ଗିରଫଦାରୀର ଚିତ୍ରକୁ ନେଇ ଉଠିଲା ଅନେକ ପ୍ରଶ୍ନ।

କନକ ବ୍ୟୁରୋ: ଗଣତନ୍ତ୍ର ବ୍ୟବସ୍ଥାକୁ ପଙ୍ଗୁ କରିଦେଇ ଯେତେବେଳେ ସେନା ଶାସକ ସାଜେ, କେଉଁ ଭଳି ପରିସ୍ଥିତି ସୃଷ୍ଟି ହୁଏ, ପାକିସ୍ତାନରୁ ଆସିଥିବା କିଛି ଚିତ୍ର ହିଁ ବୟାନ ହୋଇଯାଇଛି । କେହି ଅସ୍ୱୀକର କରୁନାହାଁନ୍ତି ଯେ, ଦୁର୍ନୀତି ମାମଲାରେ ଇମ୍ରାନ୍ ଖାନ୍ ବନ୍ଧା ହୋଇଛନ୍ତି । କେହି…

ସରିଲା କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ, ୧୩ ତାରିଖରେ ଇଭିଏମ ଖୋଲିବ ନେତାଙ୍କ ଭାଗ୍ୟ

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ସମାପ୍ତ ହୋଇଛି । ଅପରାହ୍ନ ୫ଟି ସୁଦ୍ଧା ରାଜ୍ୟରେ ୬୫.୬୯ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । ପ୍ରଥମ ଥର ପାଇଁ କର୍ଣ୍ଣାଟକରେ ୯୪ ହଜାରରୁ ଅଧିକ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତି ଘରେ ରହି ଭୋଟ ଦେଇଛନ୍ତି ।…

ଭୋଟ୍ ଦେଲା ଝାରସୁଗୁଡ଼ା। ନେତା ବାଛିଲେ ଝାରସୁଗୁଡ଼ାବାସୀ

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟା ପରେ ଖାଲି ପଡିଥିବା ଆସନ ପାଇଁ ନେତା ବାଛିଛନ୍ତି ଝାରସୁଗୁଡା ଭୋଟର । ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସତ୍ୱେ ମତଦାନ କେନ୍ଦ୍ରକୁ ଆସି, ଧାଡିରେ ଅପେକ୍ଷା କରି ଭୋଟ୍ ଦେଇଛନ୍ତି । ବିଶେଷ କରି ମହିଳା ଓ ନୂଆ ଭୋଟରଙ୍କ ଭିତରେ ମତଦାନ ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ…

EXIT POLL LIVE: କର୍ଣ୍ଣାଟକରେ କିଏ ଗଢିବ ସରକାର ? କାହାର ହେବ କର୍ଣ୍ଣାଟକ? ଆସିଲା ବୁଥ୍ ବାହୁଡା ମତ…

କନକ ବ୍ୟୁରୋ: କର୍ଣ୍ଣାଟକରେ କିଏ ଗଢିବ ସରକାର ? କାହାର ହେବ କର୍ଣ୍ଣାଟକ? ବିଜେପି ପୁଣିଥରେ କ୍ଷମତା ଦଖଲ କରିବ? ନା, କଂଗ୍ରେସ ପୁଣି କମବ୍ୟାକ୍ କରିବ ସେନେଇ କର୍ଣ୍ଣାଟକରୁ ଆସିଛି ବୁଥ୍ ବାହୁଡା ମତ । ଗୋଟିଏ ପଟେ କିଛି ସର୍ଭେରେ କଂଗ୍ରେସକୁ ବହୁମତ ମିଳିବା ନେଇ ଅନୁମାନ…

ଇମ୍ରାନ ଖାନଙ୍କ ପରେ ଏବେ ଶାହା ମହମ୍ମୁଦ କୁରେଶୀ ଗିରଫ, ଇମ୍ରାନଙ୍କ କ୍ୟାବିନେଟରେ ଥିଲେ ବୈଦେଶିକ ମନ୍ତ୍ରୀ

କନକ ବ୍ୟୁରୋ : ଇମ୍ରାନ ଖାନଙ୍କ ଗିରଫ ପରେ ପାକିସ୍ତାନରେ ଉପୁଜିଥିବା ହିଂସା ଥମିବାର ନାଁ ନେଉନି । ଇମ୍ରାନ ଖାନଙ୍କୁ ୮ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ଏହାସହ ଇମ୍ରାନ ଖାନଙ୍କ ଗିରଫକୁ ବିରୋଧ କରି ପିଟିଆଇ ଦ୍ୱାରା ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରାଯାଇଥିଲା ତାହାକୁ କୋର୍ଟ…