Daily Archives

May 10, 2023

ଭୁବନେଶ୍ୱରରେ ବନ୍ଦ ଘରୁ ଉଦ୍ଧାର ହେଲା ପୋଷା କୁକୁର। ଶୈଳଶ୍ରୀ ବିହାର ଅଞ୍ଚଳରେ ୭ଦିନ ଧରି ଗୃହବନ୍ଦୀ ଥିଲା କୁକୁର।

କନକ ବ୍ୟୁରୋ: ବନ୍ଦ ଘରୁ ଉଦ୍ଧାର ହେଲା ପୋଷା କୁକୁର । ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଂଚଳରେ ଗୃହବନ୍ଦୀ ହୋଇରହିଥିବା ରୁଟୱେଲର ପ୍ରଜାତିର ଏହି ପୋଷା କୁକୁରକୁ ଉଦ୍ଧାର କରାଯାଇଛି । ୭ ଦିନ ଘରେ ବନ୍ଦି ରହିଥିଲା ଏହି କୁକୁର । ସ୍ପିକ୍ ଫର୍ ଆନିମଲର ସଦସ୍ୟମାନେ ଏଠାରେ ପହଞ୍ଚି ପୋଲିସ…

ଝାରସୁଗୁଡ଼ା ଉପନିର୍ବାଚନ: ଏକାତାଲିରେ ୪୯ ଓ ୫୦ ନମ୍ବର ବୁଥରେ ଉତ୍ତେଜନା।

କନକ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜାରିରହିଛି ମତଦାନ । ଭୋଟିଂ ସୁରୁଖୁୁରୁରେ ଚାଲିଥିବା ବେଳେ କିଛି ସ୍ଥାନରେ ଉତ୍ତେଜନା ଦେଖାଦେଇଛି । ଝାରସୁଗୁଡା ଏକାତାଲିରେ ଥିବା ୪୯ ଓ ୫୦ ନମ୍ବର ବୁଥରେ ଉତ୍ତେଜନା ଦେଖାଦେଇଛି । ବିଜେଡି ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିବା ସୂଚନା…

ଅନକ୍ୟାପଡ ଖେଳାଳୀ ଆଇପିଏଲରେ ମଚାଉଛନ୍ତି ଧୁମ । ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ମିଳିପାରେ ସୁଯୋଗ ।

କନକ ବ୍ୟୁରୋ : ଆଇପିଏଲ ଅନେକ ଖେଳାଳୀଙ୍କୁ ପରିଚିତ କରିଛି । ଆଇପିଏଲରେ ପ୍ରଦର୍ଶନ କାରଣରୁ ଅନେକ ଖେଳାଳୀଙ୍କୁ ଜାତୀୟ ଦଳରୁ ଡାକରା ଆସିଛି । ଆଇପିଏଲ ଏମିତି ଏକ ପ୍ଲାଟଫର୍ମ ପାଲଟିଛି ଯେଉଁଠି ଅଜଣା ଖେଳାଳି ରାତାରାତି ଷ୍ଟାର ପାଲଟିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ବୁମରାଙ୍କ ଭଳି ଖେଳାଳୀ…

୫-ଟି ସଚିବଙ୍କ ଗଜପତି ଗସ୍ତର ଦ୍ବିତୀୟ ଦିନ। ଛେଳିଗଡ ଜଳସେଚନ ପ୍ରକଳ୍ପ ଶୀଘ୍ର ଆରମ୍ଭ କରିବାକୁ ସଚିବଙ୍କ ପରାମର୍ଶ।

କନକ ବ୍ୟୁରୋ: ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଉଦ୍ୟମରତ। ଓଡିଶାର ରୂପାନ୍ତର ପାଇଁ ଅନେକ ପଦକ୍ଷେପ ନେଇ ରାଜ୍ୟର ବିକାଶ ମାନଚିତ୍ରରେ ଆଣିଛନ୍ତି କାୟାକଳ୍ପ । ଗତକାଲି ବିଜୁ ଏକ୍ସପ୍ରେସ ୱେ-୨ର ନିର୍ମାଣ ପାଇଁ ପାହାଡକାଟି ଟନେଲ ଜରିଆରେ ରାସ୍ତା…

ଆସନ୍ତାକାଲି ସୁପ୍ରିମକୋର୍ଟ ସ୍ଥିର କରିବେ ସିନ୍ଦେ ସରକାରଙ୍କ ଭାଗ୍ୟ, ୧୬ ବିଧାୟକଙ୍କ ନିଲମ୍ବନ ମାମଲାରେ କୋର୍ଟ ଦେବେ…

କନକ ବ୍ୟୁରୋ : ମହାରାଷ୍ଟ୍ରରେ କିଛିମାସ ହେବ ଲାଗି ରହିଥିବା ରାଜନୈତିକ ବିବାଦ ଆସନ୍ତା କାଲି ସମାପ୍ତ ହୋଇପାରେ । ଶିବସେନାର ୧୬ ବିଦ୍ରୋହୀ ବିଧାୟକଙ୍କ ନିଲମ୍ବନ ଉପରେ ଆସନ୍ତାକାଲି ସୁପ୍ରିମ କୋର୍ଟ ନିଷ୍ପତ୍ତି ଶୁଣାଇବେ । ୨୦୨୨ ଜୁନ ମାସରେ ଶିବସେନାରୁ କିଛି ବିଧାୟକ ବିଦ୍ରୋହ କରି ଏକନାଥ…

ଦିନିକିଆ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ସାମ୍ନାକୁ ଆସିଲା ମ୍ୟାଚର ତାରିଖ । ଏହି ତାରିଖରେ…

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍ । ୨୦୧୧ ମସିହା ପରେ ପ୍ରଥମ ଥର ପାଇଁ ଘରୋଇ ମାଟିରେ ଦିନିକିଆ ବିଶ୍ୱକପ୍ ଖେଳିବ ଟିମ୍ ଇଣ୍ଡିଆ । ତେବେ ବର୍ତ୍ତମାନ ଏହି ବିଶ୍ୱକପକୁ ନେଇ ଆସିଛି ଇଙ୍ଗ ଖବର । ଜାତୀୟ ଗଣମାଧ୍ୟମର ରିପୋର୍ଟ…