Daily Archives

March 18, 2023

୪ମାସ ପରେ ଦେଶରେ ସର୍ବାଧିକ ଦୈନିକ ସଂକ୍ରମଣ, ୨୪ଘଂଟାରେ ୮୪୧ ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ : ଗତ କିଛି ଦିନ ହେବ ଦେଶରେ ଏଚ୩ଏନ୨ ଇନଫ୍ଲୁଏଞ୍ଜା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଭିତରେ ପୁଣି ଥରେ କାୟା ମେଲାଉଛି କରୋନା । ୪ମାସ ପରେ ଦେଶରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେବାପରେ ଚିନ୍ତା ବଢିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା…

ପାକିସ୍ତାନରେ ହାଇଡ୍ରାମା । ଇମ୍ରାନଙ୍କ ଘରେ କବାଟ ଭାଙ୍ଗି ପଶିଲା ପୁଲିସ, ଚାଲିଲା ବୁଲଡୋଜର

କନକ ବ୍ୟୁରୋ : ପାକିସ୍ତାନରେ ଶନିବାର ଦେଖିବାକୁ ମିଳିଛି ହାଇଡ୍ରାମା । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପାଇଁ ପିଛା ଛାଡୁନି ଇସଲାମାବାଦ ପୁଲିସ । ଏହା ଭିତରେ ଶନିବାର ଲାହୋରେ ଥିବା ଇମ୍ରାନଙ୍କ ବାସଭବନ ଭିତରେ ବଳପୂର୍ବକ ପଶିଛି ଲାହୋର ପୁଲିସ । ବୁଲଡୋଜର ଜରିଆରେ ଘରର କିଛି…

ଯୁଦ୍ଧ ଅପରାଧରେ ଫଶିଲେ ରୁଷ ରାଷ୍ଟ୍ରପତି । ଆଇସିସି କାଠଗଡ଼ାରେ ପୁଟିନ ଦୋଷୀ ସାବ୍ୟସ୍ତ, ପୁଟିନଙ୍କ ନାଁରେ ଗିରଫ…

କନକ ବ୍ୟୁରୋ : ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଲାଗିଛି ଝଟକା । ଯୁଦ୍ଧ ସମୟରେ ଯୁଦ୍ଧ ଅପରାଧ ଅଭିଯୋଗରେ ଫଶିଛନ୍ତି ରୁଷ ରାଷ୍ଟ୍ରପତି ଓ ତାଙ୍କ ନାଁରେ ଗିରଫ ୱାରେଂଟ ଜାରି କରିଛି ଆଇସିସି ବା ଅର୍ନ୍ତଜାତୀୟ ଅପରାଧିକ ନ୍ୟାୟଳୟ । ରୁଷର ଶିଶୁ ଅଧିକାର କମିଶନର ମାରିଆ…

ବାବୁଙ୍କ ପାଇଁ ମୁହାଁମୁହିଁ ହେଲେ ନେତା । ବାବୁଙ୍କ ସହ ମନ୍ତ୍ରୀଙ୍କ ଫଟୋ ଦେଖାଇ ବର୍ଷିଲେ ବିରୋଧୀ । ବିରୋଧୀଙ୍କ…

କନକ ବ୍ୟୁରୋ: ବିଧାନସଭାରେ ‘ଅଫିସର’ ଝଡ । ବାବୁଙ୍କ ପାଇଁ ଶାସକ-ବିରୋଧୀ ମୁହାଁମୁହିଁ । ରାଜ୍ୟରେ ଅଫିସରଙ୍କ ରାଜ ଚାଲିଥିବା ଅଭିଯୋଗ କରି ଶୂନ୍ୟକାଳରେ ଉଭୟ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରିଛନ୍ତି । ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଥିବା ବିରୋଧୀ ଅଭିଯୋଗ କରି ହଙ୍ଗାମା କରିଛନ୍ତି ।…

ଭାରତ ଉପରେ ଝୁଲିଛି ଖାଦ୍ୟ ସଙ୍କଟର ଖଣ୍ଡା, ୨୦୫୦ ଯାଏ ଏମିତି ରହିବ ସ୍ଥିତି ପଢନ୍ତୁ …

କନକ ବ୍ୟୁରୋ: ଗ୍ଲୋବାଲ ୱାର୍ମିଂ କାରଣରୁ ଏହାର ପ୍ରଭାବ ବିଶ୍ୱର ଅନେକ ଦେଶ ଉପରେ ପଡୁଛି । ଏହା ଯୋଗୁ ଅନେକ ଦେଶରେ ଖାଦ୍ୟ ସଙ୍କଟ ମଧ୍ୟ ଦେଖାଦେଲାଣି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ବିଶ୍ୱର ତାପମାତ୍ରା ଏବଂ ଖାଦ୍ୟର ସ୍ଥିତି ଉପରେ ପ୍ରସ୍ତୁତ ଏକ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ୨୦୫୦…

ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ପ୍ରସ୍ତୁତି । ସ୍ଥାପନ ହେଲା ଶୁଭଖୁଣ୍ଟି, ୨୮ ଧରି ଚାଲିବ…

କନକ ବ୍ୟୁରୋ: ଠାକୁରାଣୀ ଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି । ବ୍ରହ୍ମପୁରର ପ୍ରସିଦ୍ଧ ତଥା ଐତିହାସିକ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ଅପ୍ରେଲ ୪ ତାରିଖରୁ ଯାତ୍ରା ଆରମ୍ଭ ହୋଇ ମେ ମାସ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା । ହଜାର ହଜାର…