Daily Archives

March 18, 2023

କନ୍ଧମାଳର କଞ୍ଚାମାଂସ ଖିଆ ମଣିଷ । ୭୦ ବର୍ଷିୟ ବୃଦ୍ଧ ବିଶାଦ ଦିଗାଲଙ୍କୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ: ଘର ନାହିଁ କି ପରିବାର ନାହିଁ । ପ୍ରାୟ ବର୍ଷ ହେଲା କଞ୍ଚାମାଂସ ଖାଉଛନ୍ତି ୭୦ ବର୍ଷୀୟ ବୃଦ୍ଧ । କନ୍ଧମାଳ ଜିଲ୍ଲାର ଚକାପାଦ ଅଞ୍ଚଳର ବୃଦ୍ଧ ବ୍ୟକ୍ତି ହେଉଛନ୍ତି ବିଶାଦ ଦିଗାଲ । ତେବେ ଫୁଲବାଣୀ ସହରକୁ ଆସି ଭିକ୍ଷୁକ ପାଲଟିଯାଇଛନ୍ତି ବୃଦ୍ଧ । ଭିକ୍ଷା ମାଗି ଯାହା ଟଙ୍କା…

ବର୍ଷେ କାଳ ପାଠ ପଢ଼ିଲେ । ହେଲେ ପରୀକ୍ଷା ଦେବା ବେଳେ ମିଳିଲା ନକଲି ଆଡ଼ମିଟ୍ କାର୍ଡ଼

କନକ ବ୍ୟୁରୋ: ନିଜର ଭବିଷ୍ୟତ ଗଢ଼ିବା ପାଇଁ କଲେଜରେ ଫିସ୍ ଦେଇ ଆଡମିସନ୍ କଲେ । ପାଠ ବି ପଢ଼ିଲେ । ପରୀକ୍ଷା ଦେବା ପାଇଁ ଆଡମିଟ୍ କାର୍ଡ ମଧ୍ୟ ଆସିଲା । ହେଲେ ପରୀକ୍ଷା ହଲକୁ ଯିବ ବେଳେ ଆଡ଼ମିଟ୍ କାର୍ଡ ଡୁପ୍ଲିକେଟ୍ ଥିବା ଜଣାପଡ଼ିଲା । ଯାହା ଫଳରେ ୭ଜଣ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ…

ପ୍ରବଳ ବର୍ଷାଇବ ପଶ୍ଚିମା ଝଡ଼ । ଆସନ୍ତାକାଲି ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ

କନକ ବ୍ୟୁରୋ: ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ପାଣିପାଗରେ ଆସିଛି ପରିବର୍ତ୍ତନ । ଏହା ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିଛି । ଏପରିକି କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୯ ତାରିଖ ପାଇଁ କେତେକ ଜିଲ୍ଲାକୁ ଅରେଞ୍ଜ୍…

ହୋସ୍ ଉଡ଼ାଉଛନ୍ତି ହାତୀପଲ । ୫ ଖଣ୍ଡ ଗାଁରେ ଉତ୍ପାତ ମଚାଉଛନ୍ତି ୫୦ ଟିକିଆ ହାତୀପଲ । ଘର ଭାଙ୍ଗି ଖାଇଯାଉଛନ୍ତି ଧାନ ଓ…

କନକ ବ୍ୟୁରୋ; ହାତୀ ଭୟରେ ସଂଧ୍ୟାହେଲେ ଗାଁରେ ପଡ଼ୁଛି ତାଟି କବାଟ । ଘର ଦ୍ୱାର ଭାଙ୍ଗିବା ସହ କଦଳୀ, ଟମାଟୋ ଓ ପନିପରିବା ଚାଷ ନଷ୍ଟ କରୁଛନ୍ତି ୫୦ ଟିକିଆ ହାତୀପଲ । କେଉଁଠି ଘର ଭାଙ୍ଗି ହାତୀ ଚାଉଳ ଖାଇଯାଉଛି ତ, ପୁଣି କେଉଁଠି ଲୋକଙ୍କ ପାଚେରୀ ଭାଙ୍ଗି କଦଳୀ ଗଛରୁ କଦଳୀ ଖାଉଛି ହାତୀ ।…

ପୁରୀ ମାର୍କେଟ ଛକ ହଣାକଟା, ୯ ଜଣଙ୍କୁ ଗିରଫ କଲା ପୋଲିସ

କନକ ବ୍ୟୁରୋ: ପୁରୀ ହଣାକଟା ମାମଲାରେ ୯ ଗିରଫ । ମାର୍କେଟ ଛକରେ ହୋଇଥିବା ହଣାକଟା ମାମଲାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଗିରଫ ୯ ଜଣ ହିଁ ପୂରା ମାମଲାରେ ସମ୍ପୃକ୍ତ ଥିବା ପୋଲିସ ପ୍ରେସମିଟରେ ସୂଚନା ଦେଇଛି । ଗୋଟିଏ ପକ୍ଷର ୩ ଜଣ ଏବଂ ଏନ୍ୟ ପକ୍ଷର ୬ ଜଣଙ୍କୁ ପୋଲିସ ଗରିଫ କରିଛି ।…

ଅନ୍ତର୍ଜାତୀୟ ଗଣମାଧ୍ୟମରେ ମୟୂରଭଞ୍ଜକୁ ନେଇ ଚର୍ଚ୍ଚା । ବିଶ୍ୱର ୫୦ ପ୍ରାକୃତିକ ପରିବେଶ ତାଲିକାରେ ସ୍ଥାନ ପାଇଲା…

କନକ ବ୍ୟୁରୋ: ଅନ୍ତର୍ଜାତୀୟ ଗଣମାଧ୍ୟମ ଟାଇମ୍ ମାଗାଜିନରେ ସ୍ଥାନ ପାଇଛି ମୟୂରଭଞ୍ଜ ଜିଲ୍ଲା । ବିଶ୍ୱର ୫୦ ପ୍ରାକୃତିକ ପରିବେଶ ତାଲିକାରେ ସ୍ଥାନ ପାଇଛି ମୟୂରଭଞ୍ଜ । ଟାଇମ ପତ୍ରିକାରେ ପ୍ରକାଶିତ ୨୦୨୩ର ଶ୍ରେଷ୍ଠ ସ୍ଥାନ ମଧ୍ୟରୁ ଭାରତର ଲଦାଖ ଓ ମୟୁରଭଞ୍ଜ ସ୍ଥାନ ପାଇଛି । ପ୍ରକାଶ ପାଇଥିବା…