Daily Archives

December 21, 2022

୫ ଦେଶରେ କରୋନା ସଂକ୍ରମଣ ବୃଦ୍ଧି । ଭାରତରେ ବାଜିଲା ସତର୍କ ଘଣ୍ଟି । ରାଜ୍ୟମାନଙ୍କ ସହ କେନ୍ଦ୍ର…

କନକ ବ୍ୟୁରୋ: କରୋନାକୁ ନେଇ ପୁଣି ସଜାଗ ଭାରତ ସରକାର । ଜାପାନ, ଆମେରିକା, ଚୀନ, ବ୍ରାଜିଲ ଓ କୋରିଆରେ ସଂକ୍ରମଣ ବଢୁଥିବାବେଳେ ଏବେ ଦେଶରେ ଆଲର୍ଟ ଜାରି କରାଯାଇଛି । ବୁଧବାର ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ।…

ଦଶଦିନ ହେଲା କୁଆଡେ ଗଲା ୭ ବର୍ଷର କୁନି ଝିଅ ସାଇ ସ୍ୱରୂପା । ରାୟଗଡା ବୁଗୁଡାରୁ ଅଚାନକ ଅର୍ନ୍ତଧ୍ୟାନ ହୋଇଗଲା ଝିଅ ।

କନକ ବ୍ୟୁରୋ: କୁଆଡ଼େ ଗଲେ ସାଇ ସ୍ୱରୁପା? ୭ ବର୍ଷୀୟ ଝିଅ ନିଖୋଜ ହେବାର ୧୦ ଦିନ ବିତିଲାଣି ତଥାପି ପୋଲିସର ହାତ ଖାଲି ପଡ଼ିଛି । ଏହାର ପ୍ରତିବାଦରେ ୧୨ ଘଣ୍ଟିଆ ଗୁଡ଼ାରୀ ବନ୍ଦ ପାଳନ କରାଯାଇଛି । ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦ ଢେପ ବାକିଟିସାହିର ସାଇସ୍ୱରୁପା ନିଖୋଜ ହେବାର ୧୦ ଦିନ…

ଏଥର ବି ସାଧାରଣତନ୍ତ୍ର ଦିବସ ପରେଡରେ ଦେଖିବାକୁ ମିଳିବନି ଓଡ଼ିଶାର ପ୍ରଜ୍ଞାପନ ମେଢ । ଲଗାତର ୩ ବର୍ଷ ହେଲା ଦିଲ୍ଲୀ…

କନକ ବ୍ୟୁରୋ: ଦିଲ୍ଲୀରେ ପୁଣି ଓଡିଶାକୁ ଉପେକ୍ଷା । ସାଧାରଣତନ୍ତ୍ର ଦିବସ ପରେଡରୁ ପୁଣି ବାଦ୍ ପଡିଲା ଓଡ଼ିଶାର ପ୍ରଜ୍ଞାପନ ମେଢ । ଲଗାତାର ୩ ବର୍ଷ ହେଲା ପରେଡରୁ ବାଦ ପଡିଛି ପ୍ରଜ୍ଞାପନ ମେଢ । ତେବେ ପ୍ରଜ୍ଞାପନ ମେଢ ପାଇଁ ଚୂଡାନ୍ତ ହୋଇଥିଲା ମଡେଲ । ଏଥିପାଇଁ ଗୀତ ରେକର୍ଡିଂ ବି ସରିଥିଲା ।…

ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ । ୭ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ହାଇକମାଣ୍ଡଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ରାଜ୍ୟରେ କଂଗ୍ରେସରେ ଥମୁନି ଗୋଷ୍ଠୀ କନ୍ଦଳ । ପାର୍ଟିଲାଇନରୁ ହଟି ନେତା ଦଳ ବିରୋଧୀ ବୟାନ ଦେଉଛନ୍ତି । ଆଉ ଏହା ବିରୋଧରେ କଠୋର ହୋଇଛନ୍ତି ରାଜ୍ୟ ନେତୃତ୍ୱ । ଦଳୀୟ ବିଶୃଙ୍ଖଳା ଦର୍ଶାଇ କଂଗ୍ରେସର ଦୁଇ ବିଧାୟକଙ୍କୁ କାରଣ ଦର୍ଶାଅ…

ରାଜଧାନୀରେ ଦିନ ତମାମ ଚାଲିଲା ହାଇଡ୍ରାମା । ୫ ଘଣ୍ଟା ପରେ ଉଦ୍ଧାର ହେଲେ ମୁକ୍ତିକାନ୍ତ ବିଶ୍ୱାଳ । ହୋର୍ଡିଂ ଉପରେ…

କନକ ବ୍ୟୁରୋ: ରାଜଧାନୀରେ ହାଇଡ୍ରାମା । ପ୍ରାୟ ୫ ଘଣ୍ଟା ପରେ ଉଦ୍ଧାର ହୋଇଛନ୍ତି ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ରାଉରକେଲାର ଦାବି ନେଇ ସେ ଆଜି ସକାଳେ ଶିଶୁଭବନ ଛକ ପାଖରେ ଥିବା ହୋର୍ଡିଂ ଉପରେ ଚଢ଼ିଯାଇ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ତେବେ ଶେଷରେ ବହୁ କସରତ ପରେ ଅଗ୍ନିଶମ…

ଗୋବିନ୍ଦଙ୍କ ମୃତ୍ୟୁ ପରେ ତେଜିଲା ରାଜନୀତି । ବିଜେପି କହିଲା, ଚାଲିଛି ସାକ୍ଷୀ ସଫା ଅଭିଯାନ

କନକ ବ୍ୟୁରୋ: ଗୋବିନ୍ଦଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ରାଜନୈତିକ ବୟାନବାଜି ବଢ଼ିଚାଲିଛି । ଆତ୍ମହତ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ହାଇକୋର୍ଟ ତତ୍ୱାବଧାନରେ ଏସଆଇଟି ତଦନ୍ତ କରାଯାଉ । ଅନ୍ୟପଟେ ବିଜେପି କହିଛି, ଗୋବିନ୍ଦଙ୍କ…