Daily Archives

November 13, 2022

ବ୍ଲାକମେଲର ଅର୍ଚ୍ଚନା ଫର୍ମୁଲା: କର୍ଣ୍ଣାଟକର ପ୍ରୀତି ଦେଶାଇଙ୍କୁ ଭୁବନେଶ୍ୱରରୁ ଉଠାଇନେଲା ରାଜସ୍ଥାନ ପୁଲିସ

ସୁନ୍ଦର ଚେହେରା ଥିଲା ଆକର୍ଷଣ, ମାଧ୍ୟମ ପାଲଟିଥିଲା ସୋସିଆଲ ମିଡ଼ିଆ ମାୟାବିନୀର ଆସୁଥିଲା ଫ୍ରେଣ୍ଡ ରିକୁଏଷ୍ଟ, ପରେ ଚାଟିଂ ଓ ଡେଟିଂ ଜାଲରେ ଫଶୀ ଯିବା ପରେ ବୁଣାଯାଉଥିଲା ବ୍ଲାକ୍ମେଲିଂର ନକ୍ସା ଚର୍ଚ୍ଚାରେ ଆଉ ଜଣେ ଅର୍ଚ୍ଚନାଙ୍କ ବ୍ଲାକ୍ମେଲିଂ ଷ୍ଟାଇଲ୍ ! କନକ ବ୍ୟୁରୋ: ବ୍ଲାକମେଲର…

ବିଜେଡି କାହାକୁ କରିବ ପ୍ରାର୍ଥୀ ? ନବୀନଙ୍କୁ ଭେଟିଲେ ବରିହାଙ୍କ ସମର୍ଥକ

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ, ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଜାରି ରହିଛି ଅଙ୍କକଷା । ଏସବୁ ଭିତରେ ନବୀନ ନିବାସରେ ମୁଖମନ୍ତ୍ରୀଙ୍କୁ ଭେଟିଛନ୍ତି ପଦ୍ମପୁରର ବିଂଝାଲ ସମାଜ । ଉପନିର୍ବାଚନରେ ଦିବଂଗତ ବିଧାୟକ…

ପାଣି ପାଇଁ କରିବାକୁ ପଡୁଛି ଲମ୍ବା ପଦଯାତ୍ରା। ବସ୍ତା ସାହାଡାରେ ଅଚଳ ହୋଇପଡ଼ିଛି ଦୁଇ ଦୁଇଟି ଓଭରହେଡ ୱାଟର ଟ୍ୟାଙ୍କ।

କନକ ବ୍ୟୁରୋ: ପାଣି ପାଇଁ ପଦଯାତ୍ରା । ବିଦ୍ୟୁତ ବିଭାଗର ମନମାନୀ ପାଇଁ ଅସୁବିଧା ଭୋଗୁଛନ୍ତି ଗାଁର ଲୋକ । ପାଣି ଟୋପାଏ ପାଇଁ ମାଇଲ ମାଇଲ ବାଟ ଯାଉଛନ୍ତି ଲୋକେ । ବସ୍ତା ସାହାଡାରୁ ଏହି ଚିତ୍ର ଦେଖିବାକୁ ମିିଳିଛି । ଏହି ଅଞ୍ଚଳରେ ଦୁଇ ଦୁଇଟି ଓଭରହେଡ ପାଣି ଟାଙ୍କି ରହିଛି । ଯାହା ଉପରେ…

ବୟସର ଅପରାହ୍ନରେ ଅସହାୟ ବୃଦ୍ଧ ଦମ୍ପତ୍ତି, ପରିଣତ ବୟସରେ କଷ୍ଟରେ ଜୀବନ ବିତାଉଛନ୍ତି ଆଳିପିଙ୍ଗଳ କରସାହିର ପତିପତ୍ନୀ।

କନକ ବ୍ୟୁରୋ: ବୟସର ଅପରାହ୍ନରେ ଅସହାୟ ବୃଦ୍ଧ ଦମ୍ପତ୍ତି । ପରିଣତ ବୟସରେ ସାହାରା ଦେବାକୁ କେହିନାହିଁ । ଭଙ୍ଗା ରୁଜା ଘରେ ରହୁଥିବା ବେଳେ ଅନଟନ ସାଧୁଛି ଦାଉ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଆଳିପିଙ୍ଗଳ କରସାହି ଗ୍ରାମରେ ରୁହନ୍ତି ଏହି ଦମ୍ପତ୍ତି । ସଂସାର କରିବାର ମାତ୍ର ଅଢେଇ ବର୍ଷ ପରେ…

ଚିନ୍ତା ବଢାଉଛି ଚକଡା ପୋକ, ଦେବଗଡ ତିଲେଇବଣୀ ବ୍ଲକ ଜୁଆଳୀଭଙ୍ଗା ଗାଁରେ ଉଜୁଡିବାକୁ ବସିଛି ଏକର ଏକର ଫସଲ।

କନକ ବ୍ୟୁରୋ: ପୁଣି ଚିନ୍ତାରେ ପଡିଛି ଚାଷୀ । ବିଭିନ୍ନ ସମୟରେ ବିପର୍ଯ୍ୟୟ ଯୋଗୁ ଚାଷୀର ଚାଷ ନଷ୍ଟ ହୋଇଯାଉଥିବା ବେଳେ ଏବେ ପୁଣି କ୍ଷତି ସହିଲାଣି ଚାଷୀ । ଏବେ ଚକଡା ପୋକ ଚିନ୍ତା ବଢାଇଲାଣି । ତିଲେଇବଣୀ ବ୍ଲକ ଜୁଆଳୀଭଙ୍ଗା ଗାଁରେ ଚାଷ ଜମିରେ ଚକଡା ପୋକ ଦାଉସାଧୁଛି । ଜଙ୍ଗଲୀଜନ୍ତୁଙ୍କ…

କେନ୍ଦ୍ରାପଡା ବାରିମୂଳ ସ୍କୁଲ ପାଚିକାଙ୍କୁ ଦୁର୍ବ୍ୟବହାର କରି ସ୍କୁଲରୁ ତଡିଦେଇଥିବା ଅଭିଯୋଗ। ଉଦ୍ଦେଶ୍ୟମୂଳକ ଭାବେ…

କନକ ବ୍ୟୁରୋ: ମାଆ ଉପରେ ଥିବା ରାଗ ପିଲା ଉପରେ ସୁଝାଇଲେ । ଅଲଗା ଉଦ୍ଦେଶ୍ୟ ରଖି ଛାତ୍ରଙ୍କୁ ନିସ୍ତୁକ ମାଡ ମାରିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ । ଏହିଭଳି କିଛି ଘୃଣ୍ୟ ଅଭିଯୋଗ ଆସିଛି କେନ୍ଦ୍ରାପଡା ବାରିମୂଳ ଗାଁରେ  ଥିବା ବିଦ୍ୟାଳୟରେ । ବିଦ୍ୟାଳୟରେ ପାଠ ପଢୁଥିବା ଅଷ୍ଟମ ଶ୍ରେଣୀ…