Daily Archives

November 13, 2022

ଜଳଖିଆ ଦୋକାନୀଙ୍କ ଝିଅ ହେଲେ ଜଜ୍। ଅଦମ୍ୟ ଇଚ୍ଛାଶକ୍ତି ଆଉ କଠିନ ପରଶ୍ରମର ଫଳ ପାଇଲେ ମୟୂରଭଞ୍ଜର ଅନୁଶ୍ରୀ ଜେନା।

କନକ ବ୍ୟୁରୋ: ଜଳଖିଆ ଦୋକାନୀଙ୍କ ଝିଅ ହେଲା ଜଜ୍ । ଅଦମ୍ୟ ଇଚ୍ଛାଶକ୍ତି ଆଉ କଠିନ ପରଶ୍ରମର ଫଳ ମିଳିଲା । ନିଜର ଏହି ସଫଳତା ପାଇଁ କଠିନ ଅଧ୍ୟବସାୟକୁ ଶ୍ରେୟ ଦେଇଛନ୍ତି ବାରିପଦାର ଅନୁଶ୍ରୀ । ଓଜେଏସ୍ ରେଜଲ୍ଟ ବାହାରିଥିବା ବେଳେ ୫୦ଜଣଙ୍କ ମଧ୍ୟରେ ୧୪ ନମ୍ବରରେ ରହିଛନ୍ତି ଅନୁଶ୍ରୀ ଜେନା ।…

ନବରଙ୍ଗପୁରରେ ଝାଡାବାନ୍ତି ଆତଙ୍କ, ୧୧ ଆକ୍ରାନ୍ତ ମେଡିକାଲରେ ଚିକିତ୍ସିତ।

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ପୁଣି ଝାଡ଼ାବାନ୍ତି ଆତଙ୍କ । ଖାତିଗୁଡାରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢିଚାଲିଛି । ଆକ୍ରାନ୍ତମାନଙ୍କୁ ତେନ୍ତୁଳିଖୁଂଟି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଏବେ ସୁଦ୍ଧା  ୧୧ ଆକ୍ରାନ୍ତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।…

ରାୟଗଡା ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା। ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ।

କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା । ସ୍ୱାସ୍ଥ୍ୟ ସେବା ମିଳିବା ଏଠି ସାତସପନ । ଜିଲ୍ଲା ଚିକିତ୍ସାଳୟରେ ଡାକ୍ତରଙ୍କ ଅନୁପସ୍ଥିତି ଏବଂ ଆବଶ୍ୟକ ଅନୁପାତରେ ଡାକ୍ତରଙ୍କ ସମେତ ଷ୍ଟାଫ ଏବଂ ବେଡ୍ ନଥିବାରୁ ରୋଗୀ ଅନେକ ଅସୁବିଧାର ସମ୍ମୁଖୀନ…

କୋରାପୁଟ ମାଲିପଦର ଏନକାଉଣ୍ଟରକୁ ନେଇ ତେଜିଲା ବିବାଦ। ମୃତଦେହ ପରିବାର ଲୋକଙ୍କୁ ନଦେବାରୁ ରାସ୍ତା ଅବରୋଧ।

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ମାଲିପଦର ଜଙ୍ଗଲରେ ଏନକାଉଣ୍ଟର ଘଟଣାକୁ ନେଇ ବିବାଦ ତେଜିଛି । ମୃତକଙ୍କ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର ନକରିବାରୁ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ମାଲକାନଗିରି-କୋରାପୁଟ ୩୨୬ ନମ୍ବର ଜାତୀୟ ରାଜପଥର ଅବରୋଧ କରିଛନ୍ତି । ନ୍ୟାୟଦାବିରେ ଜାତୀୟ ରାଜପଥକୁ…

ଝିଅ ବାହାଘର ପରେ ରୁଣରେ ବୁଡିଥିଲେ ପାଟନାର ଗରିବ ବ୍ରାହ୍ମଣ। ଲୋକ ଅଦାଲତରେ ଶୁଣାଣି ବେଳେ ଦୁଃଖ ବୁଝିଲେ ଜଜ୍।

କନକ ବ୍ୟୁରୋ: ଜଜ୍ ଯେବେ କୋର୍ଟ ରୁମରେ ଉଦାରତା ଦେଖାନ୍ତି, ସେ ଖବର ଶିରୋନାମାକୁ ଆସେ । କୋର୍ଟ ରୁମ ଭିତରୁ କୋଟି କୋଟି ଲୋକଙ୍କ ହୃଦୟ ଜିତିଛନ୍ତି ଜଣେ ଜଜ୍ । ଜଜମେଂଟ ଚାଲିଥିଲା, ଜଣେ ବୃଦ୍ଧ ବ୍ରାହ୍ମଣଙ୍କ ଦୁଃଖ ସହିନପାରି ପକେଟରୁ ବାହାର କରିଦେଲେ ଟଙ୍କା ଓ ବୁଢା ମଉସାଙ୍କ ଋଣ ସୁଝିଦେଲେ…

ଟି-୨୦ ବିଶ୍ୱକପ ଜିତିଲା ଇଂଲଣ୍ଡ: ପାକିସ୍ତାନକୁ ହରାଇ ଦ୍ୱିତୀୟଥର ହେଲା ଚାମ୍ପିୟନ

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇ ଇଂଲଣ୍ଡ ବିଶ୍ୱ ବିଜେତା ବନିଛି । ଦ୍ୱିତୀୟ ଥର ପାଇଁ ପୁଣି ଲଂଲଣ୍ଡ ବିଶ୍ୱକପ ହାତେଇବାରେ ସଫଳ ହୋଇଛି । ଫାଇନାଲ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ଫଳରେ ୨୦୨୨ ଟି-୨୦ ବିଶ୍ୱକପ ତାର ଚାମ୍ପିୟନ ଦଳକୁ ପାଇ…