Daily Archives

November 7, 2022

ବଡ଼ ଦେଉଳରେ ପୁଲିସ ବାବୁଙ୍କ ଦାଦାଗରି, ମହିଳା ଭକ୍ତଙ୍କୁ ମାଡ଼: ସଦର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପୀଡି଼ତା

କନକ ବ୍ୟୁରୋ: କାର୍ତିକ ମାସର ପଂଚୁକ ଚାଲିଥିବାବେଳେ ଶ୍ରୀମନ୍ଦିର ଭିତରେ ମୁତୟନ ସୁରକ୍ଷାକର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି । ଜଗମୋହନ ନିକଟରେ ହବିଷ୍ୟାଳିଙ୍କୁ ମାଡ ମାରିଛନ୍ତି ସୁରକ୍ଷା କର୍ମୀ । ଫଳରେ ସଂପୃକ୍ତ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ମହିଳାଙ୍କ ନାଁ ହେଲା…

କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ବଦଳାଇଲେ କି ବିଜେପିର ଭାଗ୍ୟ ? ଧାମନଗର ଫଳାଫଳର ଆରମ୍ଭ ହେଲା ପୋଷ୍ଟମର୍ଟମ୍ ।

କନକ ବ୍ୟୁରୋ: ଧାମନଗର ଉପ ନିର୍ବାଚନ ଫଳାଫଳ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ବିଜେଡିର ବିଜୟଧାରାରେ ବିଜେପି କେମିତି ବ୍ରେକ୍ ଲଗାଇବାରେ ସକ୍ଷମ ହେଲା? ଦଳୀୟ ପ୍ରାର୍ଥୀଙ୍କୁ ବିଜେି କେମିତି ଜିତାଇବାରେ ସକ୍ଷମ ହେଲା? ତାକୁ ନେଇ ଆଲୋଚନା ହେଉଛି । କୁହାଯାଉଛି, ବିଜେପିର…

ଆସନ୍ତାକାଲି ଚନ୍ଦ୍ରଗହଣ । ଶ୍ରୀମନ୍ଦିରର ସାରାରାତି ହେବ ନୀତିକାନ୍ତି । ପଢନ୍ତୁ, କେତେ ସମୟ ରହିଛି ପାକ ନିଷେଧ?

କନକ ବ୍ୟୁରୋ: ଆସନ୍ତାକାଲି ଚଳିତ ବର୍ଷର ଶେଷ ଚନ୍ଦ୍ରଗହଣ । ଗ୍ରହଣ ଲାଗୁଥିବାରୁ ହିନ୍ଦୁ ପରମ୍ପରା ଅନୁଯାୟୀ ଅନେକ ରୀତିନୀତି ରହିଛି । କାଲି ଭୋର ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ । ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । ତେବେ କାର୍ତ୍ତିକ…

ଜଗନ୍ନାଥ ପ୍ରେମରେ ମଗ୍ନ ଜରିନା ବିବି: ତୁଳସୀ ଚଉରାରୁ ନେଇ ଘର ଭିତର ଯାଏଁ ସବୁଠି ଜଗନ୍ନାଥଙ୍କ ପୂଜା 

କନକ ବ୍ୟୁରୋ: ଭକ୍ତି ଭାବରେ  ଜାତି ଧର୍ମ ନାହିଁ । ଭଗବାନଙ୍କୁ ଶ୍ରଦ୍ଧା କରିବାକୁ ଜାତି ଧର୍ମର ଦରକାର ପଡେନି  । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବେଗୁନିଆ କୁସୁପଲ୍ଲା ଅଂଚଳରେ । ସେଇଠି ରୁହନ୍ତି ଜରିନା ବିବି ଓ ତାଙ୍କର ପରିବାର । ମୁସଲମାନ ପରିବାର ହୋଇଥିଲେ ବି କାଳିଆ ଭାବରେ ମଗ୍ନ…

ପଛୁଆ ଜିଲ୍ଲାରେ ସୁନ୍ଦରୀ ଖୋଜା ପ୍ରତିଯୋଗିତା: କୋରାପୁଟରେ ସୁନ୍ଦରୀ ଝିଅ ପାଇଁ ଚାଲିଛି ଅଡିସନ୍

କନକ ବ୍ୟୁରୋ: ଜିଲ୍ଳାର ୧୮ ରୁ ୨୫ ବର୍ଷର ଛାତ୍ରୀଙ୍କ ମଧ୍ୟରେ ଲୁଚିଥିବା ଲୁକ୍କାୟିତ ପ୍ରତିଭା ଓ ସୁନ୍ଦରତାକୁ ଲୋକାଲୋଚନ କୁ ଆଣିବା ଏବଂ ସେମାନଙ୍କୁ ଏକ ପ୍ଳାଟ ଫର୍ମ ଦେବା ପାଇଁ ଜୟପୁର ସହରର ବେଦିକାରେ ଚାଲିଛି ମିସ କୋରାପୁଟର ଅଡ଼ିସନ । ଜିଲ୍ଳାର ୫୦ରୁ ଅଧିକା ଛାତ୍ରୀ ଏହି ଅଡ଼ିସନରେ ଭାଗ…

ଫସଲକୁ ବିପଦ ପାଲଟିଛି ଜଙ୍ଗଲୀ ବାରହା: ଡ୍ରମ୍ ବଜାଇ ଓ ମଂଚା ବାନ୍ଧି ଜଗି ବସିଛନ୍ତି ଚାଷୀ

କନକ ବ୍ୟୁରୋ: ଉଜୁଡି ଗଲାଣି ଏକର ଏକର ଫସଲ । ବର୍ଷ ସାରା ପରିଶ୍ରମ କରିଥିବା ଚାଷୀ ଅମଳ ସମୟରେ ସହୁଛି କ୍ଷତି । ରାଜକନିକାର ବିଭିନ୍ନ ପଂଚାୟତରେ ବାରହାଙ୍କ ଉତ୍ପାତ ବଢିବାରେ ଲାଗିଛି । ବାରହା କ୍ଷେତରେ ପଶି ଫସଲ ସବୁ ନଷ୍ଟ କରିଚାଲିଛି । ଫସଲକୁ ସୁରକ୍ଷା ଦେବାକୁ ଦିନ ରାତି ଫସଲ ସବୁ…