Daily Archives

November 7, 2022

ରାସ୍ତାରେ ଦଉଡୁଛି ଝିଙ୍କ: ବ୍ରହ୍ମପୁର ରାସ୍ତାର ବିଭିନ୍ନ ଗଳିରେ ରାତି ଓ ନିଛାଟିଆ ସମୟରେ ବୁଲୁଛି ଝିଙ୍କ

କନକ ବ୍ୟୁରୋ: ବ୍ରହ୍ମପୁର ସହର ଭିତରେ ବୁଲୁଛି ଝିଙ୍କ । ଦୁଇ ଦିନ ହେଲା ଖଲ୍ଲିକୋଟ ବିଶ୍ୱିବଦ୍ୟାଳୟ ନିକଟରେ ଏହି ଝିଙ୍କ ବୁଲୁଥିବାର ଦେଖିବାକୁ ମିଳିଛି । ଖବର ବନବିଭାଗ ପାଖରେ ପହଂଚିଥିବା ବେଳେ ବହୁ ଛାନ୍ ଭନି୍ କରାଯାଇଥିଲେ ବି ଝିଙ୍କ ମିଳିନଥିଲା । ତେବେ ପୁଣିଥିରେ ଏହି ଝିଙ୍କ କେ.ସି…

ସୁରକ୍ଷାକର୍ମୀଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍: ଚର୍ଚ୍ଚାରେ ମୋହନା ଚନ୍ଦ୍ରଗିରି ଆଇଟିଆଇ ଛାତ୍ର ସମୀର ପ୍ରଧାନ

କନକ ବ୍ୟୁରୋ: ସୁରକ୍ଷାକର୍ମୀଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ । ଏହି ଷ୍ଟିକ୍ ତିଆରି କରି ଚର୍ଚ୍ଚାରେ ଅଛନ୍ତି ଜଣେ ଆଇଟିଆଇ ଛାତ୍ର । କିଛି ଦିନ ତଳେ ସୀମାରେ ସେନା ସୁରକ୍ଷା ପାଇଁ ପ୍ରକଳ୍ପ ନିର୍ମାଣ କରି ଚର୍ଚ୍ଚାରେ ରହିଥିଲେ ମୋହନା ଚନ୍ଦ୍ରଗିରିର ସମୀର ପ୍ରଧାନ । ଆଉ ଏବେ ଆଧୁନିକ ଯନ୍ତ୍ରପାତି…

ଧାମନଗର ଫଳାଫଳର ପୋଷ୍ଟମର୍ଟମ୍: କାହିଁକି ହାରିଲା ବିଜେଡି, ଆତ୍ମସମୀକ୍ଷା କରିବ କହିଲା ଦଳ

କନକ ବ୍ୟୁରୋ: ଧାମନଗର ପରାଜୟର କାରଣ ଖୋଜୁଛି ଶାସକ ବିଜେଡି । କ୍ରମାଗତ ୨୦୦୯ ମସିହାରୁ କୌଣସି ଉପନିର୍ବାଚନ ହାରି ନଥିବା ବିଜୁ ଜନତା ଦଳକୁ ଧାମନଗରରେ ଲାଗିଛି ବଡ ଝଟକା । ଠିକ୍ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବିଜେଡି ପାଇଁ ଏହି ପରାଜୟ ବେଶ୍ ଗୁରୁତ୍ୱ ରଖୁଥିବାରୁ ଆତ୍ମସମିକ୍ଷା କରିବା…

ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଭୋର୍ ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ 

କନକ ବ୍ୟୁରୋ: ମଙ୍ଗଳବାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ମଙ୍ଗଳବାର ଭୋର୍ ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ । ଗ୍ରହଣ ଦିନ କାର୍ତିକ ପୂର୍ଣ୍ଣିମା ପଡ଼ୁଥିବାରୁ…

ଅପେକ୍ଷା କର… ଫାଇନାଲରେ ପୁଣି ହେବା ଭେଟାଭେଟି । ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ମୁହଁ ଫୁଟାଣି ମାରିଲେ…

କନକ ବ୍ୟୁରୋ : ପାକିସ୍ତାନର ଭାଗ୍ୟ ଯେମିତି ଟାଣ । ପାକିସ୍ତାନ ଖେଳାଳୀଙ୍କ ମୁହଁ ସେମିତି ଟାଣ । ଭାଗ୍ୟ ବଳରେ ଟି-୨୦ ବିଶ୍ୱକପ ସେମିଫାଇନାଲ ଟିକେଟ ପାକିସ୍ତାନ ହାତେଇବା ପରେ ଏବେ ମୁହଁ ଫୁଟାଣି ମାରୁଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର । ଦୁର୍ବଳ ନେଦରଲାଣ୍ଡସ ଠାରୁ ଦକ୍ଷିଣ…

ଧର୍ମେନ୍ଦ୍ରଙ୍କ ଖାତାରେ ଧାମନଗର ଶ୍ରେୟ! ଉପ-ନିର୍ବାଚନ ବିଜୟ ବିଜେପି ପାଇଁ ଆଣିବ କି ଟର୍ଣ୍ଣିଂ ପଏଣ୍ଟ?

କନକ ବ୍ୟୁରୋ : ଧାମନଗରରେ ସୂର୍ଯବଂଶୀ ସୁରଜଙ୍କ ବିଜୟକୁ ନେଇ କେବଳ ବିଜେପି ଶିବିର ଉତ୍ସାହିତ ନୁହେଁ ବରଂ ରାଜ୍ୟ ରାଜନୀତି ବାବଦରେ ଆଲୋଚନା ପାଇଁ ନୂଆ ଖୋରାକ ଯୋଗାଇଛି । କାରଣ ଦୀର୍ଘ ବର୍ଷ ପରେ ଉପ-ନିର୍ବାଚନରେ ପରାଜୟର ବୋଝ ଉଠାଇଛି ଶାସକ ବିଜେଡି । ଉପ-ନିର୍ବାଚନରେ ଶାସକ ଦଳର ବିଜୟ…