Monthly Archives

October 2022

ଖବର ସଂଗ୍ରହ ବେଳେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର । ଫୋନ ଛଡ଼ାଇ ନେଇ ଦାଦାଗିରି ଦେଖାଇଲେ ମେଡ଼ିକାଲ…

କନକ ବ୍ୟୁରୋ: ସାଲେଭଟାରେ ବୃଦ୍ଧଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଟର୍ଚ୍ଚର ଘଟଣାର ସଂଗ୍ରହ ପାଇଁ ଯାଇଥିବାବେଳେ କନକ ନ୍ୟୁଜର ମହିଳା ସାମ୍ବାଦିକାଙ୍କୁ ଦୁର୍ବବ୍ୟହାର ଅଭିଯୋଗ । ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜର ସିକ୍ୟୁରିଟି ଗାର୍ଡ ଦୁର୍ବ୍ୟବହାର କରାଯିବା ସହ ମୋବାଇଲ୍ ଫୋନ ଛଡ଼ାଇ…

ନଭେମ୍ବର ୧ରୁ ନୂଆ ନିୟମ । ଆପଣଙ୍କ ପକେଟ୍ ଉପରେ ପଡିବ ସିଧାସଳଖ ପ୍ରଭାବ । ଦେଖନ୍ତୁ, ବଦଳିବ କେଉଁ କେଉଁ ନିୟମ?

କନକ ବ୍ୟୁରୋ: ଆରମ୍ଭ ହେବାକୁ ଯାଉଛି ନଭେମ୍ବର ମାସ । ପ୍ରତି ମାସର ଆରମ୍ଭରୁ କିଛି ନିୟମ ବଦଳିବା ଭଳି, ନଭେମ୍ବର ମାସରେ ମଧ୍ୟ କିଛି ନୂଆ ନିୟମ ଆସିବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ଲୋକଙ୍କ ପକେଟ୍ ଉପରେ ପଡିପାରେ । ଗ୍ୟାସ ସିଲିଣ୍ଡର ଦାମ ବଦଳିବା ହେଉ, ଅବା ଇନସ୍ୟୁରାନ୍ସ ନିୟମରେ…

ପୋଲିସର ଥାର୍ଡ ଡିଗ୍ରୀ । ବୃଦ୍ଧଙ୍କୁ ଘରୁ ଉଠାଇ ନେଇ ଥାନାରେ ନିସ୍ତୁକ ମାଡ଼  । 

କନକ ବ୍ୟୁରୋ: ପୋଲିସର ଥାର୍ଡ ଡିଗ୍ରୀ । ବୃଦ୍ଧଙ୍କୁ ଘରୁ ଉଠାଇ ନେଇ ଥାନାରେ ନିସ୍ତୁକ ମାଡ ମାରିଛି ପୋଲିସ । ପୋଲିସର ଏଭଳି ବର୍ବର କାଣ୍ଡ ଦେଖିବାକୁ ମିଳିଛି ସାଲେଭଟା ଫାଣ୍ଡିରେ । ଯେଉଁଠି ବୃଦ୍ଧଙ୍କୁ ମାରି ମାରି ବେହୋସ କରିଦେଇଛି ପୋଲିସ । ବୃଦ୍ଧଙ୍କ ବୟସ ପାଖାପାଖି ୭୦ ହେବ । ବୃଦ୍ଧଙ୍କୁ…

ଏଥର ଟି-୨୦ ବିଶ୍ୱକପ୍ ଜିତିବ ଭାରତ! ୨୦୧୧ ବିଶ୍ୱକପର ସଂଯୋଗ ବଢାଇଲା ଚର୍ଚ୍ଚା

କନକ ବ୍ୟୁରୋ: ମିଶନ୍ ମେଲବର୍ଣ୍ଣ ଲକ୍ଷ୍ୟରେ ଏବେ ବିଶ୍ୱର ୧୨ଟି ଟିମ୍ । ଟି-୨୦ ୱାଲ୍ଡକପ୍ ଜିତିବା ପାଇଁ ଏବେ ସବୁ ଟିମ୍୍ କସରତ କରୁଥିବାବେଳେ, ସୋସିଆଲ୍ ମିଡିଆରେ କିଛି ପୋଷ୍ଟ ଚର୍ଚ୍ଚା ସାଉଂଟିଛି । ୨୦୧୧ ବିଶ୍ୱକପର ସଂଯୋଗ ସହ ୨୦୨୨ ଟି-୨୦ ବିଶ୍ୱକପ ମେଳ ଖାଉଥିବାରୁ ଭାରତ ପୁଣି ଥରେ ବିଶ୍ୱ…

ଜରାଶ୍ରମରେ ହାସ୍ୟ କଳାକାର, ଜୀବନର ଦୁଃଖ ବଖାଣୁଛନ୍ତି ମଣିଭଦ୍ର

କନକ ବ୍ୟୁରୋ: ତାଙ୍କ ନା ଶୁଣିଲେ ହସ କଥା ମନେପଡେ । ତାଙ୍କ ଚାଲି ତାଙ୍କ କଥା କୁହା ଠାଣିରେ ଦର୍ଶକ ହସି ହସି ବେଦମ୍ ହୋଇପଡୁଥିଲେ । ହସ ଶିରୋମଣି ହାସ୍ୟ ଅଭିନେତା ମଣିଭଦ୍ର ବିଶ୍ୱାଳ । ଦିନେ ନିଜ ନିଖୁଣ ଅଭିନୟରେ ଯାତ୍ରା ପ୍ରେମୀଙ୍କ ଭରପୁର ମନୋରଂଜନ କରୁଥିଲେ । ହେଲେ ଆଜି ଜରାଶ୍ରମରେ…

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବିଜେଡ଼ିର ରାଜ୍ୟବ୍ୟାପୀ ବିକ୍ଷୋଭ । ଅର୍ଚ୍ଚନା ନାଗ ମାମଲାରେ ବିଜେପିରେ ନବୀନ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶା ଚାଷୀଙ୍କୁ ହତାଦର କରାଯାଉଥିବା ଅଭିଯୋଗରେ ବିଜେଡିର ବିକ୍ଷୋଭ । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ରାଜଭବନର ସମ୍ମୁଖରେ ଦଳ ବିକ୍ଷୋଭ ପ୍ରଦର୍ଶନ କରୁଛି । ଦଳ ଅଭିଯୋଗ କରିଛି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ…