ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ଦାଦାଗିରି । ପ୍ରତିବାଦ କରିବାରୁ ବିଜେପି କର୍ମୀଙ୍କୁ ଆକ୍ରମଣ

623

କନକବ୍ୟୁରୋ:ବିଧାୟକଙ୍କ ଦାଦାଗିରି । ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ହିଂସା ଆଚରଣ କରିଥିବା ଅଭିଯୋଗ ହୋଇଛି । । ଆଚରଣବିଧି ଉଲ୍ଲଘଂନ କରି ବୁଥ ରିଂଗି କରିଥିବା ଅଭିଯୋଗ ପରେ ସେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।