ବରଗଡରେ ବନ୍ଦ ଘରେ ୪ ମୃତଦେହ ଉଦ୍ଧାର ମାମଲାରେ ନୂଆ ମୋଡ: ଘଟଣା ସ୍ଥଳରୁ ମିଳିଲା ରକ୍ତଭିଜା ହାତୁଡ଼ି
କନକ ବ୍ୟୁରୋ: ବରଗଡ ଭେଡେନ୍ ଜାମଡୋଲ ଗାଁର ଏହି ଘଟଣା ଏବେ ସମସ୍ତଙ୍କୁ ହତବାକ କରିଦେଇଛି । ଏକ ବନ୍ଦ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଗୁଡିକ ପଡିଥିବାରୁ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ମୃତକଙ୍କ ମଧ୍ୟରେ…