Monthly Archives

October 2022

ପ୍ରଚାର ସରିବାର ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ୍ କ୍ୟାମ୍ପେନ: କହିଲେ, ମହିଳାଙ୍କୁ ବିଧାୟକ ଭାବେ ଦେଖିବାକୁ…

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ତାରିଖ ପାଖେଇ ଆସୁଥିବାବେଳେ ସରିସରି ଆସୁଛି ପ୍ରଚାର । ନିର୍ବାଚନୀ ପ୍ରଚାର ଶେଷ ହେବାକୁ ଆଉ ଦିନଟିଏ ବାକି । ଏହା ପୂର୍ବରୁ ଭର୍ଚୁଆଲରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର…

ମୁଁ ମୃତ୍ୟୁ ମୁହଁରୁ ଅଳ୍ପରେ ବଞ୍ଚିଗଲି, ହେଲେ ମୋ ଆଖି ଆଗରେ ଜଣେ ପରେ ଜଣେ ମୃତ୍ୟୁର ପାଟିରେ ପଶିଯାଉଥିଲେ…

କନକ ବ୍ୟୁରୋ: ସମୟ ସନ୍ଧ୍ୟା ସାଢେ ୬ଟା । ଛଟ୍ ପୂଜା ପାଇଁ ସମସ୍ତେ ଥିଲେ ଖୁସିରେ । ପର୍ବ ପାଇଁ ଉତ୍ସବମୁଖର ଥିଲା ସାରା ଦେଶ । ଯେଉଁଠି ଯେଉଁଠି ଏହି ପର୍ବ ପାଳନ ହେଉଥିଲା ସେହି ପରିବେଶ ପୂରା ଭିନ୍ନ ଥିଲା । ଠିକ୍ ସେମିତି ଉତ୍ସବ ମୁଖର ଥିଲା ଗୁଜରାଟ ମୁର୍ବି ମଚ୍ଛୁ ନଦୀକୂଳ । ଲୋକେ…

କଟକରେ ଆଉଟସୋର୍ସିଂ କର୍ମଚାରୀ ସଂଘର ସମାବେଶ। ବିଭିନ୍ନ ଦାବି ନେଇ ବୈଠକରେ ଆଲୋଚନା।

କନକ ବ୍ୟୁରୋ: କଟକ ଚୌଧୁରୀ ବଜ଼ାର ବିଜୁ ଭବନ କଳିଙ୍ଗ ଗେଷ୍ଟ ହାଉସରେ ଆଉଟସୋର୍ସିଂ କର୍ମଚାରୀ ସଂଘର ଜିଲ୍ଲାସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସମାବେଶରେ ରାଜ୍ୟ ଆଉଟସୋର୍ସିଂ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, କାର୍ୟ୍ୟକାରୀ ସମ୍ପାଦକ  ତାପସ କୁମାର ମିଶ୍ର ଏବଂ ଓଡିଶା ସରକାର…

ଅନୁଗୁଳ ଜିଲ୍ଲା ହିଞ୍ଜାଢ଼ୋଲ ଗାଁରୁ ଆସିଲା ଦୁଃଖଦ ଘଟଣା। ଗୁରୁତର ଶିଶୁକୁ ମେଡିକାଲରେ ପହଞ୍ଚାଇବା ପାଇଁ ୩୦୦ଟଙ୍କା…

କନକ ବ୍ୟୁରୋ: ଟଙ୍କା ନଦେଲେ ଗଡ଼ିବନି ୧୦୮ ଆମ୍ବୁଲାନ୍ସ । ଡ୍ରାଇଭରଙ୍କ ଏଭଳି ଯୁକ୍ତି ଭିତରେ ଚାଲିଗଲା ନବଜାତ ଶିଶୁର ଜୀବନ । ଅନୁଗୁଳ ଜିଲ୍ଲା ହିଞ୍ଜାଢ଼ୋଲ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଗତ ଶନିବାର ଦିନ ସଞ୍ଜୟ ପ୍ରଧାନଙ୍କ ସ୍ତ୍ରୀ ଶିଶୁପୁତ୍ର ଜନ୍ମ ଦେଇଥିଲେ । ନବଜାତ ଶିଶୁ ପୁତ୍ରର…

କଟକର ବିଭିନ୍ନ ମିଠା ଦୋକାନରେ ଫୁଡ୍ ସ୍କ୍ୱାର୍ଡ ଯାଞ୍ଚ। କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ପ୍ରଶାସନ।

କନକ ବ୍ୟୁରୋ: ସୁଗାର ଫ୍ରିରେ ମିଠା ଥିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ କଟକର ବିଭିନ୍ନ ମିଠା ଦୋକାନରେ ଫୁଡ୍ ସ୍କ୍ୱାର୍ଡ ଯାଞ୍ଚ କରୁଛି । ମିଠା ଦୋକାନ ଯାଞ୍ଚ କରାଯାଇ ସେମାନେ ବିକୁଥିବା ସୁଗାର ଫ୍ରି ମିଠାଗୁଡ଼ିକର ସାମ୍ପୁଲ ସଂଗ୍ରହ କରାଯାଇଛି । ମିଳିଥିବା ସୂଚନା ମୁତାବକ ଏଗୁଡ଼ିକ…

ଜଳେଶ୍ୱରରେ ଖୋଲିଲା ରିଲାଏନ୍ସ ଟ୍ରେଣ୍ଡସ୍। ପ୍ରଥମ ଦିନରେ ସ୍ୱତନ୍ତ୍ର ଉଦଘାଟନୀ ଅଫର 

କନକ ବ୍ୟୁରୋ: ଭାରତର ବୃହତ୍ତମ ତଥା ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡସ ଓଡ଼ିଶାର ବାଲେଶ୍ୱରର ଜଳେଶ୍ୱରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି । ଟ୍ରେଣ୍ଡସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ…