Daily Archives

October 30, 2022

ମୃଦଙ୍ଗ କାରିଗରଙ୍କ ଦୁଃଖ, ବର୍ଷରେ ମାତ୍ର ୨ମାସ କାମ ତ ୧୦ ମାସ ଦିନ ମଜୁରିଆ

କନକ ବ୍ୟୁରୋ : ହିନ୍ଦୁ ଧର୍ମରେ ମୃଦଙ୍ଗର ବହୁଳ ବ୍ୟବହାର ହୋଇଥାଏ । ନାମଯଜ୍ଞ, ଅଷ୍ଟପ୍ରହରୀ, ତ୍ରିନାଥ ମେଳା ସମେତ ବିଭିନ୍ନ ଶୁଭ ଓ ଅଶୁଭ କାମରେ ଏହାର ଆବଶ୍ୟକତା ରହିଛି । ତେଣୁ ଧାର୍ମିକ ଅୁନଷ୍ଠାନ ଓ ପୂଜା ମଣ୍ଡଳୀରେ ଏହି ବାଦ୍ୟ ରହିଥାଏ । ଏହାର ବହୁଳ ବ୍ୟବହାର ହେଉଥିଲେ ବି ମରାମତି ପାଇଁ…

ଧାମନଗରରେ କିଏ ଭାଙ୍ଗୁଛି ଆଚରଣ ବିଧି? ନିର୍ବାଚନ କମିଶନରେ ଫେରାଦ ବିଜେପି, ବିଜେଡି।

କନକ ବ୍ୟୁରୋ: ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେଡି । ଦଳର ସାଂସଦ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକ ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟି ବିଜେପି ବିରୋଧରେ ଅଭିଯୋଗ କରିଛନ୍ତି । ଧାମନଗରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲାବେଳେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ…

ହରର୍ବାଲ ଜୁସ୍ ପ୍ରତି ବଢୁଛି ଗ୍ରାହକଙ୍କ ଚାହିଦା, ୟୁଟ୍ୟୁବ ଦେଖି ପ୍ରସ୍ତୁତ ଶିଖିଥିଲେ ଏହି ଯୁବକ

କନକ ବ୍ୟୁରୋ : ସକାଳୁ ସକାଳୁ ଜମୁଛି ହରବାଲ ଜୁସ ସେଂଟରରେ ଭିଡ । ଚା’ ବଦଳରେ ହରବାଲ ଜୁସ ପିଇବାକୁ ପସନ୍ଦ କରୁଛନ୍ତି ଲୋକେ । ସକାଳୁ ମର୍ଣିଙ୍ଗ ୱାକ୍ ପରେ ଚା’ ଦୋକାନ ଛାଡି ହର୍ବାଲ ଜୁସ ପିଇବା ପାଇଁ ଭିଡ ଜମାଉଛନ୍ତି ଲୋକେ । ଏହି ଜୁସ ସେଂଟରରେ ଆଲୋଭେରା, ଲାଉ, କଲରା, ଅଁଳା ପରି ୧୬…

କରୋନା ବଦଳାଇ ଦେଲା ରୋଜଗାରର ମାଧ୍ୟମ । ଏବେ ଛେଳି କୁକୁଡା ଚାଷ କରି ମାସକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

କନକ ବ୍ୟୁରୋ : କୋରୋନାର ଲକ ଡାଉନ ବଦଳାଇ ଦେଲା ରୋଜଗାରର ମାଧ୍ୟମ । ନିଜେ ଦାଦନ ଶ୍ରମିକ ହୋଇ ଦୈନିକ ପାରିଶ୍ରମିକ ରେ କାମ କରୁଥିବା ଯୁବକ ଏବେ ମାଲିକ ହୋଇଛନ୍ତି । ମାସିକ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ଛେଳିମାନଙ୍କୁ ଓ କୁକୁଡା ପାଳନ କରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଯାଜପୁର…

କେନ୍ଦ୍ରାପଡ଼ାରେ ଏସଏଚଜି ମହିଳାଙ୍କ ନିଆରା ଉଦ୍ୟମ । ସ୍କୁଲ ପୋଷାକ, ଚାନ୍ଦୁଆ ଓ ମାସ୍କ ତିଆରି ସ୍ୱାବଲମ୍ବୀ ହେଉଛନ୍ତି…

କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ଏସଏଚଜି ମହିଳାଙ୍କ ନିଆରା ଉଦ୍ୟମ । ସ୍କୁଲ ପୋଷାକ, ଚାନ୍ଦୁଆ ଓ ମାସ୍କ ତିଆରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା । ବାର୍ଷିକ ରୋଜଗାର ହେଉଛି ପାଖାପାଖି ୧୫ରୁ ୧୮ ଲକ୍ଷ ଟଙ୍କା । ୩୦ ଜଣ ମହିଳା ୩୦ଟି ଟେଲରିଂ ମେସିନ୍ ପକାଇ ଏହି ବ୍ୟବସାୟ କରୁଛନ୍ତି । ପ୍ରଶାସନ…

ଗୋଟିଏ ସ୍ଥାନରେ ହୋଇଛି ୧୨୪ ପ୍ରକାର ମାଣ୍ଡିଆ ଚାଷ, ମିଲେଟ ମିସନ ଓ ସ୍ୱାମିନାଥନ ଫାଉଣ୍ଡେସନ ଯୋଗାଉଛି ସହାୟତା

କନକ ବ୍ୟୁରୋ : ଗୋଟିଏ କି ଦୁଇଟି ନୁହେଁ, ଗୋଟିଏ ସ୍ଥାନରେ ହୋଇଛି ୧୨୪ ପ୍ରକାରର ଦେଶୀ ମାଣ୍ଡିଆ ଚାଷ । ଧାଡ଼ି ଧାଡ଼ି ହୋଇ ଲାଗିଥିବା ଏହି ମାଣ୍ଡିଆ ଫାର୍ମରେ ଲାଗିଛି ନମ୍ବର ପ୍ଲେଟ୍ । କେଉଁ ଗଛ କେଉଁ କିସମର ଜାଣିବା ପାଇଁ ଏହି ନମ୍ବର ପ୍ଲେଟ୍ ଲଗାଯାଇଛି । ଓଡ଼ିଶା ମିଲେଟ ମିସନ ଓ ସ୍ୱାମିନାଥନ…