Daily Archives

October 30, 2022

ଅର୍ଚ୍ଚନାଙ୍କ ନାଗଫାଶକୁ ନେଇ ଥମୁନି ରାଜନୀତି, ଶାସକ ଦଳକୁ ଟାର୍ଗେଟ କଲେ ପିସିସି ସଭାପତି

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନକୁ ନେଇ ତିନି ପ୍ରମୁଖ ଦଳ ଏବେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ବେଳେ ଆଜି ଅର୍ଚ୍ଚନା ନାଗ ମାମଲାକୁ ନେଇ ତିନି ଦଳ ମୁହାଁମୁହିଁ ପରିସ୍ଥିତିକୁ ଆସିଛନ୍ତି । କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଏବଂ ବିଜେଡିକୁ ଟାର୍ଗେଟ…

ଗୁଜରାଟରେ ଭାଙ୍ଗି ଗଲା ଝୁଲାପୋଲ: ନଦୀରେ ଭାସିଗଲେ ଅନେକ ଲୋକ

କନକ ବ୍ୟୁରୋ: ଗୁଜରାଟରେ ମୋରବିରେ ଆଜି ବଡ ଧରଣର ଅଘଟଣ ଘଟିଛି । ଏଠାରେ ମଛୁ ନଦୀ ଉପରେ ଥିବା ଏକ ଝୁଲା ପୋଲ ଛିଣ୍ଡିଯିବାରୁ ଅନେକ ଲୋକ ନଦୀକୁ ଖସିଯାଇଛନ୍ତି । ନଦୀକୁ ଖସିଯାଇଥିବା ଲୋକଙ୍କ ଉଦ୍ଧାର କାମ ଜାରି ରହିଛି । ହେଲେ ଏଯାଏଁ ଜଣାପଡିନି କେତେ ଲୋକ ନଦୀକୁ ଖସିପଡିଛନ୍ତି । ହେଲେ…

ବିଏମସି ଅଳିଆ ଗାଡ଼ି ନେଲା ଜଣଙ୍କ ଜୀବନ, ହାତଯୋଡି ଉତ୍ୟକ୍ତ ଲୋକଙ୍କୁ ମନାଇଲେ ମେୟର।

କନକ ବ୍ୟୁରୋ: ବେପରୁଆ ଗାଡ଼ି ଚାଳନାର ଛାତିଥରା ଦୃଶ୍ୟ । ପୁଣି ଜଣଙ୍କ ଜୀବନ ନେଲା ବିଏମସି ଅଳିଆ ଗାଡି । ଏହି ଦୁର୍ଘଟଣାର ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରିଯିବ । ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟରୁ ଜଣାପଡୁଛି, କିପରି ବେପରୁଆ ଭାବେ ଗାଡ଼ି ଚଳାଉଛନ୍ତି ଡ୍ରାଇଭର । ସବୁଦିନ…

ହାର ମାନୁନାହାନ୍ତି ହେତୁବାଦୀ। ସୋସିଆଲ୍ ମିଡିଆରେ ପୁଣି ପରମ୍ପରାକୁ ପରିହାସ କଲେ ପ୍ରତାପ ରଥ।

କନକ ବ୍ୟୁରୋ: ପୁଣି ଉଠିଲା ପରାଗରେ ଚିକେନ୍ ବିରିୟାନି ପ୍ରସଙ୍ଗ । ସୋସିଆଲ ମିଡିଆରେ ଲେଖିଲେ ପ୍ରତାପ ରଥ । ସୂର୍ଯ୍ୟପରାଗରେ ପାକ ନିଷେଧ ବେଳେ ଚିକେନ ବିରିୟାନୀ ଖାଇ ବିବାଦ ସୃଷ୍ଟି କରିଥିବା ହେତୁବାଦୀ, ଏହି ପ୍ରସଙ୍ଗକୁ ଛାଡିପାରୁନାହାନ୍ତି । ଆଗକୁ କାର୍ତ୍ତିକ ପୂର୍ଣ୍ଣିମାରେ…

ଇସ୍ରୋ ନିର୍ମାଣ କରିବ ନିଜର ସ୍ପେସ୍ ଷ୍ଟେସନ, ୨୦୩୫ ପର୍ଯ୍ୟନ୍ତର ଯୋଜନା ପ୍ରସ୍ତୁତ।

କନକ ବ୍ୟୁରୋ: ୨୦୩୫ ସୁଦ୍ଧା ନିଜର ସ୍ପେସ ଷ୍ଟେସନ ସ୍ଥାପନ କରିବାକୁ ଭାରତ ଯୋଜନା ପ୍ରସ୍ତୁତ କରୁଛି । ଏଥିପାଇଁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ (ଇସ୍ରୋ) ଉଦ୍ୟୋଗ ଜଗତ ଆଗରେ ନିଜର ଯୋଜନା ରଖିଛି । ଇସ୍ରୋ ବର୍ତ୍ତମାନ ଉପଗ୍ରହକୁ ମହାକାଶରେ ସ୍ଥାପନ କରିବା ପାଇଁ ଜୋରଦାର ଉଦ୍ୟମ…

କୂଅ ଭିତରୁ ଉଦ୍ଧାର ହେଲେ ୨ ଭାଲୁ: ଦୀର୍ଘ ସମୟର କସରତ ପରେ ଭାଲୁ ଦୁଇଟିକୁ ବାହାର କଲା ବନବିଭାଗ

କନକ ବ୍ୟୁରୋ: ଦୀର୍ଘ ସମୟ ଧରି କସରତ ପରେ ଉଦ୍ଧାର ହୋଇଛନ୍ତି ଭାଲୁ । କୂଅ ଭିତରେ ଫସିଯାଇଥିବା  ୨ ଭାଲୁଙ୍କ ଉଦ୍ଧାର କରାଯାଇଛି । ବାଦାମ ଫସଲ ଖାଇବାକୁ ଆସିଥିବା ଦୁଇ ଜଙ୍ଗଲୀ ଭାଲୁ ଅନ୍ଧାରରେ କୂଅ ଭିତରକୁ ଖସିପଡ଼ିଥିଲେ । ସକାଳୁ ସକାଳୁ ଗାଁର ଲୋକେ ଭାଲୁ ଦୁଇଟିକୁ ଦେଖି ବନବିଭାଗକୁ ଖବର…