Daily Archives

October 1, 2022

ବିନା ଗାନ୍ଧୀରେ କଂଗ୍ରେସକୁ ମିଳିବ ମୁଖିଆ । ନିର୍ବାଚନ ମଇଦାନରେ ଶଶି ଥରୁର ବନାମ ମଲ୍ଲିକାର୍ଜୁନ ଖଡଗେ ।

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ହେବ ଜୋରଦାର ଟକ୍କର । ଦୁଇ ପ୍ରଭାବଶାଳୀ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ହେବାକୁ ଯାଉଛି ଲଢେଇ । ଝାଡଖଣ୍ଡ ନେତା କେ ଏନ୍ ତ୍ରିପାଠୀଙ୍କ ନାମାଙ୍କନ ରଦ୍ଦ ହେବା ପରେ ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁର ହେବେ ମୁହାଁମୁହିଁ । ଆସନ୍ତା ୧୭ରେ ହେବ…

ଭାରତର ଆରମ୍ଭ ହେଲା ୫-ଜି ସେବା, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଭାରତର ଆରମ୍ଭ ହୋଇଛି ୫-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ପ୍ରଗତି ମୈଦାନରେ ଏହାର ଶୁଭାରମ୍ଭ କରିଛନ୍ତି । ଭାରତ ପାଇଁ ଏହା ଏକ ବିଶେଷ ମୂହୂର୍ତ । ଏହା ସହ ଇଂଟରନେଟ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏହି ଅବସରରେ ଦିଲ୍ଲୀର ପ୍ରଗତି ମୈଦାନରେ…

ଅକ୍ଷୟ ପରିଜାଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗ ନେଇ ବଢୁଛି ରହସ୍ୟ । ଅଭିଯୋଗ ଆଣିଥିବା ଯୁବତୀ ନୀରବ, ଆଗଉନି…

କନକ ବ୍ୟୁରୋ: କାଷ୍ଟିଂ କାଉଚ୍ ବା ଅଭିନୟ ପାଇଁ ପ୍ରଲୋଭନ ଦେଖାଇ, ଓଡିଆ ଫିଲ୍ମରେ ଯୁବତୀଙ୍କୁ ଯୌନ ଶୋଷଣ କରିବା ବିବାଦରେ ପୁଣି ଛନ୍ଦି ହୋଇଛି ଓଡିଆ ଇଣ୍ଡଷ୍ଟ୍ରୀ । ପ୍ରତିଷ୍ଠିତ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ ଯୌନ ଅଭିଯୋଗ ଆଣିଥିବା ଯୁବତୀ ସାମନାକୁ ନଆସି ନୀରବ ରହିଛନ୍ତି । ତେବେ…

୫-ଜି ଇଂଟରନେଟ ପାୱାର । ଦିଲ୍ଲୀରେ ବସି ସ୍ୱିଡେନରେ କାର ଚଳାଇଲେ ମୋଦୀ

କନକ ବ୍ୟୁରୋ : ସ୍ୱିଡେନରେ କାର ଚଳାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆପଣ ଭାବୁଥିବେ ବର୍ତମାନ ଭାରତରେ ଥିବା ପ୍ରଧାନମନ୍ତ୍ରୀ କିଭଳି ସ୍ୱିଡେନରେ କାର ଚଳାଇଲେ । ହଁ ଦର୍ଶକବନ୍ଧୁ ଏକଥାରେ କୌଣସି ମିଛ ନାହିଁ । ଏସବୁ ସମ୍ଭବ ହୋଇପାରିଛି କେବଳ ଆଉ କେବଳ ଫାଇଭ ଜି ପାଇଁ । ଶନିବାର ଦିଲ୍ଲୀରେ…

ରୁଷ ଉପରେ ଆମେରିକାର ଅଙ୍କୁଶ । ଶହ ଶହ କମ୍ପାନୀକୁ କଲା ବ୍ୟାନ୍

କନକ ବ୍ୟୁରୋ : ୟୁକ୍ରେନର ୪ଟି ଅଂଚଳକୁ କବଜାକୁ ନେଇଛି ରୁଷ । ଦଷିଣ ପୂର୍ବ ୟୁକ୍ରେନର ଦୋନେତସ୍କ, ଲୁହାନ୍ସ୍କ, ଖେର୍ସାନ୍, ଏବଂ ଜାପୋରିଝଝିଆ ଏହି ୪ ଅଂଚଳକୁ ରୁଷ ଅକ୍ତିଆର କରିବା ନେଇ ଘୋଷଣା ପରେ ପାଶ୍ଚ୍ୟତା ଦେଶଗୁଡିକୁ ଲାଗିଛି ବଡ ଝଟ୍କା । କ୍ରେମଲିନ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…