Daily Archives

October 1, 2022

ଶେଷ ହେଲା ଅପେକ୍ଷା, ଦେଶରେ ଆରମ୍ଭ ହେଲା ୫-ଜି ଯୁଗ । ଦିଲ୍ଲୀ, ବାରଣାସୀ ସମେତ ୮ଟି ସହରରେ ସେବା

କନକ ବ୍ୟୁରୋ: ଡିଜିଟାଲ ଦୁନିଆରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି ଭାରତ । ଆରମ୍ଭ ହୋଇଛି ୫-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆନ ମୋବାଇଲ କଂଗ୍ରେସରେ ୫- ଜି ସେବା ପ୍ରଦାନକାରୀ କମ୍ପାନୀ ଗୁଡିକର ପ୍ରସ୍ତୁତିକୁ ବୁଲି ଦେଖିବା ସହ ଏହାଦ୍ୱାରା କି…

କୃଷି କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। କୃଷି ଅଧିକାରୀଙ୍କୁ ଉଦ୍ଧାର କଲା ପୋଲିସ।

କନକ ବ୍ୟୁରୋ: ପୁରୀଜିଲ୍ଲା ଅସ୍ତରଙ୍ଗ କୃଷି କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଟକ ରହିଲେ କୃଷି ଅଧିକାରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି କୃଷି ଅଧିକାରୀଙ୍କୁ ଉଦ୍ଧାର କରିଛନ୍ତି । ଏଗ୍ରିକଲଚାର ଟେକ୍ନୋଲୋଜି ମ୍ୟାନେଜମେଣ୍ଟ ଏଜେନ୍ସି ତଥା ଆତ୍ମା…

ମାଲକାନଗିରି ବାଲିମେଳା ବ୍ଲକରେ ଠାବ ହେଲା ଜଳପ୍ରପାତ। ଚିନ୍ତଲବାଡ଼ା ପାହାଡ଼ ଶୀର୍ଷରେ ପହଞ୍ଚିଲା କନକ ନ୍ୟୁଜ।

କନକ ବ୍ୟୁରୋ: ପାହାଡ଼ ଉପରେ ଠାବ ହୋଇଛି ସୁନ୍ଦର ଜଳପ୍ରପାତ । ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ବାଲିମେଳା ବ୍ଲକରେ ଥିବା ଚିନ୍ତଲବାଡ଼ା ପାହାଡ଼ରେ ଏହି ଜଳପ୍ରପାତଟି ଠାବ ହୋଇଛି । ପୂର୍ବରୁ ନକ୍ସଲ ଭୟରେ ଜଙ୍ଗଲ ପାହାଡ଼କୁ ଯିବାକୁ ଡରୁଥିଲେ ଗାଁ ଲୋକେ । ଏବେ ନକ୍ସଲ ଆତଙ୍କ…

ଅମ୍ଳାନଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସହାୟତା ପାଇଁ ବାପା-ମା’ଙ୍କ ଆକୁଳ ନିବେଦନ

କନକ ବ୍ୟୁରୋ: କଅଁଳ ଶିଶୁ ପାଇଁ କାଳ ପାଲଟିଛି ମୁଣ୍ଡରେ ମାଂସ ବୃଦ୍ଧି । ବୟସ ମାତ୍ର ୨ ବର୍ଷ । ଜନ୍ମହେବା ଠାରୁ ଅସ୍ୱାଭିକ ଭାବେ ବଢିଚାଲିଛି ମୁଣ୍ଡର ଆକାର । ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଦେଖାଇବା ପରେ ମଧ୍ୟ ମିଳୁନି ସୁଫଳ । ରୋଗ ଭଲ ହେବା ପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ଥିବା…

ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ପାଚେରୀ ଭାଙ୍ଗିଲେ ୱାର୍ଡ଼ବାସୀ। ରାଜନୈତିକ ଉଦ୍ଦେଶ୍ୟରେ ଏପରି ହୋଇଥିବା ସଫେଇ ରଖିଲେ…

କନକ ବ୍ୟୁରୋ: ସରକାରୀ ଜମି ଜବରଦଖଲ କରି ରାସ୍ତା ଅବରୋଧ କରିବା ଅଭିଯୋଗରେ ମନ୍ତ୍ରୀଙ୍କ ନିର୍ମାଣଧୀନ ଘରୋଇ ପାଚେରୀ ଭାଙ୍ଗିଲେ ୱାର୍ଡ଼ ବାସିନ୍ଦା । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମଙ୍କ ନିର୍ମାଣଧୀନ ଘରୋଇ ପାଚେରୀ ଭାଙ୍ଗିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ…

ଶିକ୍ଷୟିତ୍ରୀଙ୍କ ଅବସରରେ ନବରଙ୍ଗପୁରରୁ ଆସିଲା ଭାବପ୍ରବଣତାର ଦୃଶ୍ୟ। ବାଜା ବଜାଇ କାନ୍ଦି କାନ୍ଦି ବିଦାୟ ଦେଲେ…

କନକ ବ୍ୟୁରୋ: ଶିକ୍ଷୟିତ୍ରୀଙ୍କ ବିଦାୟକାଳୀନ ଅବସରରେ କାନ୍ଦବୋବାଳିରେ ଫାଟିପଡ଼ିଲା ଗାଁ ଦାଣ୍ଡ । ଆଉ କାନ୍ଦି କାନ୍ଦି ଶିକ୍ଷୟତ୍ରୀଙ୍କୁ ବିଦାୟ ଦେଲେ ଛାତ୍ରଛାତ୍ରୀ । ସ୍କୁଲ ପିଲାଙ୍କ ସହ ଅଭିଭାବକମାନେ ମଧ୍ୟ କାନ୍ଦି କାନ୍ଦି ଶିକ୍ଷୟତ୍ରୀ ବନଲତା କରଙ୍କୁ ବିଦାୟ ଦେଇଛନ୍ତି । ନବରଙ୍ଗପୁର…