Daily Archives

September 28, 2022

ମା’ ମଙ୍ଗଳାଙ୍କ ପୀଠରେ ନବପତ୍ରିକା ପୂଜା। ତୃତୀୟ ଦିନରେ ଜାରିରହିଛି ପୂଜା।

କନକ ବ୍ୟୁରୋ: କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ନବପତ୍ରିକା ପୂଜା । ତୃତୀୟ ଦିନର ମା’ ଧନୁ ତୀର ଧାରଣ କରି ରଘୁନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କ ସମସ୍ତ ନୀତିକାନ୍ତି ଶେଷ ପରେ ଏହି ମନୋରମ ବେଶକୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । କରୋନା…

ଜୟପୁର ବ୍ଳକର ଇନ୍ଦିରା କଲୋନୀ ପ୍ରାଥମିକ ବିଦ୍ୟାଳୟରୁ ଆସିଲା ଅଭାବନୀୟ ଦୃଶ୍ୟ। ସ୍କୁଲ ଆସୁଛନ୍ତି ପିଲା, ହେଲେ ହେଉନି…

କନକ ବ୍ୟୁରୋ: ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ମଧ୍ୟାନ୍ନ ଭୋଜନ ଠାରୁ ଆରମ୍ଭ କରି ସ୍କୁଲ ପୋଷାକ ବହିପତ୍ର ଆଦି ମାଗଣାରେ ଯୋଗାଇ ଦେଉଛନ୍ତି । କିନ୍ତୁ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଆବଶ୍ୟକ ଶିକ୍ଷକ ନଥିବା ଅନେକ ଅଭିଯୋଗ ଆସିଛି । ଏଭଳି କିଛି…

ବେଙ୍ଗାଲୁରୁ ଇନଭେଷ୍ଟର ମିଟରୁ ବଡ ଖବର, ଆସନ୍ତା ମାସରେ ଭୁବନେଶ୍ବରରେ ଡେଭେଲପମେଣ୍ଟ ସେଣ୍ଟର ଖୋଲିବ ଆବିଏମ୍, ଆଇଟି…

କନକ ଟ୍ରେଣ୍ଡିଂ :  ଦୁବାଇ, ମୁମ୍ବାଇ ପରେ ଦେଶର ସିଲିକନଭ୍ୟାଲି ବେଙ୍ଗାଲୁରୁରୁ ଓଡିଶା ପାଇଁ ଆସୁଛି ବଡ ଖବର। ମେକ ଇନ୍ ଓଡିଶା ତୃତୀୟ ସଂସ୍କରଣ ପାଇଁ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ବେଙ୍ଗାଲୁରୁ ଇନଭେଷ୍ଟର ମିଟକୁ ମିଳଛି ଶିଳ୍ପ ଜଗତର ବଡ ସମର୍ଥନ । ଆଇଟି କ୍ଷେତ୍ରରେ ଓଡିଶାକୁ ମିଳିଛି…

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ । ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ…

କନକ ବ୍ୟୁରୋ: ଟସ୍ ଜିତିଲା ଭାରତ, ପ୍ରଥମ କରିବ ବୋଲିଂ । ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ରୋହିତ ଶର୍ମା । ଏଥିସହ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ । 1ST T20I. India won the toss and…

ଦୁଇ ବର୍ଷ ଧରି ତିନି ବିଷୟରେ ପାଠପଢ଼ା ଶୂନ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର କନ୍ଦାଖାଇ କଲେଜରୁ ଆସିଲା ଅଭିଯୋଗ।  

କନକ ବ୍ୟୁରୋ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର କନ୍ଦାଖାଇ କଲେଜରେ ଦୀର୍ଘ ଦୁଇବର୍ଷ ଧରି ଛାତ୍ରଛାତ୍ରୀ ମାନଙ୍କୁ କଳା ଓ ବିଜ୍ଞାନର ତିନୋଟି ବିଷୟରେ ପାଠପଢାଯାଇ ନଥିବା ଅଭିଯୋଗ ଆଣିଛନ୍ତି କଲେଜର ଛାତ୍ରଛାତ୍ରୀ । ବିଜ୍ଞାନର ଉଦ୍ଭିଦ ବିଜ୍ଞାନ, ଓଡିଆ ଏବଂ କଳାରେ ଏଜୁକେସନରେ ପାଠ…

ସୋର ବିଇଓଙ୍କୁ ମାଡ଼ମାରି ଶିକ୍ଷକ ବିଜୟ ବିଶ୍ୱାଳ ନିଲମ୍ବିତ। ଠିକଣା ବଦଳାଇ ବୁଲୁଥିବା ବେଳେ ଜିଲ୍ଲାପାଳଙ୍କ…

କନକ ବ୍ୟୁରୋ: ସୋର ବିଇଓଙ୍କୁ ମାଡ଼ ମାରିବା ଘଟଣାରେ ଶିକ୍ଷକ ବିଜୟ ବିଶ୍ୱାଳ ନିଲମ୍ବିତ । ଶିକ୍ଷକ ବିଜୟ ବିଶ୍ୱାଳ ଠିକଣା ବଦଳାଇ ବୁଲୁଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ତାଙ୍କୁ ନିଲମ୍ବିତ କରାଯାଇଛି । ଗତ ୧୨ତାରଖରେ ତେଣ୍ଟେଇ ହାଇସ୍କୁଲର ଶିକ୍ଷକଙ୍କ ବଦଳିକୁ ନେଇ ସପକ୍ଷ…