Daily Archives

September 28, 2022

୨୦୨୪ ପାଇଁ ରାୟଗଡ଼ାରେ ବିଜେଡି-କଂଗ୍ରେସରେ ପ୍ରସ୍ତୁତି। ରାୟଗଡାରେ ପିସିସି ସଭାପତି ଶରତ ପଟ୍ଟନାୟକ।

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଓ ବିଜେଡି ରାୟଗଡ଼ାରେ ନିର୍ବାଚନୀ ବିଗୁଲ ବଜାଇଛନ୍ତି । ରାୟଗଡ଼ାରେ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ପିସିସି ସଭାପତି ଶରତ ପଟ୍ଟନାୟକ ୨୦୨୪…

ଅଙ୍କିତାଙ୍କ ପରିବାରକୁ ସରକାରୀ ସହାୟତା ଦେବା ଘଟଣାକୁ କୁମାର ବିଶ୍ୱାସଙ୍କ ବିରୋଧ, ଜାଣନ୍ତୁ କାରଣ

କନକ ବ୍ୟୁରୋ : ପୂର୍ବ ବିଜେପି ନେତାଙ୍କ ପୁଅଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାରୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସରକାରୀ ସହାୟତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ହେଲେ ରାଜ୍ୟ ସରକାରଙ୍କ ଏଭଳି ସରକାରୀ ସହାୟତାକୁ ଦୃଢ…

ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ରାଜନୈତିକ ହଟଚମଟ। ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ…

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ଏବେ ଘଡିକେ ଘୋଡ଼ା ଛୁଟୁଛି । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରରେ ଗତ କିଛି ଦିନ ହେବ ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି । ୫ଥରର ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ବିପିନ ପ୍ରଧାନ ଓ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କ…

ଚାନ୍ଦିପୂର କ୍ଷେପଣାସ୍ତ୍ର କେନ୍ଦ୍ର ନିଷିଦ୍ଧାଞ୍ଚଳରେ ଗୁଳିମାଡ। ସମୁଦ୍ରକୂଳରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ୨ ଆହତ

କନକ ବ୍ୟୁରୋ: ବାଲେଶ୍ୱର ଚାନ୍ଦିପୂର ବଳରାମଗଡି ସମୁଦ୍ରକୂଳରେ ଅଘଟଣ । ଗୁଳିମାଡରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଆହତ ହୋଇଥିବା ସୂଚନା ମିଳିଛି । ୭ ଜଣ ମତ୍ସ୍ୟଜୀବୀ ମାଛ ମାରୁଥିବା ବେଳେ ଏହି ଅଘଟଣ ଘଟିଛି । କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ନିଷିଦ୍ଧାଞ୍ଚଳରେ ମାଛ…

ଶୁଭଲକ୍ଷ୍ମୀ ସମବାୟ ସମିତି ସଦସ୍ୟଙ୍କ ମେଧାବୀ ପିଲାମାନଙ୍କୁ ସମ୍ମାନିତ କଲା ବେଦାନ୍ତ ଝାରସୁଗୁଡ଼ା ।

କନକ ବ୍ୟୁରୋ: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ରାଜ୍ୟ ମାଟ୍ରିକ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ସ୍ଥାନୀୟ ଶୁଭଲକ୍ଷ୍ମୀ ମହିଳା ସମବାୟ ସମିତିର ୧୧୪ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରିଛି । ବେଦାନ୍ତ ଆଲୁମିନିୟମ ବ୍ୟବସାୟର ଫ୍ଲାଗସିପ…

ସରକାରୀ ଅଧିକାରୀଙ୍କୁ ମାଡ଼ମାରିଲେ ମହିଳା। ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଜମି ଅଧିଗ୍ରହଣ ଅଧିକାରୀ ସଞ୍ଜୟ ପ୍ରତିହାରୀଙ୍କୁ…

କନକ ବ୍ୟୁରୋ: ସରକାରୀ ଅଧିକାରୀଙ୍କୁ ମାଡ଼ମାରିଲେ ମହିଳା । ଖାଲି ମାଡ଼ମାରି ନାହାଁନ୍ତି ଶଙ୍ଖା, ସିନ୍ଦୂର, ଅଳତା ପିନ୍ଧାଇ ଝାଡ଼ୁରେ ମଧ୍ୟ ମାରିଛନ୍ତି । ଖୋର୍ଦ୍ଧା ବଲାଙ୍ଗିର ରେଳପଥ ଜମି ଅଧିଗ୍ରହଣ ଅଧିକାରୀ ସଞ୍ଜୟ ପ୍ରତିହାରୀଙ୍କୁ ନୟାଗଡ଼ରେ କିଛି ମହିଳା ମାଡ଼ମାରିଛନ୍ତି । ନୟାଗଡ଼ରେ ଥିବା…