Daily Archives

September 18, 2022

ନିଆଁରେ ପୋଡି ହୋଇ ସ୍ୱାମୀ-ସ୍ତ୍ରୀ ମୃତ: ଦୁଇ ସପ୍ତାହ ତଳେ ହୋଇଥିଲା ବାପାଙ୍କ ଦେହାନ୍ତ

କନକ ବ୍ୟୁରୋ: ନିଆଁରେ ପୋଡ଼ି ହୋଇ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ । ବୁଗୁଡ଼ା ବ୍ଲକ କରଚୁଲି ପଂଚାୟତ ଅନ୍ତର୍ଗତ ବଡ଼ତଣ୍ଡା ଗ୍ରାମରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଗତ ୧୨ ତାରିଖରେ ଗାଁର ପଦ୍ମାବତୀ ଜାନି ରୋଷେଇ କରୁଥିବା ବେଳେ ଅସାବଧାନତା ଯୋଗୁଁ ଶାଢିରେ ନିଆଁ ଲାଗି ଯାଇଥିଲା । ତାଙ୍କୁ…

ଶକ୍ତିଶାଳୀ ଭୂକମ୍ପରେ ଥରିଲା ତାଇୱାନ। ୨୪ ଘଣ୍ଟାରେ ୩ ଶକ୍ତିଶାଳୀ ଭୂମିକମ୍ପ।

କନକ ବ୍ୟୁରୋ: ଭୟଙ୍କର ଭୂମିକମ୍ପରେ ଦୋହଲି ଯାଇଛି ତାଇୱାନ । ଗତ ୨୪ ଘଣ୍ଟାରେ ତିନୋଟି ଶକ୍ତିଶାଳୀ ଭୂମିକମ୍ପରେ ତାଇୱାନର ଦକ୍ଷିଣ ପୂର୍ବରେ ଥିବା ତାଇତୁଙ୍ଗ ଅଞ୍ଚଳ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଶନିବାର ରାତିରେ ୬.୪ ତୀବ୍ରତାର ଭୂକମ୍ପ, ରବିବାର ସକାଳେ ୬.୮ ତୀବ୍ରତା ଓ ଅପରାହ୍ନରେ ୭.୨…

ରତ୍ନଭଣ୍ଡାରରେ ଅଛି ୧୨ହଜାର୮୩୮ ଭରି ସୁନା । କନକ ନ୍ୟୁଜ୍ ହାତରେ ୧୯୮୫ ମସିହାର ରିପୋର୍ଟ।

କନକ ବ୍ୟୁରୋ: ୧୯୭୮, ୮୨ ଓ ୮୫ରେ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁନାଗହଣାର ଗଣତି କରାଯାଇଥିଲା । କନକ ନ୍ୟୁଜ୍ ହାତରେ ଲାଗିଛି ୧୯୮୫ ମସିହାରେ ଭିତର ରତ୍ନଭଣ୍ଡାରରେ ଥିବା ସୁନାଗହଣାର ହିସାବ । ଏ ହେଉଛି ଶ୍ରୀଜିଉଙ୍କ ଚିତାର ବର୍ଣ୍ଣନା । ପ୍ରଥମ…

ବଦଳିଛି ବର୍ଷ, ବଦଳିଛି ଟିମ୍ ଇଣ୍ଡିଆର ଜର୍ସି । ଦେଖନ୍ତୁ, ଗତ ୭ଟି ଟି-୨୦ ବିଶ୍ୱକପରେ କେଉଁ କେଉଁ ଜର୍ସିରେ ନଜର…

କନକ ବ୍ୟୁରୋ: ଆସନ୍ତା ମାସ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟର ବିଶ୍ୱକପ୍ । ଅଷ୍ଟ୍ରେଲିଆରେ ବିଶ୍ୱକପ୍ ଟ୍ରଫି ପାଇଁ ଲଢିବେ ବିଶ୍ୱର ପ୍ରମୁଖ ଶକ୍ତିଶାଳୀ ଦଳ । ଏଥିପାଇଁ ଆୟୋଜକଙ୍କଠାରୁ ଆରମ୍ଭ କରି ଫ୍ୟାନ୍ସଙ୍କ ଭିତରେ ଉତ୍ସାହ ଲାଗି ରହିଛି । ଆଜି ବିଶ୍ୱକପ୍ ପାଇଁ ଟିମ୍…

ନଷ୍ଟ ହେଉଛି ଚାନ୍ଦିପୁର ବେଳାଭୂମିର ସୌନ୍ଦର୍ଯ୍ୟ: ସବୁଜ ଶିଉଳୀ ଓ ଘାସ ଯୋଗୁଁ କୂଳରେ ପହଞ୍ଚିପାରୁନି ପାଣି 

କନକ ବ୍ୟୁରୋ: ବାଲେଶ୍ୱର ସହର ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ଚାନ୍ଦିପୁର ବିସ୍ତୀର୍ଣ୍ଣ ବେଳାଭୂମି । ସାରା ବିଶ୍ୱରେ ଏହା ସ୍ୱତନ୍ତ୍ର ପରିଚୟ ଅର୍ଜନ କରିଛି । ସାଧାରଣତଃ ଏହି ବେଳାଭୂମିରେ ଅନ୍ୟ ବେଳାଭୂମି ଭଳି ବାଲି ଦେଖିବାକୁ ମିଳେ ନାହିଁ । ଚାନ୍ଦିପୁର ବେଳାଭୂମି ଦେଶର ୭୫ଟି…

ଅଜଣା ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ଶବସତ୍କାର କଲେ ସରପଞ୍ଚ: ପ୍ରଶଂସା କଲେ ସ୍ଥାନୀୟ ଲୋକେ

କନକ ବ୍ୟୁରୋ: ନିଜର କେହି ସଂପର୍କୀୟ ନଥିବାରୁ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ଶବ ସତ୍କାର କରିଛନ୍ତି ସରପଂଚ ଓ ୱାର୍ଡ ସଭ୍ୟ । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ ଅନ୍ତର୍ଗତ ସଲପା ଗ୍ରାମରେ । ସୂଚନା ଅନୁସାରେ, ତେନ୍ତୁଳିଖୁଂଟି ବ୍ଲକ ଅନ୍ତର୍ଗତ ସଲପା…