Daily Archives

September 18, 2022

କେନ୍ଦୁଝର ପୌରପାଳିକାରେ ପଶିଆସିଛି ଦନ୍ତାହାତୀ: ଧାନ ଖାଇବା ଆଶାରେ ଗାଁ ଭିତରକୁ ଆସି ଭାଙ୍ଗି ଦେଉଛି ଘରଦ୍ୱାର

କନକ ବ୍ୟୁରୋ: କେନ୍ଦୁଝର ପୌରପାଳିକାରେ ହାତୀ ଆତଙ୍କ । କିଛି ଦିନ ତଳେ ଜିଲ୍ଲା ପୌରପାଳିକାର ଏକ ନମ୍ବର ୱାର୍ଡ ବଡ଼ଦାଣ୍ଡରେ ଦନ୍ତା ହାତୀ ବୁଲୁଥିବାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଗତ ୧୩ ତାରିଖ ରାତି ୯ଟାରେ ନିକଟସ୍ଥ ସିଦ୍ଧମଠ ଜଙ୍ଗଲରୁ ଏକ ଦନ୍ତାହାତୀ ସୁଲେଇ ଖମାରରେ ପଶି ୨ଟି ଘର…

କୋଇଲା ପରିବହନ ଭଡ଼ା ବୃଦ୍ଧି ଦାବିରେ ଟ୍ରକ ମାଲିକଙ୍କ ଅନ୍ଦୋଳନ: ସୁନ୍ଦରଗଡ଼ ଏମସିଏଲର ୩ଟି କୋଇଲା ଖଣିରୁ ପରିବହନ ଠପ

କନକ ବ୍ୟୁରୋ: ଆଜିଠୁ ଚକା ଜାମ୍ ଆନ୍ଦୋଳନ । ଭଡ଼ା ବୃଦ୍ଧି ଦାବିରେ ସୁନ୍ଦରଗଡ଼ ଟ୍ରକ୍ ମାଲିକଙ୍କ ଚକା ଜାମ୍ ଆନ୍ଦୋଳନ ଆରମ୍ଭ ହୋଇଛି । ମିଳିତ କୋଇଲା ଉନ୍ନୟନ ପକ୍ଷରୁ ଏହି ଚକାଜମ୍ ଡାକରା ଦିଆଯାଇଛି । ଏମସିଏଲର ତିନୋଟି କୋଇଲା ଖଣିରୁ କୋଇଲା ପରିବହନ ସମ୍ପୁର୍ଣ୍ଣ ଠପ୍ ହୋଇପଡ଼ିଛି । ଝାରସୁଗୁଡା,…

ନାଗାବଳୀ ସେତୁର ନଗ୍ନଚିତ୍ର: ମରାମତି ତ ଦୂରର କଥା, ଲକ୍ଷଲକ୍ଷ ଟଙ୍କାର ହରିଲୁଟ୍ ହୋଇଥିବା ଅଭିଯୋଗ

କନକ ବ୍ୟୁରୋ: ଜରାଜୀର୍ଣ୍ଣ ଅବସ୍ଥାରେ ରାୟଗଡ଼ା ଜିଲ୍ଲା ନାଗାବଳୀ ସେତୁ । ଜେକେପୁରର ନାଗାବଳୀ ନଦୀ ଉପରେ ଥିବା ଶତାୟୁ ସେତୁର ସମୟସୀମା ଶେଷ ହୋଇଛି । ଏବେ ସେତୁର ମରାମତି ତ ଦୂରର କଥା ମରାମତି ନାଁରେ ଗୋଡ଼ିମାଡ଼ି ପକାଇ ଲକ୍ଷାଧିକ ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ ଆସିଛି । ସାମାନ୍ୟ ବର୍ଷାରେ…

ସବୁ ଆଲୋଚନା ଅନ୍ତ ଘଟାଇଲେ ରୋହିତ ଶର୍ମା: କହିଲେ, ଟି-୨୦ ବିଶ୍ୱକପରେ ଓପନିଂ କରିବେ ରାହୁଲ, ହେଲେ…

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ଗୋଟିଏ ମାତ୍ର ମାସ ବାକି ଅଛି । ଆଉ ବିଶ୍ୱକପରେ କିଏ ଟିମ ଇଣ୍ଡିଆର ଓପନିଂ କରିବ ତାକୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଛି । ଆଉ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ପ୍ରେସକନଫରେନ୍ସ କରିଛନ୍ତି କ୍ୟାପଟେନ ରୋହିତ ଶର୍ମା । ଆଉ ଏହି…

ବରମୁଣ୍ଡା ଆନ୍ତରାଜ୍ୟ ବସ ଟର୍ମିନାଲ ନିର୍ମାଣ ଅଗ୍ରଗତି ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ମାର୍ଚ୍ଚ ୨୦୨୩…

କନକ ବ୍ୟୁରୋ:  ଭୁବନେଶ୍ୱର ବରମୁଣ୍ଡା ଆନ୍ତରାଜ୍ୟ ବସ ଟର୍ମିନାଲ ରାଜ୍ୟର ସବୁଠୁ ବ୍ୟସ୍ତ ବସ ଟର୍ମିନାଲ ଅଟେ । ପ୍ରତିଦିନ ଏଠାରୁ  ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହ ଶହ ବସ୍ ଚଳାଚଳ କରିଥାଏ । ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି  ୫ଟି ଉପକ୍ରମରେ ଏହି ବସ…

ହକି ଇଣ୍ଡିଆ ସଭାପତି ନିର୍ବାଚନ, ନାମାଙ୍କନ ଦାଖଲ କଲେ ଦିଲ୍ଲୀପ ତିର୍କୀ।

କନକ ବ୍ୟୁରୋ: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ରବିବାର ସେ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ନିଜେ ଏନେଇ ଦିଲ୍ଲୀପ ଟ୍ୱିଟ କରି ସୂଚନା ଦେଇଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳର…