Daily Archives

September 15, 2022

ଋଷ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ ଭ୍ଲାଦିମିର୍ ପୁଟିନ

କନକ ବ୍ୟୁରୋ : କଡା ସୁରକ୍ଷା ଭେଦ କରି ଋୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ । ଅଳ୍ପକରେ ବର୍ତ୍ତି ଯାଇଛନ୍ତି ପୁଟିନ୍ । ଋଷ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ସୁରକ୍ଷା ପାଇଁ ରାଷ୍ଟ୍ରପତି ପୁଟିନ ଲିମୋଜିନ କାର ବ୍ୟବହାର କରନ୍ତି । ସେ କୌଣସି ସ୍ଥାନକୁ ଯାତ୍ରା…

ପୁଣି ଚର୍ଚ୍ଚାରେ ୟୁପିର ଲଖିମପୁର ଖେରୀ । ୨ ଭଉଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

କନକ ବ୍ୟୁରୋ : ଉତରପ୍ରଦେଶର ଲଖିମପୁର ଖେରୀ ଅଂଚଳରୁ ପୁଣି ଏକ ଛାତିଥରା ଘଟଣା ସାମନାକୁ ଆସିଛି । ଆଖୁ ବାଡିରେ ଦୁଷ୍କର୍ମ ପରେ ହତ୍ୟା ଆଉ ତା’ପରେ ପ୍ରମାଣ ନଷ୍ଟ କରିବାକୁ ଗଛରେ ଦୁଇ ଭଉଣୀଙ୍କୁ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ୨ ଭଉଣୀଙ୍କ ବୟସ ୧୫ ଓ ୧୭ ବର୍ଷ । ବୁଧବାର ସନ୍ଧ୍ୟା ସମୟରେ…

ମଲା ପରେ ବି ଦୁନିଆଁ ଦେଖିବ ପିପିଲିର ଶୁଭମ। ୧୨ ବର୍ଷ ପୁଅର ମୃତ୍ୟୁ ପରେ ଆଖି ଦାନ କଲେ ପରିବାର।

କନକ ବ୍ୟୁରୋ: ପୁଅକୁ ନେଇ ବାପା ମାଆ ଦେଖିଥିଲେ ଅନେକ ସ୍ୱପ୍ନ । ବଡ ହୋଇ ଦିନେ ଭଲ ମଣିଷ ହେବ ଆଉ ତାଙ୍କ କୂଳ ରକ୍ଷାକରିବ । ହେଲେ ସେସବୁ ସ୍ୱପ୍ନ ଧୂଳିସାତ ହୋଇଯାଇଛି । ବାପା-ମାଙ୍କ ଆଖିରେ ଲୁହ ଦେଇ ପରପାରିକୁ ଚାଲିଯାଇଛି ନାବାଳକ ପୁଅ । ନା ଅଛି ପୁଅ, ନା ଅଛି ଆଉ ସେ ସ୍ୱପ୍ନ । ଅଛି ତ…

ରାଜସ୍ଥାନରୁ ଆସିଲା ବିକଳ ଚିତ୍ର । ୨ଶହ ଫୁଟ ବରୋୱେଲ ଭିତରେ ଗଳି ପଡିଛି ୧ ବର୍ଷର ଶିଶୁ

କନକ ବ୍ୟୁରୋ : ରାଜସ୍ଥାନ ଦୋଷାରେ ଜଣେ ୧ ବର୍ଷର ଶିଶୁ ୨୦୦ ଫୁଟ ବରୋୱେଲ ମଧ୍ୟକୁ ଗଳି ପଡିଛି । ଏହି ଘଟଣା ଦୋଷା ଜିଲ୍ଲା ବାନ୍ଦିକୋଇ ଉପଖଣ୍ଡ ଜର୍ଷାପଡା ଗାଁର ବୋଲି ଜଣାପଡିଛି   । ଏଡାରେ ଅଙ୍କିତା ଗୁର୍ଜର ନାମକ ଜଣେ ୧ ବର୍ଷର ଶିଶୁ ୨୦୦ ଫୁଟ ବରୋୱେଲ ଭିତରକୁ ଗଳିପଡିଛି । ଏନେଇ ପରିବାର…

ପ୍ରେମ ପାଇଁ ବିହାରରୁ ବଲାଙ୍ଗୀର ଚାଲିଆସିଛନ୍ତି ଯୁବତୀ। ପ୍ରେମିକ ଘର ଆଗରେ ପ୍ରେମିକାଙ୍କ ଧାରଣା।

କନକ ବ୍ୟୁରୋ: ପ୍ରେମ ପାଇଁ ବିହାରରୁ ବଲାଙ୍ଗୀର । ବଲାଙ୍ଗୀରର ପ୍ରେମିକ ପ୍ରେମ କରି ବିହାରରୁ ଫେରାର ହୋଇଯାଇଛି । ଆଉ ନ୍ୟାୟ ପାଇଁ ଏବେ ତାଙ୍କ ଘରେ ପହଞ୍ଚି ଛନ୍ତି ପ୍ରେମିକା । ବଲାଙ୍ଗୀର ମାଲପଡାର ବ୍ୟବସାୟୀ ଏମଡି ଆଜମ ଅଲ୍ଲୀ ବିହାରରେ ଜଣେ ଛାତ୍ରୀଙ୍କୁ ଭଲ ପାଇବା ସହ ବିବାହର…

ଥଣ୍ଡା ପାନୀୟ ଭାବେ ଗୁଲି ସୋଢ଼ା ପିଉଥିଲେ ସାବଧାନ। କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ…

କନକ ବ୍ୟୁରୋ:  ବଜାରରେ ବିକ୍ରି ହେଉଛି ଗୁଲି ସୋଢା । ମାତ୍ର ୧୦ ଟଙ୍କାରେ ମିଳୁଥିବା ଏହି ସୋଢାକୁ ଲୋକେ ଖୁସିରେ ପିଉଥିବା ବେଳେ ଏମାନଙ୍କର କୌଣସି ମ୍ୟାନୁଫାକ୍ଚରିଙ୍ଗ କିମ୍ବା ଏକ୍ସପାରୀ ଡେଟ୍ ମଧ୍ୟ ନାହିଁ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବଡମୋହନପୁର ଅଞ୍ଚଳରେ ଏହି ସୋଢା…