Daily Archives

September 15, 2022

ଶରୀରର ରଙ୍ଗ କଳା ହେବାରୁ ଝିଅ ଓ ସ୍ତ୍ରୀଙ୍କୁ ଘରୁ ତଡିଦେଲା ସ୍ୱାମୀ। ଶ୍ୱଶୁର ଘର ଆଗରେ ମା-ଝିଅଙ୍କ ଧାରଣା।

କନକ ବ୍ୟୁରୋ: ପିଲା ଯେମିତି ହେଉନା କାହିଁକି ବାପାଙ୍କ ପାଇଁ ସେ ସବୁଠୁ ସୁନ୍ଦର । ପିଲାର ରଙ୍ଗ ଯାହା ହେଲେ ବି ସେ ତା’ ବାପା-ମାଆଙ୍କ ପାଇଁ ଦୁନିଆର ସବୁଠାରୁ ବଡ ଉପହାର । ହେଲେ କେବେ ଶୁଣିଛନ୍ତି, ଝିଅର ରଙ୍ଗ କଳା ବୋଲି ମାଆକୁ ଦଣ୍ଡ ଭୋଗିବାକୁ ପଡୁଛି । ଉଭୟ ଶାରିରୀକ ଓ ମାନସିକ ସ୍ତରରେ…

ଅଭିଯୁକ୍ତଙ୍କ ପାଇଁ ଥାନା ପାଲଟିଛି କ୍ଲବ ଘର। ଧର୍ମଶାଳା ଥାନା ଭିତରେ ଗୋଡହାତ ଲମ୍ବେଇ ବସିଛନ୍ତି ଅଭିଯୁକ୍ତ।

କନକ ବ୍ୟୁରୋ: ଥାନା ଭିତରେ ଅୟେସ କରୁଛନ୍ତି ଅଭିଯୁକ୍ତ । ଅଭିଯୁକ୍ତଙ୍କ ହାତକୁ ମୋବାଇଲ ବଢାଇ ଦେଉଛନ୍ତି ପୁଲିସ କର୍ମଚାରୀ । ଥାନା ଭିତରର ଦୃଶ୍ୟକୁ ଦେଖିଲେ ଯେ କେହି ବି କହିବେ, ଏଠାରେ ଅଭିଯୁକ୍ତମାନେ ଅୟେସ ହିଁ କରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଦୃଶ୍ୟ ଯାଜପୁର ଜିଲ୍ଲା…

ମନ୍ତ୍ରୀ ଶୁଣିଲେ କୁନିପିଲାର ଦୁଃଖ, ରେଳମନ୍ତ୍ରୀଙ୍କୁ ଅସୁବିଧା ଜଣାଇଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର ।

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନିଜ ଦୁଃଖ ଜଣାଇଲେ କୁନିପିଲା । ପୁରୀ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ବୀରପ୍ରତାପପୁର ଗାଁରେ ପହଞ୍ଚିଥିଲେ । ଏହି ସମୟରେ ଜଣେ କୁନିପିଲା ନିଜର ଅସୁବିଧା ବାବଦରେ ରେଳମନ୍ତ୍ରୀଙ୍କୁ କହିଥିଲେ । ଦ୍ୱିତୀୟ ଶ୍ରେଣୀରେ ପଢୁଥିବା…

ପାଣ୍ଡିଆନଙ୍କ ପ୍ରଶ୍ନରେ ନବୀନଙ୍କ ଉତ୍ତର: ପଢନ୍ତୁ, ଫାଇବ ଟି ସଚିବଙ୍କ ପ୍ରଶ୍ନରେ କଣ ଉତ୍ତର ଦେଲେ ନବୀନ?

କନକ ବ୍ୟୁରୋ: ମୁମ୍ବାଇରେ ନିବେଶକଙ୍କ ସହିତ ଗୋଟିଏ ପରେ ଗୋଟିଏ ବୈଠକ କରି ଓଡିଶାରେ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ କରିଥିଲେ ନବୀନ । କୁହାଯାଉଛି ଗୋଟିଏ ଦିନରେ ଛୋଟ ବଡକୁ ମିଶାଇ ୧୮ଟି ବୈଠକ ମୁଖ୍ୟମନ୍ତ୍ରୀ କରିଛନ୍ତି । ତିନି ଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି ନବୀନ । କିନ୍ତୁ ଏସବୁ…

ଦଲେର ମେହେନ୍ଦୀଙ୍କୁ ହାଇକୋର୍ଟଙ୍କ ବଡ ଆସ୍ୱସ୍ତି, ଦଣ୍ଡ ଖାରଜ

କନକ ବ୍ୟୁରୋ : ମାନବ ଚୋରା ଚାଲାଣ ମାମଲାର ସଜା କାଟୁଥିବା ପ୍ରସିଦ୍ଧ ଗାୟକ ଦଲେର ମେହେନ୍ଦିଙ୍କୁ ପଞ୍ଜାବ –ହରିଆଣା ହାଇକୋର୍ଟ ବଡ ଅସ୍ୱସ୍ତି ଦେଇଛନ୍ତି । ୧୯ ବର୍ଷ ପୁରୁଣା ମାମଲାରେ ଦଲେରଙ୍କୁ ମିଳିଥିବା ଦଣ୍ଡକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଏନେଇ ସୂଚନା ଦେଇଛନ୍ତି ଦଲେରଙ୍କ ଓକିଲ…

ଖୁବଶୀଘ୍ର ଓଡିଶାରେ ଉପଲବ୍ଧ ହେବ ଫାଇବ ଜି ସେବା: ଏନେଇ ପୁରୀ କାର୍ଯ୍ୟକ୍ରମରେ ବଡ ସୂଚନା ଦେଲେ ଆଇଟି ମନ୍ତ୍ରୀ ଅଶ୍ୱିନୀ…

କନକ ବ୍ୟୁରୋ: ଓଡିଶାରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଫାଇବ-ଜି ସେବା । ପୁରୀ ଗସ୍ତରେ ଆସିଥିବା କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । କହିଛନ୍ତି ଦେଶରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଫାଇବ-ଜି ସେବାରେ ଓଡିଶାର ସହରକୁ ସ୍ଥାନ ମିଳିବ । ପ୍ରଥମ…