Daily Archives

August 1, 2022

ଶକ୍ତି କ୍ଷେତ୍ରରେ ଆଦାନି ବନାମ ଅମ୍ବାନୀ: ଟେଲିକମ କ୍ଷେତ୍ରରେ ବି ସମାନ ଲଢେଇ

କନକ ବ୍ୟୁରୋ: ଟେଲିକମ୍ ଦୁନିଆରେ ଏଂଟ୍ରି ମାରିଛନ୍ତି ଶିଳ୍ପପତି ଗୌତମ ଆଦାନି । ଆଦାନିଙ୍କ ଏଂଟ୍ରି ପରେ କିନ୍ତୁ ଚିନ୍ତାରେ ପଡିଯାଇଛନ୍ତି ରିଲିଆଂସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ୍ ଅମ୍ବାନି । ପୂର୍ବରୁ ଉଭୟ ଅଲଗା ଅଲଗା କ୍ଷେତ୍ରରେ ନିଜର ବ୍ୟବସାୟ ଜାରି ରଖିଥିବାବେଳେ ଏବେ ସମାନ କ୍ଷେତ୍ରରେ…

ମରିିଯାଉଛି ବୈତରଣୀ ନଦୀ। ଖଣି ଓ ଶିଳ୍ପ ପାଇଁ ବଢୁଛି ବିପଦ। 

କନକ ବ୍ୟୁରୋ:  ସାମାଜିକ ଓ ଧାର୍ମିକ ଭାବାବେଗ ସହ ଜଡିତ ବୈତରଣୀ ନଦୀ ଉପରେ ବିପଦ ମାଡି ଆସୁଛି । ବର୍ଷା ଦିନେ କୂଳ ଉଛୁଳୁଛି, କିନ୍ତୁ ବର୍ଷା ୪ ମାସ ପରେ ଶୁଖିଲା ପଡୁୁଛି ବୈତରଣୀ । ଚାଷ କାମ କଥା ଛାଡନ୍ତୁ ପିଇବା ପାଇଁ ପାଣିର ସମସ୍ୟା ସୃଷ୍ଟି ହେଉଛି । କେନ୍ଦୁଝର ୯୦ ପ୍ରତିଶତ ଲୋକ ବୈତରଣୀ…

ପଶ୍ଚିମ ଓଡ଼ିଶା ପାଳିଲା ସମ୍ବଲପୁରୀ ଦିନ୍। ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ପାଳନ କଲେ…

କନକ ବ୍ୟୁରୋ:  ସମ୍ବଲପୁରୀ ଦିବସ ଅବସରରେ ଉତ୍ସବ ମୁଖର ପଶ୍ଚିମ ଓଡିଶା । ଢୋଲ, ନିଶାଣ ବାଜା ଓ ସମ୍ବଲପୁରୀ ନାଚ, ଗୀତରେ ଝୁମୁଛି ପଶ୍ଚିମ ଓଡିଶାର ବିଭିନ୍ନ ସହର । ସମ୍ବଲପୁରୀ କବି ଓ ଭାଷା ସହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିବସ ଭାବେ ପାଳନ କରୁଛି ସାରା…

ଆସିଲା ନ୍ୟୁଡକଲ, ଲୁଟିନେଲେ ୨୨ ଲକ୍ଷ। ପଢନ୍ତୁ ବିସ୍ତୃତ ଖବର …

କନକ ବ୍ୟୁରୋ:  ସାଇବର ଠକଙ୍କ ନୂଆ ତରିକା । ଏବେ ଲୋକଙ୍କୁ ଆଉ ବ୍ୟାଙ୍କ ଡିଟେଲସ. ଓଟିପି ନୁହେଁ ବରଂ ଠକ ମାତିଛନ୍ତି ହ୍ୱାଟସଅପ୍ରେ । ଏମାନେ କେତେବେଳେ କାହାକୁ  କେମିତି ଫସାଇବେ କେହି କେବେ ବି କଳ୍ପନା କରିପାରିବେନି । ଜଣେ ବୟସ୍କ ଲୋକଙ୍କୁ ହ୍ୱାଟସଅପରେ ଭିଡିଓକଲ କରି ୨୨ ଲକ୍ଷ ଟଙ୍କା…

ପାତ୍ରା ଚୌଲ ଜମି ଦୁର୍ନୀତି ମାମଲା: ଅଗଷ୍ଟ ୪ ଯାଏଁ ଇଡି ହେପାଜତରେ ରହିବେ ସଞ୍ଜୟ ରାଉତ, ତଦନ୍ତରେ ସହଯୋଗ କରୁନଥିବା…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସରକାର ହଟିଲା । ଶିବସେନା ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ନେଉଥିବା ଏକନାଥ ସିନ୍ଦେ ନୁଆ ମୁଖ୍ୟମନ୍ତ୍ରୀ ବନିଲେ । କିନ୍ତୁ ଏବେ ସୁଦ୍ଧା ମହାରାଷ୍ଟ୍ରର ରାଜନତିକ ପରିସ୍ଥିତି ସ୍ଥିର ହେବାର ନାଁ ଧରୁନାହିଁ । ଏବେ ଇଡି ଟାର୍ଗେଟରେ ଶିବସେନା ସାଂସଦ…

ପୁଣି ସକ୍ରିୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସଂସଦରେ ହଙ୍ଗାମା,ବିରୋଧୀଙ୍କ ସମାଲୋଚନା।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ସକ୍ରିୟ ଥିବା ଇଡି ପୁଣି ଥରେ ମହାରାଷ୍ଟ୍ରରେ ସକ୍ରିୟ ହୋଇଛି । ଏଥର ଶିବସେନାର ବଡ ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କୁ ଇଡି ଜାଲରେ ଛନ୍ଦିଛି । ପାତ୍ର ଚଲ ଜମି ଦୁର୍ନୀତି ମାମଲରେ ତାଙ୍କୁ ଗିରଫ କରିଛି । ଆଉ ଅଧିକ ତଦନ୍ତ ପାଇଁ ଅଗଷ୍ଟ୪ ପର୍ଯ୍ୟନ୍ତ ରିମାଣ୍ଡରେ…