Daily Archives

July 27, 2022

ପ୍ରେମିକା ଘର ସାମ୍ନାରେ ପ୍ରେମିକର ଆତ୍ମହତ୍ୟା। ତଦନ୍ତ ଚଳାଇଛି ପୋଲିସ। 

କନକ ବ୍ୟୁରୋ: ପ୍ରେମିକା ଘର ସାମ୍ନାରେ ପ୍ରେମିକର ଆତ୍ମହତ୍ୟା । ପ୍ରେମିକାକୁ ଦେଖା କରି ନପାରି ବିଷ ପିଇଦେଲା ପ୍ରେମିକ । ମୟୂରଭଂଜ ଜିଲ୍ଲା କରଂଜିଆ ଥାନା ଅଞ୍ଚଳରେ ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଯୁବକ ଜଣଙ୍କ ଗତକାଲି ସନ୍ଧ୍ୟାରେ ପ୍ରେମିକାକୁ ଦେଖାକରିବାକୁ ଆସିଥିଲେ ।…

ଟାଙ୍ଗୀ ବେଆଇନ୍ ଡମ୍ପିଂୟାର୍ଡ଼ ଉପରେ ମାଇନିଂ ବିଭାଗର ଚଢଉ। କ୍ରୋମାଇଟ୍, ଅଷ୍ଟ୍ରେଲିଆନ୍ କୋକ୍, ହାର୍ଡ କୋକ୍ ଭଳି…

କନକ ବ୍ୟୁରୋ: କଟକ ଟାଙ୍ଗୀ ଥାନା ଅନ୍ତର୍ଗତ ତରଡ଼ଗଡ଼ା ନିକଟରେ ଥିବା ବେଆଇନ୍ ଡମ୍ପିଂୟାର୍ଡ଼ ଉପରେ ମାଇନିଂ ବିଭାଗର ଚଢାଉ । କ୍ରୋମାଇଟ୍, ଅଷ୍ଟ୍ରେଲିଆନ୍ କୋକ୍, ହାର୍ଡ କୋକ୍ ଭଳି ବହୁ ମୁଲ୍ୟବାନ୍ ପଦାର୍ଥ ଏହି ଡମ୍ପିଂ ମଧ୍ୟରୁ ଜବତ କରିଛି ଟାଙ୍ଗୀ ପୋଲିସ ଓ ମାଇନିଂ ବିଭାଗ । ଜବତ ସାମଗ୍ରୀର…

ପୁରୀ ଜିଲ୍ଲାରେ ଗୋଚର ପାଲଟିଛି ଗ୍ରାମୀଣ ପାର୍କ। ନିର୍ମାଣ ଆଳରେ ଲକ୍ଷାଧିକ ଟଙ୍କା ହରିଲୁଟ ଅଭିଯୋଗ।

କନକ ବ୍ୟୁରୋ: ଗୋଚର ପାଲଟିଛି ବର୍ଷେ ତଳେ ତିଆରି ହୋଇଥିବା ଗ୍ରାମୀଣ ପାର୍କା ଏବେ ଛେଳିମେଣ୍ଢାଙ୍କ କବ୍ଜାରେ ପିଲାଙ୍କ ମନୋରଞ୍ଜନ ପାଇଁ ତିଆରି ହୋଇଥିବା ଗ୍ରାମୀଣ ପାର୍କ । ସରକାର ଗାଁରୁ ସହର ଯାଏଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାର୍କ ନିର୍ମାଣ କରୁଛନ୍ତି । ହେଲେ ଏହି ଚିତ୍ର ଦେଖିଲେ…

ନିଯୁକ୍ତି ନେଇ ସଂସଦରେ ବୟାନ ରଖିଲେ କେନ୍ଦ୍ର ସରକାର । ୨୦୧୪ ରୁ ଏପର୍ଯ୍ୟନ୍ତ ୨୨ କୋଟି ଯୁବକ ଚାକିରି ପାଇଁ କରିଛନ୍ତି…

କନକ ବ୍ୟୁରୋ : ଦେଶରେ ବେରୋଜଗାର ହାର ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଘରୋଇକରଣ , କର୍ମକ୍ଷେତ୍ରରେ ମେସିନର ବ୍ୟବହାର ଆଦି କାରଣରୁ ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ନେଇ ରାଜରାସ୍ତାରୁ ସଂସଦ ପର୍ଯ୍ୟନ୍ତ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଏହାରି ମଧ୍ୟରେ ଆଜି ସଂସଦରେ…

କାଶିପୁର ପରେ ଗଜପତିରେ ଝାଡାବାନ୍ତି। ଆକ୍ରାନ୍ତ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି। 

କନକ ବ୍ୟୁରୋ: ଗଜପତିରେ ମଧ୍ୟ ଝାଡାବାନ୍ତି ଆତଙ୍କ ଖେଳାଇଛି । ରାୟଗଡା କାଶୀପୁରରେ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଗଜପତି ଜିଲ୍ଲାର ମୋହନାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଆଜି ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଝାଡ଼ାବାନ୍ତିରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ…

ନବରଙ୍ଗପୁର ଜିଲ୍ଲାରେ ରାସ୍ତା ନିର୍ମାଣରେ ଚଞ୍ଚକତା। ମୋରମ ବଦଳରେ ନାଲି ମାଟି ପକାଇ ୧୦ ଲକ୍ଷ ଟଙ୍କା ହଡପ।

କନକ ବ୍ୟୁରୋ: ରାଜ୍ୟ ସରକାର ସମସ୍ତ ଗାଁକୁ ରାସ୍ତା ଯୋଗାଇବା ବ୍ୟବସ୍ଥା କରିଛନ୍ତି  । ଏଥିପାଇଁ ସରକାରୀ ତହବିଲ୍ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ କିଛି ଅସାଧୁ ଠିକାଦାରଙ୍କ ପାଇଁ ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହା ସଠିକ୍ ଢଙ୍ଗରେ ଫଳପ୍ରଦ…