Daily Archives

July 27, 2022

ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷାଧିକାରୀ। ଅବସରର ୭ ଦିନ ପୂର୍ବରୁ ଧରିଲା ଭିଜିଲାନ୍ସ।

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ । ଚାକିରିରୁ ଅବସରର ୭ ଦିନ ଆଗରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଏହି ସରକାରୀ ବାବୁ । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବଦଳି ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଜିଲ୍ଲା…

ରାୟଗଡା କାଶୀପୁରରେ କଲବଲ କରୁଛି କଲେରା। ୨୪ ଘଣ୍ଟ।।ରେ ୩ ଜଣଙ୍କ ମୃତ୍ୟୁ।

କନକ ବ୍ୟୁରୋ: କାଶୀପୁରରେ ଥମୁନି କଲେରା ମୃତ୍ୟୁ । ଅଞ୍ଚଳବାସୀଙ୍କୁ କଲବଲ କରୁଛି କଲେରା । ଡାକ୍ତରଖାନା ନଯାଇ ଗାଁରେ ପ୍ରାଣହରାଉଛନ୍ତି ଆକ୍ରାନ୍ତା କାଶୀପୁର ଟିକିରି ଅଞ୍ଚଳରେ କଲେରା ତା’ର କରାଳ ରୂପ ଦେଖାଉଥିବା ବେଳେ ମୃତ୍ୟୁସଂଖ୍ୟା ଉପରେ ରୋକ ଲାଗିପାରୁନାହିଁ । ଗତ ୨୪ ଘଣ୍ଟାରେ ୩…

ସ୍ପାଇସଜେଟ୍ ବିରୋଧରେ ବଡ ପଦକ୍ଷେପ। ୮ ସପ୍ତାହ ପାଇଁ ୫୦% ଉଡାଣ ଉପରେ ରୋକ।

କନକ ବ୍ୟୁରୋ: ସ୍ପାଇସଜେଟ୍ ବିମାନରେ ଲଗାତର ତ୍ରୁଟି ଦେଖାଦେଇଥିଲା । ତେବେ ଏହାକୁ ନେଇ ବଡ ପଦକ୍ଷେପ ନେଇଛି ଡିଜିସିଏ । ୮ ସପ୍ତାହ ପାଇଁ ୫୦ ପ୍ରତିଶତ ଉଡାଣ ଉପରେ ରୋକ ଲଗାଇଛି । ଏହି ଆଠ ସପ୍ତାହ ଏୟାରଲାଇନ ଉପରେ ଅତିରିକ୍ତ ନଜର ରଖାଯିବ । ଯଦି ଭବିଷ୍ୟତରେ ବିମାନ ସେବାପ୍ରଦାନକାରୀ କମ୍ପାନୀ…

ବିଏସଏନଏଲର ପୁନଃରୁଦ୍ଧାର ପାଇଁ କ୍ୟାବିନେଟର ବ୍ୟୟବରାଦ । ଖୁବଶୀଘ୍ର ଲଂଚ ହେବ ବିଏସଏନଏଲ ୪ ଜି

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ର ପୁନଃରୁଦ୍ଧାର ପାଇଁ ୧ଲକ୍ଷ ୬୪ ହଜାର କୋଟି ଟଙ୍କାର ପ୍ୟାକେଜକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଆଇଟି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ୪ଜି ସେବା ବିସ୍ତାରରେ…

ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବଡ ବୟାନ। ବିଜେପି ସହ ସଂପର୍କରେ ଅଛନ୍ତି ୩୮ ଟିଏମସି ବିଧାୟକ

କନକ ବ୍ୟୁରୋ : ଗୋଟେପଟେ ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିବା ପରେ ବ୍ୟାକଫୁଟକୁ ଯାଇଛନ୍ତି ମମତା । ଠିକ୍ ଏହି ସମୟରେ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବୟାନ ଏବେ ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି । ବଲିଉଡ ଷ୍ଟାର ତଥା ବିଜେପି…

ଭି.ପି ସିଂହଙ୍କ ସରକାରରେ ଗୋଟିଏ ଥରରେ ୬୩ ସାଂସଦ ହୋଇଥିଲେ ନିଲମ୍ବିତ । ଜାଣନ୍ତୁ କାରଣ

କନକ ବ୍ୟୁରୋ : ସଂସଦର ଚଳିତ ଅଧିବେଶନରେ ହୋ ହାଲ୍ଲା କରିବା ଓ ଆଲୋଚନା କରାଇ ନଦେବା କାରଣରୁ ରାଜ୍ୟସଭାରୁ ୧୯ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ଦେଶରେ ମହଙ୍ଗାମାଡ ଓ ଅତ୍ୟାବଶକୀୟ ସାମଗ୍ରୀ ଉପରେ ଦ୍ରର୍ବ୍ୟ ଓ ସେବାକର (ଜିଏସଟି)କୁ ବିରୋଧ କରି ଗୃହ ଭିତରେ ହୋ ହାଲ୍ଲା କରିଥିଲେ…