Daily Archives

July 26, 2022

ଦ୍ୱିତୀୟଥର ସୋନିଆଙ୍କୁ ଜେରା କଲା ଇଡି । ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ଦେଶବ୍ୟାପୀ ହଲ୍ଲାବୋଲ ।

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜେରା । ନ୍ୟାସନାଲ ହେରାଲ୍ଡ ଖବରକାଗଜ ଦୁର୍ନୀତି ମାମଲାରେ ଆଜି ଦ୍ୱିତୀୟ ଥର ପାଇଁ ଇଡି ଜେରାର ସାମ୍ନା କରିଛନ୍ତି ସୋନିଆ । ଆଜି ସକାଳେ ପ୍ରଥମେ ୩ ଘଂଟା ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରିଥିଲା । ପରେ ଅପରାହ୍ନ ୩ଟା ୩୦ ପରେ ଜେରା…

ଗୁଜରାଟ ଅହମଦାବାଦରେ ମୃତ୍ୟୁର ତାଣ୍ଡବ: ବିଷାକ୍ତ ମଦ ପିଇ ଗଲାଣି ୩୦ରୁ ଅଧିକ ଜୀବନ

କନକ ବ୍ୟୁରୋ: ଗୁଜରାଟରେ ଚାଲିଛି ମୃତ୍ୟୁର ତାଣ୍ଡବ । ମଦ ପାଉଚରେ ବିକ୍ରି ହେଉଛି କେମିକାଲ । ବିଷାକ୍ତ ମଦ ପିଇ ଗଲାଣୀ ୩୦ରୁ ଅଧିକ ଲୋକଙ୍କ ଜୀବନ । ଏହି ସମ୍ପେଦନଶୀଳ ଘଟଣା ଅହମଦାବାଦ ଭାବନଗରର । ରବିବାର ୬୦ରୁ ଅଧିକ ଲୋକ ଏକ ନିଦ୍ଧିଷ୍ଟ ଦୋକାନରୁ ଶସ୍ତାରେ ମଦ କିଣି ପିଇବା ପରେ ହଠାତ…

ପ୍ରେସିଡେନ୍ସିଆଲ ଅନରରେ ଓଡିଆ ପୁଅ। ମହାମହିମଙ୍କୁ ଦେଲେ ଗାର୍ଡ ଅଫ୍ ଅନର। 

କନକ ବ୍ୟୁରୋ:  ସୋମବାରଦିନ  ଯେଉଁ ସମୟରେ ରାଷ୍ଟ୍ରପତି ଭବନରେ ପ୍ରେଡିସେନ୍ସିଆଲ ଅନର ଚାଲିଥିଲା ସେ ସମୟରେ ହୁଏତ କମାଣ୍ଡ ଦେଉଥିବା  ଏହି ବ୍ୟକ୍ତିଙ୍କୁ କେହି ଧ୍ୟାନ କରିନଥିବେ ।  ସମ୍ମୁଖ ଭାଗରେ ରହି କମାଣ୍ଡ ଦେଉଥିଲେ ଓଡିଆ ପୁଅ କର୍ଣ୍ଣେଲ ଷ୍ଟାଲିନ ମହାନ୍ତି । ସେହିଭଳି ରାଷ୍ଟ୍ରପତି ଭାବେ…

ସୋନିଆଙ୍କ ସମର୍ଥନରେ ଦିଲ୍ଲୀଠୁ ପଲ୍ଲୀ ଯାଏଁ କଂଗ୍ରେସର ବିକ୍ଷୋଭ: ରାସ୍ତା ଉପରେ ବସି ମୋଦି ସରକାରଙ୍କୁ ଟାର୍ଗେଟ କଲେ…

କନକ ବ୍ୟୁରୋ: ପୁଣି କଂଗ୍ରେସର ପ୍ରତିବାଦରେ କମ୍ପିଲା ରାଜଧାନୀ ଦିଲ୍ଲୀ । ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟଠୁ ନେଇ ସଂସଦଭବନ । ଶହ ଶହ କଂଗ୍ରେସ ନେତା, କର୍ମୀ ଓ ସମର୍ଥକ ଇଡି ବିରୋଧରେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି । ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା…

କାଶୀପୁରରେ କନ୍ଦାଉଛି କଲେରା । ‘କରୋନା’ ଭଳି ବ୍ୟାପୁଛି ଝାଡାବାନ୍ତି ! ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ସରକାର?

କନକ ବ୍ୟୁରୋ: ବିଧାନସଭାରେ ଉଠିଲା କାଶୀପୁର କଲେରା ପ୍ରସଙ୍ଗ । ମୃତ୍ୟୁ ସଂଖ୍ୟାକୁ ନେଇ ବିରୋଧୀ ହଟ୍ଟଗୋଳ କରିଛନ୍ତି । ଲୋକେ ଦୂଷିତ ପାଣି ପିଇବା ପଛରେ ପାଖରେ ଥିବା ଉକ୍ରଳ ଆଲୁମିନା କମ୍ପାନୀ ଦାୟୀ ବୋଲି ବିରୋଧୀ କହିଛନ୍ତି । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସ୍ଥିତି ଉପରେ ତୀକ୍ଷ୍ମ…

ରାଜନୀତି ଛାଡିଦେବା କଥା କାହିଁକି କହିଲେ କେନ୍ଦ୍ରମନ୍ତ୍ରୀ? ଦଳ ଭିତରେ କୋଣଠେସା ହୋଇଯାଇଛନ୍ତି କି ଗଡକରୀ?

କନକ ବ୍ୟୁରୋ: ବିଜେପିର ଅନ୍ୟତମ ଶୀର୍ଷ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ରାଜନୀତି ଛାଡି ଦେବେ । ଏକଥା ଯିଏ ଶୁଣିବ ଆଶ୍ଚର୍ଯ୍ୟ ହେବା କଥା ସ୍ୱାଭାବିକ । ତେବେ ଗଡକରୀ ଏପରି କାହିଁକି କହିଲେ? ବିଜେପିରେ ମୋଦୀ-ଶାହ ରାଜ ଚାଲିଥିବା ବେଳେ ଦଳର ଏହି ପୂର୍ବତନ ସଭାପତି କୋଣଠେସା…