Daily Archives

June 30, 2022

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିନ୍ଦେ, ଫଡନଭିସ ଉପ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ । ରାଜ୍ୟପାଳ ଭଗତସିଂ କୋଶିୱାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେପଟେ ସରକାରରୁ ବାହାରେ ରହିବାକୁ କହିଥିବା ଦେବେନ୍ଦ୍ର ଫଡନଭିସ କେନ୍ଦ୍ରୀୟ ନେତୃତ୍ୱଙ୍କ…

ଫଡନଭିସଙ୍କୁ ନଡ୍ଡାଙ୍କ ପରାମର୍ଶ, ମହାରାଷ୍ଟ୍ରବାସୀଙ୍କ ସ୍ୱାର୍ଥପାଇଁ ସମ୍ଭାଳନ୍ତୁ ଉପ ମୁଖ୍ୟମନ୍ତ୍ରୀ ପଦ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଆଜି ନୂଆ ସରକାର ଗଠନ ହେବାକୁ ଯାଉଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ନାମ ଘୋଷଣା କରିଛନ୍ତି । ଏହାସହ ସେ ନିଜେ ସରକାରରୁ ଦୂରରେ ରହିବେ ବୋଲି କହିଛନ୍ତି । ହେଲେ…

ମହାରାଷ୍ଟ୍ର ରାଜନୀତିରେ ଆସିଲା ସବୁଠୁ ବଡ଼ ଟ୍ୱିଷ୍ଟ । ଏକନାଥ ସିନ୍ଦେ ହେବେ ମୁଖ୍ୟମନ୍ତ୍ରୀ । ସମର୍ଥନ କରିବ ବିଜେପି ।

କନକ ବ୍ୟୁରୋ: ରିସ୍କ ନେଲେ, ଉପହାର ପାଇଲେ । ମହାବିକାଶ ଅଘାଡି ସରକାରକୁ ଭାଙ୍ଗିବାରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ନେତୃତ୍ୱ ନେଇଥିଲେ । ଆଉ ଏବେ ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଉପହାର ଦେଇଛି ରାଜ୍ୟରେ ସର୍ବାଧିକ ବିଧାୟକଙ୍କ ସମର୍ଥନ ରଖିଥିବା ଦଳ ବିଜେପି । ଉଦ୍ଧବ ଠାକରେ…

କାଳିଆ ପାଇଁ କିଏ ଗଢ଼ିଛି କେମିତି ରଥ? କେଉଁଠି ଆଇସ୍କ୍ରିମ୍ କାଠିରେ ତ କେଉଁଠି ବାଉଁଶ ପାତିଆରେ ତିଆରି ହୋଇଛି ରଥ

କନକ ବ୍ୟୁରୋ: ମହାପ୍ରଭୁଙ୍କ ଯାତ ଦୀର୍ଘ ୨ ବର୍ଷ ପରେ ଆସନ୍ତାକାଲି ଭକ୍ତଙ୍କ ଗହଣରେ ହେବ । ଆଉ ଏହାକୁ ନେଇ ଜଗନ୍ନାଥ ପ୍ରେମୀ ଉକ୍ରଣ୍ଠାର ସହ ଚାହିଁରହିଛନ୍ତି । ମହାପ୍ରଭୁଙ୍କ ପାଇଁ ଆଇସକ୍ରିମ୍ କାଠିରେ ରଥ ନିର୍ମାଣ କରି ଚର୍ଚାରେ ଜୟପୁର ସହରର ଅମିତାଭ ମଲ୍ଲିକ । ପେଶା ଶିକ୍ଷକତା, କିନ୍ତୁ…

ଯାଜପୁରର ୨ ଯବାନଙ୍କ ମହାନତାକୁ ନେଇ ଚାରିଆଡେ ପ୍ରଶଂସା: ନିଜସ୍ୱ ଖର୍ଚ୍ଚରେ ଅନାଥ ଝିଅର କରାଇଲେ ବାହାଘର

କନକ ବ୍ୟୁରୋ: ଯବାନମାନେ କେବଳ ଦେଶର ସୀମାରେ ରହି ଶତ୍ରୁ କବଳରୁ ଆମକୁ ସୁରକ୍ଷା ଦିଅନ୍ତି ନାହିଁ ।ବିପଦ-ଆପଦରେ ଲୋକଙ୍କୁ ସାହାଯ୍ୟ କରିବାର ଅନେକ ନଜିର ରହିଛି । ଯାଜପୁରର ସେମିତି ଦୁଇ ଜଣ ଯବାନଙ୍କ ବଦାନ୍ୟତା ଆଗରେ ମଥା ନଇଁ ଯାଉଛି । ଆର୍ôଥକ ସମସ୍ୟା ପାଇଁ ଝିଅ ବାହାଘର ଭାଙ୍ଗିଯିବାକୁ…

ଜଙ୍ଗଲ ଭିତରେ ବଇଦ କରୁଛନ୍ତି ଧୋନୀଙ୍କ ଆଣ୍ଠୁ ଚିକିତ୍ସା, ଜାଣନ୍ତୁ କେତେ ଟଙ୍କା ଦେଉଛନ୍ତି ଫିସ୍ ?

କନକ ବ୍ୟୁରୋ : କ୍ରିକେଟ କଥା କହିଲେ ସଚ୍ଚିନଙ୍କ ପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ବିଶ୍ୱର ସମସ୍ତ ଦେଶ ଜାଣିଛନ୍ତି । ଶହ ଶହ କୋଟି ଟଙ୍କା ରୋଜଗାର କରୁଥିବା ଏହି ମହାନ ଖେଳାଳୀ ଏବେ ନିଜର ଆଣ୍ଠୁ ଜନ୍ତ୍ରଣା ଭଲ କରିବାକୁ ଜଙ୍ଗଲରେ ଜଣେ ବଇଦଙ୍କ ଠାରେ ଚିକିତ୍ସିତ ହେଉଥିବା କଥାକୁ ଆପଣ ଅବିଶ୍ୱାସ…