Daily Archives

June 15, 2022

ଆଠଗଡରେ ଦନ୍ତାହାତୀକୁ ଗୁଳିମାଡ ଘଟଣା: ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ କେନ୍ଦ୍ର ସରକାର

କନକ ବ୍ୟୁରୋ: ଶିକାରୀ ଗୁଳିରେ ଆହତ ହୋଇ ଦନ୍ତାହାତୀ ଆଖିବୁଜିବା ପରେ ବିବାଦ ବଢ଼ିବାରେ ଲାଗିଛି । ହାତୀ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ସରକାର । ପିସିସିଏଫଙ୍କ ଠାରୁ ଉତର ମାଗିଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ଶୀଘ୍ର ଏହି ରିପୋର୍ଟ ଦାଖଲ କରିବାକୁ…

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା କସରତ: ଜାତୀୟ ଗଣମାଧ୍ୟମରେ ରିପୋର୍ଟ, ନବୀନଙ୍କ ସହ କଥା ହେଲେ ରାଜନାଥ

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୀତି ଜୋର ଧରିଛି । ଉଭୟ ବିରୋଧୀ ଓ ବିଜେପି ଶିବର ଆରମ୍ଭ ହୋଇଯାଇଛି କସରତ । ଗୋଟିଏ ପଟେ ମମତା ବାନାର୍ଜ ୧୬ଟି ବିରୋଧୀ ଦଳର ନେତାଙ୍କୁ ନେଇ ମେଳି କରିଥିବା ବେଳେ ଅନ୍ୟପଟେ ସର୍ବସମ୍ମତ ପ୍ରାର୍ଥୀ ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଛି ।…

ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ପନ୍ତ ନୁହେଁ ଏହି ଖେଳାଳି ହେଲେ ନୂଆ କ୍ୟାପଟେନ

କନକ ବ୍ୟୁରୋ: ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିସିସିଆଇ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଏହି ମ୍ୟାଚରେ ରିଷବ ପନ୍ତ ନୁହେଁ ବରଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ଉପ ଅଧିନାୟକ ଭାବେ ଭୁବନେଶ୍ୱର କୁମାର ରହିଛନ୍ତି ।…

୩୦ ବର୍ଷର ରେକର୍ଡ ଭାଙ୍ଗିଲା ପାଇକାରୀ ମୁଦ୍ରାସ୍ଫୀତି। ପକେଟରେ ପଇସା ଥିଲେ ବି କମୁଛି କିଣିବା ଶକ୍ତି!

କନକ ବ୍ୟୁରୋ : ଗତ କିଛି ଦିନ ହେଲା ବହୁତ ଉଚ୍ଚା ରହିଛି ଖଣିଜ ଓ ଖାଇବା ତୈଳ ଦର । ବଢ଼ିଥିବା ଦରରେ ଆହୁରି ନିଅାଁ ଲଗାଇଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ! ପରିବହନ ଖର୍ଚ୍ଚ ବି ବଢ଼ିଛି । ଶକ୍ତି ଓ ତୈଳ ଦର ବୃଦ୍ଧି ସାଙ୍ଗକୁ ଖାଦ୍ୟଦ୍ରବ୍ୟର ମୂଲ୍ୟ ବଢିଚାଲି଼ିଛି । ୩୦ ବର୍ଷ ପରେ ଦେଶର ପାଇକାରୀ…

୩ ଦିନ ହେଲା ରାହୁଲଙ୍କୁ ଚାଲିଛି ଜେରା। ସାରା ଦେଶରେ କଂଗ୍ରେସର ବିକ୍ଷୋଭ।

କନକ ବ୍ୟୁରୋ : ତିନି ଦିନ ହେଲା ରାଜଧାନୀ ଦିଲ୍ଲୀରେ ସ୍ଥିିତି ସଙ୍ଗୀନ ରହିଛି । କଂଗ୍ରେସ ନେତା ଓ କର୍ମୀମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ଜୋରଦାର ବିକ୍ଷୋଭ କରିଛନ୍ତି । ଧୀରେ ଧୀରେ ଏହି ବିକ୍ଷୋଭ ଉଗ୍ର ହେବାରେ ଲାଗିଛି । ପ୍ରାୟ ୮ଶହ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ୍ ।…

ପୁଣି ଭୟ ବଢାଇଲାଣି ଓମିକ୍ରନ ଉପପ୍ରଜାତି: ଦେଶର ୫ଟି ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

କନକ ବ୍ୟୁରୋ: ପୁଣି ଭୟ ବଢାଇଲାଣି ଓମିକ୍ରନର ନୂଆ ଉପପ୍ରଜାତି । ଦେଶର ୫ଟି ରାଜ୍ୟରେ ଲଗାତାର ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଏହା ଭିତରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର । ଗତ ୨୪ ଘଂଟାରେ ମହାରାଷ୍ଟରେ ଦ୍ୱିଗୁଣ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବୃଦ୍ଧି ପାଇଛି । ବିଶେଷ କରି…