Daily Archives

June 17, 2022

କଟକ ଫେରିଲେ ଏନଡିଆରଏଫ୍ ଟିମ୍। ଛତିଶଗଡ଼ରେ ରାହୁଲ ରେସ୍କ୍ୟୁରେ ନେଇଥିଲେ ପ୍ରମୁଖ ଭୂମିକା।

କନକ ବ୍ୟୁରୋ : ଛତିଶଗଡ଼ରେ ରାହୁଲ ରେସ୍କୁ ଅପରେସନ୍ରେ ସମସ୍ତଙ୍କ ମନ ଜିତିଥିବା ଏନଡିଆରଏଫ୍ ଟିମ୍ କଟକରେ ପହଁଞ୍ଚିଛନ୍ତି । ମୁଣ୍ଡଳୀ ସ୍ଥିତ ଏନଡିଆରଏଫ୍ ବାଟାଲିୟନରେ ସେକେଣ୍ଡ ଇନ୍ କମାଣ୍ଡ ବର୍ଦ୍ଧମାନ ମିଶ୍ରଙ୍କ ସହ ଟିମର ଯବାନମାନେ ପହଁଞ୍ଚିବା ପରେ ସେମାନଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି…

ତିହାଡ ଜେଲରୁ ଅପରାଧୀ କରୁଛନ୍ତି ଷଡଯନ୍ତ୍ର। ଜେଲ କର୍ତ୍ତୃପକ୍ଷ ପାଉନାହାନ୍ତି ଅପରାଧର ଲିଙ୍କ।

କନକ ବ୍ୟୁରୋ : ଦେଶର ସବୁଠାରୁ ଚର୍ଚ୍ଚିତ ତିହାଡ ଜେଲରେ ଅପରାଧୀ ଠକେଇ ଓ ହତ୍ୟାର ଷଡଯନ୍ତ୍ର ରଚିଥାନ୍ତି । କେବଳ ଏତିକି ନୁହେଁ ବାହାରେ ବସିଥିବା ତାଙ୍କ ଅନ୍ୟ ସହଯୋଗୀ ଏହି ଷଡଯନ୍ତ୍ରକୁ କାର୍ଯ୍ୟକାରୀ କରିଥାନ୍ତି । ସିଦ୍ଧୁ ମୁସେୱାଲା ହତ୍ୟାରେ ଲରେନ୍ସ ବିଷ୍ଣୋଇର ହାତ ଥିବା ଅଭିଯୋଗ ପରେ…

କଥାଦେଇ କୋର୍ଟକୁ ଆସିଲେନି ବିଧାୟକ। ନିରାଶ ହୋଇ ଫେରିଲେ ପ୍ରେମିକା ଓ ତାଙ୍କ ପରିବାର।

କନକ ବ୍ୟୁରୋ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପ୍ରେମିକା ସୋମାଲିକା ଦାଶଙ୍କ ମଧ୍ୟରେ ବିବାଦ ପୁଣି ଥରେ ଏକ ନୂଆ ମୋଡ଼ ନେଇଛି । ୧୭ ଜୁନ୍ ଅର୍ଥାତ୍ ଆଜି ବିବାହ କାର୍ଯ୍ୟକ୍ରମ ହେବାର ଥିଲେ । ସେଥିପାଇଁ ସୋମାଲିକା ଓ ତାଙ୍କ ପରିବାରବର୍ଗ ଜଗତସିଂହପୁର ଉପନିବନ୍ଧକ କାର୍ଯ୍ୟାଳୟରେ…

ବଢିଚାଲିଛି ଦେହଜୀବୀଙ୍କ ସଂଖ୍ୟା। ବାଲେଶ୍ୱରରେ ସର୍ବାଧିକ ଏକ ହଜାର ୫୦।

କନକ ବ୍ୟୁରୋ : ରାଜ୍ୟରେ ବଢିଚାଲିଛି ଦେହଜୀବୀଙ୍କ ସଂଖ୍ୟା । ରାଜ୍ୟର ୨୨ ଜିଲ୍ଲାରେ ୧୦ ହଜାର ୨୧୦ ଦେହଜୀବୀ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୫୧ ଜଣ ଏଡସର ଆକ୍ରାନ୍ତ ଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ବାଲେଶ୍ୱରରେ ସର୍ବାଧିକ…

ଅଗ୍ନିପଥ ଯୋଜନା କ’ଣ? କାହିଁକି ହେଉଛି ଏହାର ବିରୋଧ? ଜାଣନ୍ତୁ

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ବିଶେଷକରି ବିହାର, ଉତରପ୍ରଦେଶରେ ଯୁବକ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ସେନାରେ ମାତ୍ର ଚାରିବର୍ଷକୁ ବିରୋଧ କରି ଯୁବକ ଆନ୍ଦୋଳନ କରୁଛନ୍ତି ।…

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ଗଠନ କଲା ମ୍ୟାନେଜମେଂଟ ଟିମ୍: ୧୪ ଜଣିଆ ଟିମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ…

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଓ ବିରୋଧୀ ଦଳ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି । ଏହାରି ଭିତରେ ବିଜେପି ଏକ ମ୍ୟାନେଜମେଂଟ ଟିମ୍ ଗଠନ କରିଛି, ଯେଉଁଥିରେ ୧୪ ନେତାଙ୍କ ନାଁ ସାମିଲ୍ ରହିଛି । ୧୪ ଜଣିଆ ସଦସ୍ୟ ବିଶିଷ୍ଟ ଟିମରେ କେନ୍ଦ୍ର ମନ୍ତ୍ରୀ…