Daily Archives

June 11, 2022

ମହାରାଷ୍ଟ୍ରରେ ବାଜିମାରିଲା ବିଜେପି । ଫଡନବିସଙ୍କ ଆଗରେ ଫେଲ ମାରିଲା ପାୱାରଙ୍କ ପାୱାର ।

କନକ ବ୍ୟୁରୋ: ରାଜ୍ୟସଭା ନିର୍ବାଚନରେ ମହାରାଷ୍ଟ୍ରର ମେଣ୍ଟ ସରକାର ମହାବିକାଶ ଅଘାଡିକୁ ଲାଗିଛି ଜୋରଦାର ଝଟକା । ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରଙ୍କ ରଣନୀତି ଆଗରେ ଫେଲ ମାରିଛି ଏନସିପି, କଂଗ୍ରେସ ଓ ଶିବସେନାର ସବୁ ଚାଲ । ମହାରାଷ୍ଟ୍ରର ୬ଟି ଆସନ ପାଇଁ ୭ଜଣ…

ସରିଲା ରାଜ୍ୟସଭା ନିର୍ବାଚନ। ମହାରାଷ୍ଟ୍ର, ହରିଆଣାରେ ବିଜେପି ମାରିଲା ବାଜି। କଂଗ୍ରେସକୁ ଚେକ ଦେଲେ ଦଳୀୟ ବିଧାୟକ।

କନକ ବ୍ୟୁରୋ: ରାଜ୍ୟସଭାର ୫୭ଟି ଆସନ ପାଇଁ ଭିନ୍ନ ଭିନ୍ନ ରାଜନୈତିକ ଦଳର ଦକ୍ଷ ନେତା ଚର୍ଚ୍ଚାରେ ରହିଛନ୍ତି । ୧୦ ଜୁନ୍ରେ ନିର୍ବାଚନ ହୋଇଥିବାବେଳେ ଏହା ପୂର୍ବରୁ ଅଧିକାଂଶ ଆସନ ପାଇଁ ପ୍ରାର୍ଥୀଙ୍କୁ ସାଂସଦଭାବେ ବଛା ସରିଛି । ପୂର୍ବରୁ ବିନା କୌଣସି ବିରୋଧରେ ୪୧ଟି ଆସନ ପାଇଁ ସାଂସଦଙ୍କ ନାମ…

ହରିଆଣାରେ କଂଗ୍ରେସକୁ ଝଟକା। ଦଳୀୟ ବିଧାୟକ କୁଲଦୀପ ବିଷ୍ନୋଈ ଦେଲେ ଚକମା। 

କନକ ବ୍ୟୁରୋ: ରାଜ୍ୟସଭା ନିର୍ବାଚନରେ ହରିଆଣାର ଫଳାଫଳ ବେଶ ଆଶ୍ଚର୍ଯ୍ୟକର ରହିଛି । ଏଠାରେ କଂଗ୍ରେସକୁ ଲାଗିଛି ଜବରଦସ୍ତ ଝଟକା । ଦଳକୁ ଏହି ଝଟକା ରାହୁଲ ଗାନ୍ଧୀଙ୍କ ବେଶ ଘନିଷ୍ଠ କୁହାଯାଉଥିବା କୁଲଦୀପ ବିଷ୍ନୋଈଙ୍କ ଦ୍ୱାରା ମିଳିଛି । ତାଙ୍କ ବିଦ୍ରୋହୀ ଆଭିମୁଖ୍ୟ ଦଳ ପାଇଁ ଏଭଳି…

ରାଜ୍ୟସଭା ନିର୍ବାଚନବେଳେ ହାଇଭୋଲଟେଜ୍ ଡ୍ରାମା । ଗେହଲଟଙ୍କ ଯାଦୁରେ ବିଜେପି ଘାଇଲା । ସେପଟେ ହରିୟାଣାରେ ଅଜୟ…

କନକ ବ୍ୟୁରୋ: ୪ଟି ରାଜ୍ୟର ୧୬ଟି ରାଜ୍ୟସଭା ଆସନ ପାଇଁ ଶୁକ୍ରବାର ନିର୍ବାଚନ ଶେଷ ହୋଇଛି । କର୍ଣ୍ଣାଟକ ଓ ରାଜସ୍ଥାନରେ ଧାର୍ଯ୍ୟ ନିୟମ ଅନୁସାରେ ଭୋଟିଂ ଓ ଭୋଟ ଗଣତି ହୋଇ ଫଳାଫଳ ସାମ୍ନାକୁ ଆସିଛି । ହେଲେ ମହାରାଷ୍ଟ୍ର ଓ ହରିଆଣାରେ ନିୟମ ଉଲ୍ଲଂଘନର ଅଭିଯୋଗ ହେବାରୁ ଗଣତି ପ୍ରକ୍ରିୟାରେ…

ପରଭେଜ ମୁସାରଫ ଗୁରୁତର ଅସୁସ୍ଥ। ସାମାଜିକ ଗଣମାଧ୍ୟମରେ ଭଲ ତଥ୍ୟ ନେଇ ପରିବାରର ଅସନ୍ତୋଷ ।

କନକ ବ୍ୟୁରୋ: ଗୁରୁତର ଅସୁସ୍ଥ ଅଛନ୍ତି ପାକିସ୍ଥାନର ପୂର୍ବତନ ରାଷ୍ଟ୍ର୍ରପତି ପରଭେଜ୍ ମୁସାରଫ । ଗତ ୩ ମାସ ଧରି ସେ ଅସୁସ୍ଥ ଥିବାରୁ ସେ ମେଡିକାଲରେ ଚିକିତ୍ସିତ ହେଉଥିବା ନେଇ ତାଙ୍କ ପରିବାର ତରଫରୁ କୁହାଯାଇଛି । ତେବେ ସାମାଜିକ ଗଣମାଧ୍ୟମରେ ମୁସାରଫଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିିଭିନ୍ନ…

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ। ସହାୟତାର ହାତବଢାଇଲା ଭାରତ।

କନକ ବ୍ୟୁରୋ: ସ୍ୱାଧୀନତା ପରେ ସବୁଠୁ ବଡ ଆର୍ଥିକସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଥିବାବେଳେ ପ୍ରତିଥର ପରି ଏବେ ବି ସାହାଯ୍ୟ ଜାରି ରଖିଛି ଭାରତ । ଶ୍ରୀଲଙ୍କାକୁ ୪୨୪କୋଟି ଟଙ୍କାର ଋଣ ମଂଜୁରୀ ଦେଇଛି ଭାରତ । ଏନେଇ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ…