Daily Archives

June 8, 2022

କାର୍ଯ୍ୟରତ ସାମ୍ବାଦିକଙ୍କୁ ଲୋକସେବା ଭବନ ମନା । ବରଗଛ ମୂଳେ ରିପୋର୍ଟିଂ କରୁଛନ୍ତି ସାମ୍ବାଦିକ ।

କନକ ବ୍ୟୁରୋ: ଗୋଟିଏ ପଟେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ରିପୋର୍ଟିଂ ପାଇଁ ଅନୁମତି ମିଳୁନି, ଅନ୍ୟପଟେ ବରଗଛମୂଳରେ ବସି ରିପୋର୍ଟିଂ କରୁଛନ୍ତି ସାମ୍ବାଦିକ । ଯାହାକି ସୁସ୍ଥ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଏହା ହେଉଛି ରାଜ୍ୟ ସରକାରଙ୍କର ଅଜବ ନିଷ୍ପତିର ପ୍ରତିଫଳନ ।…

ସରିଲା ୨୩ ବର୍ଷର କ୍ରିକେଟ କ୍ୟାରିଅର, ଅବସର ଘୋଷଣା କଲେ ମହିଳା କ୍ରିକେଟ ଟିମର ଅଧିନାୟକ ମିଥାଲୀ ରାଜ

କନକ ବ୍ୟୁରୋ : ଭାରତୀୟ ମହିଳା କ୍ରିକେଟର କିମ୍ବଦନ୍ତୀ ଖେଳାଳୀ ମିତାଲି ରାଜ ଅର୍ନ୍ତଜାତୀୟ କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି । ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବା ସହ ଗୋଟିଏ ଯୁଗର ଅନ୍ତ ଘଟିଛି । ଦିନିକିଆ ମ୍ୟାଚରେ ସର୍ବାଧିକ ରନ ହାସଲ କରିବାର ଅନେକ ରେକର୍ଡ ମିତାଲି ନାଁରେ…

ସଂପତ୍ତି ତାଲିକା ସର୍ବସାଧାରଣରେ ପ୍ରକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର । ଦୁଇ ବର୍ଷ ହେଲା ଟାଳି…

କନକ ବ୍ୟୁରୋ: ଦୁର୍ନୀତି କମାଇବା ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସରକାରୀ କର୍ମଚାରୀଙ୍କୁ ଏଣିକି ସେମାନଙ୍କ ବାର୍ଷିକ ସମ୍ପତ୍ତିର ବିବରଣୀ ସର୍ବସାଧାରଣରେ ପ୍ରଦର୍ଶନ କରିବାକୁ ହେବ ବୋଲି ଦୁଇ ବର୍ଷ ତଳେ ଘୋଷଣା କରିଥିଲେ ।…

ସପ୍ତାହକ ମଧ୍ୟରେ ଦ୍ୱିଗୁଣା ବଢିଛି କରୋନା ସଂକ୍ରମଣ, ଗତ ୨୪ ଘଂଟାରେ ୫ ହଜାର ଉପରେ ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ : ଦେଶରେ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । କିଛି ଦିନର ଆଶ୍ୱସ୍ତି ପରେ କ୍ରମଶ ଦୈନିକ ସଂକ୍ରମଣ ବୃଦ୍ଧି ମନରେ ଛନକା ସୃଷ୍ଟି କରିଛି । ଏବେ ଦୈନିକ ସଂକ୍ରମଣ ୫ହଜାର ଟପିବା ସହ ଦିନକରେ ୪୧ % ପ୍ରତିଶତ ବୃଦ୍ଧି ପାଇଛି । ଯାହା ଗତ ୩ମାସ ମଧ୍ୟରେ ସବୁଠୁ ଅଧିକ…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବାଧ୍ୟତାମୂଳକ ହେବା ପରେ ମାତିଲେଣି ଲୁଟେରା । ଅନଲାଇନରେ ରେଜିଷ୍ଟ୍ରେସନ କଲାବେଳେ ଫେକ୍…

କନକ ବ୍ୟୁରୋ: ଗାଡି ପାଇଁ ହାଇ ସିକ୍ୟୁରିଟ ନମ୍ବର ବାଧ୍ୟତାମୂଳକ ହେବା ପରେ ଏବେ ମାତିଲେଣି ସାଇବର ଠକ । ଠିକ ଇଣ୍ଟରନେଟ ଆଡ୍ରେସରେ ଆପଣ ଯଦି ସର୍ଚ୍ଚ ନ କରନ୍ତି , ତେବେ ଠକେଇରେ ପଡିଯିବାର ସମ୍ଭାବନା ରହିଛି । ଗୁଗୁଲରେ ଏହାର କଷ୍ଟମର କେୟାରକୁ ସର୍ଚ୍ଚ କଲେ ଯେଉଁ ନମ୍ବର ଆସୁଛି , ତାହା ଫ୍ରଡ…

ନୁପୁର ଶର୍ମାଙ୍କ ଟିପ୍ପଣୀ ପରେ ଦେଶ ପାଇଁ ବଢୁଛି ଅଡୁଆ, ଆତ୍ମଘାତି ବିସ୍ଫୋରଣ କରିବାକୁ ଆତଙ୍କବାଦୀ ସଂଗଠନ ଅଲକାଏଦାର…

କନକ ବ୍ୟୁରୋ : ପ୍ରଫେଟ ମହମ୍ମଦଙ୍କ ବିରୋଧରେ ପୂର୍ବତନ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ଟିପ୍ପଣୀକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବା ନା ନେଉନି । ବିଭିନ୍ନ ଗଲଫ ଓ ଇସଲାମିକ ଦେଶ ଏହି ବୟାନକୁ ବିରୋଧ କରି ଭାରତକୁ ସମାଲୋଚନା କରୁଛନ୍ତି । ଏବେ ସୋସିଆଲ ମିଡିଆରେ ଚିଠି ପୋଷ୍ଟ କରି ଭାରତକୁ…