Daily Archives

June 13, 2022

ଉଦ୍ଧାରକାରୀ ଦଳଠୁ ଆଉ ମାତ୍ର ୬ ଫୁଟ୍ ଦୂରତା ରାହୁଲ । ଶେଷ ପର୍ଯ୍ୟାୟରେ ଅପରେସନ୍ । ସୁଡଙ୍ଗ ଖୋଳୁଛନ୍ତି ଉଦ୍ଧାରକାରୀ…

କନକ ବ୍ୟୁରୋ: ଛତିଶଗଡରେ ବୋରୱେଲ୍ ଭିତରେ କୁନି ପୁଅ ରାହୁଲ ଫସିଯିବା ପରେ ଏବେ ଚାଲିଛି ଉଦ୍ଧାରକାର୍ଯ୍ୟ । ତାଜା ସୂଚନା ମୁତାବକ ରାହୁଲଠୁ ଏବେ ମାତ୍ର ୬ ଫୁଟ୍ ଦୂରତାରେ ଅଛନ୍ତି ରେସ୍କ୍ୟୁ ଟିମ୍ । ଖୁବଶୀଘ୍ର ରାହୁଲକୁ ରେସ୍କ୍ୟୁ ଟିମ୍ ଉଦ୍ଧାର କରିବ ବୋଲି ସୂଚନା ମିଳୁଛି । ଉଦ୍ଧାରକାରୀ…

ବରଫ ଝଡର ସାମ୍ନା କରି ହିମାଳୟର ହାଂପ୍ତା ପାସ ଆରୋହଣ କଲେ ୨୪ ଓଡିଆ । ମାଇନସ ୫ରୁ ୧୦ ଡିଗ୍ରୀ ଶୀତରେ ଉଡାଇଲେ…

କନକ ବ୍ୟୁରୋ: ବରଫ ଝଡର ସାମ୍ନା କରି ୧୪ ହଜାର ୬୫ ଫୁଟ ଉଚ୍ଚତା ବିଶିଷ୍ଟ ହିମାଳୟର ହାଂପ୍ତା ପାସ ଆରୋହଣ କରିଛନ୍ତି ୨୪ ଜଣ ଓଡିଆ । ମାଇନସ ୫ ଡିଗ୍ରୀରୁ ୧୦ ଡିଗ୍ରୀ ହାଡଭଙ୍ଗା ଶୀତ ସହିତ ବରଫ ଝଡକୁ ସାମ୍ନା କରି ୨୪ ଜଣ ପ୍ରତିଭା ଏଠାରେ ଜାତୀୟ ପତାକା ଉଡାଇଥିଲେ । କଳିଙ୍ଗ ଡେୟାରଡେଭିଲସ ଓ…

ଆସୁଛି ରଜ, ରାଜଧାନୀରେ ବଢୁଛି ପାନର ଚାହିଦା । ଚର୍ଚ୍ଚାରେ ଚାନ୍ଦି ପାନ, ଗୋଟାକୁ ୨ଶହ ଟଙ୍କା

କନକ ବ୍ୟୁରୋ: କାଲି ରଜ ଆଉ ଆଜି ସରିଛି ସଜବାଜ । କାଲିଠୁ ଜମିବ ରଜର ମାହୋଲ । ଏଥର ରଜକୁ ମଜାଦାର କରିବାକୁ ବଜାରରେ ମିଳୁଛି ଭଳିକି ଭଳି ପାନ । ଦୋକାନରେ ମିଳୁଛି ବନାରସୀ ପାନ, ଲଡୁ ମିଠା ପାନ, କିଟକାଟ ପାନ, ଆର୍ୟୁବେଦିକ ପାନ ଭଳି ୧୩୦ରୁ ଅଧିକ ପ୍ରକାରର ପାନ । ଆଉ ଏହାର ଦାମ ୨୫ ଟଙ୍କାରୁ…

ଟାଟା ଫଟିଲାଇଜର ପ୍ରକଳ୍ପ ଆଗରେ ୪ ଦିନ ହେଲା ଚାଲିଛି ଆନ୍ଦୋଳନ । ନିଯୁକ୍ତି ଦାବିରେ ଆନ୍ଦୋଳନ କରୁଛନ୍ତି ଲୋକ ।

କନକ ବ୍ୟୁରୋ: ଜମି ଗଲା ହେଲେ ଚାକିରି ମିଳିଲାନି । ଟାଟା ଫଟିଲାଇଜର ପ୍ରକଳ୍ପ ଆଗରେ ୪ ଦିନ ହେଲା ଆନ୍ଦୋଳନ ଚାଲିଛି । ପ୍ରକଳ୍ପ ସ୍ଥାନକୁ ଆସି ଧାରଣାରେ ବସିଛନ୍ତି ଛତ୍ରପୁର ବ୍ଲକ କାଳିପଲ୍ଲୀ ଓ ବାସନପୁଟ ଗାଁର କ୍ଷତିଗ୍ରସ୍ତ ଲୋକ । ପିଲା, ଛୁଆ ସହ ପୁରା ପରିବାର ଆସିଥିବାରୁ ସେଠାରେ ହିଁ…

ନ୍ୟାସନ୍ୟାଲ ହେରାଲ୍ଡ ମାମଲା କଣ? କଣ ରହିଛି ଗାନ୍ଧୀ ପରିବାରର ସମ୍ପୃକ୍ତି?

କନକ ବ୍ୟୁରୋ : ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଇଡିର ସମନକୁ ନେଇ ରାଜନୀତି ଦେଶର ଚଳଚଂଚଳ ହୋଇପଡିଛି । ଆଜି ରାହୁଲ ଗାନ୍ଧୀ ଇଡିରେ ହାଜର ହୋଇଥିବା ବେଳେ କଂଗ୍ରେସ ତିବ୍ର ପ୍ରତିବାଦ କରିଛି । ତେବେ କ’ଣ ଏହି ନ୍ୟାସନାଲ ହେରାଲ ମାମଲା ଏବଂ…

କଂଗ୍ରେସକର୍ମୀ ଓ ନେତାଙ୍କ ପ୍ରତିବାଦରେ କମ୍ପିଲା ରାଜଧାନୀ ଦିଲ୍ଲୀ , ଇଡିର ୨୫ଟି ଆଂଚଳିକ କାର୍ଯ୍ୟାଳୟ ସମ୍ମୁଖରେ…

କନକ ବ୍ୟୁରୋ : ଗୋଟେପଟେ ଇଡି ସମ୍ମୁଖରେ ରାହୁଲ ଗାନ୍ଧୀ ହାଜର ଅନ୍ୟପଟେ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ କଂଗ୍ରେସର ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ଇଡ଼ିର ସମନକୁ ବିରୋଧ କରି ସାରା ଦେଶରେ କଂଗ୍ରେସ କରିଛି ସତ୍ୟାଗ୍ରହ । ଦେଶରେ ପ୍ରାୟ ୨୫ଟି ଇଡି ଆଂଚଳିକ କାର୍ଯ୍ୟାଳୟ ସମ୍ମୁଖରେ…