Daily Archives

June 24, 2022

ପଞ୍ଚଭୂତରେ ଲୀନହେଲେ ଅଭିନେତା ରାଇମୋହନ: ମୁଖାଗ୍ନି ଦେଲେ ସାନ ଝିଅ 

କନକ ବ୍ୟୁରୋ: ପୁରୀ ସ୍ୱର୍ଗଦ୍ୱାରରେ ଶେଷ ହେଲା ବରିଷ୍ଠ ଅଭନେତା ରାଇମୋହନ ପରିଡାଙ୍କ ଶେଷକୃତ୍ୟ । ରାଇମୋହନଙ୍କୁ ମୁଖାଗ୍ନି ଦେଲେ ତାଙ୍କ ସାନ ଝିଅ । ପାଖରେ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ଆଜି ବରିଷ୍ଠ ଅଭିନେତା ରାଇମୋହନ ପରିଡା ଘରେ ଆତ୍ମହତ୍ୟା କରିଥିଲେ । ବେକରେ ରଶି ଲଗାଇଦେଇଥିଲେ ।…

ଇତିହାସ ରଚିଲେ ଶିଳ୍ପପତି: ୬୦ବର୍ଷର ଜନ୍ମଦିନ ଅବସରରେ ୬୦ ହଜାର କୋଟି ଟଙ୍କା ଦାନ କଲେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ

କନକ ବ୍ୟୁରୋ: ନିଜର ୬୦ତମ ଜନ୍ମଦିନ ଉପଲକ୍ଷେ ୬୦ହଜାର କୋଟି ଟଙ୍କା ଦାନ କଲେ ବିଶିଷ୍ଠ ଶିଳ୍ପପତି ଗୌତମ ଅଦାନୀ ।ନିଜ ସମ୍ପତିର ୭.୭ ଅରବ ଡଲାର ଅର୍ଥାତ ୬୦ହଜାର କୋଟି ଟଙ୍କା ସାମାଜିକ କାର୍ଯ୍ୟରେ ବିନିଯୋଗ ପାଇଁ ଦାନ କରିଛନ୍ତି । ଏହା ଭାରତରେ ଦାନ କରାଯାଇଥଇବା ଟଙ୍କା ହିସାବରେ ଏପର୍ଯ୍ୟନ୍ତର…

ଦେଶରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ: ଗତ ୨୪ ଘଂଟାରେ ୧୭ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୧୩ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ଦେଶରେ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ୪ମାସ ପରେ ଲମ୍ବଡିଆଁ ମାରିଛି ଦୈନିକ ସଂକ୍ରମଣ । ଗତ ୨୪ଘଂଟାରେ ଦେଶରେ ୧୭ହଜାର ୩୩୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୁରୁବାର ତୁଳନାରେ ଶୁକ୍ରବାର ସଂକ୍ରମଣ ୩୦.୦୨ ପ୍ରତିଶତ ବୃଦ୍ଧି ପାଇଛି । ୧୭ହଜାର…

ଯୁଦ୍ଧ ଚିନ୍ତା ଭିତରେ ୟୁକ୍ରେନକୁ ବଡ ଆଶ୍ୱସ୍ତି: ଦେଶକୁ ଖୁବ ଶିଘ୍ର ମିଳିପାରେ ୟୁରୋପୀୟ ସଂଘର ସଦସ୍ୟତା

କନକ ବ୍ୟୁରୋ: ରୁଷ ସହ ଫେବୃଆରୀ ୨୪ରୁ ଯୁଦ୍ଧ କରି ଆସୁଥିବା ୟୁକ୍ରେନକୁ ମିଳିଛି ବଡ ଆଶ୍ୱସ୍ତି । ୟୁରୋପୀୟ ସଂଘରେ ସାମିଲ ହେବାକୁ ୟୁକ୍ରେନର ଦାବିକୁ ମିଳିଛି ସବୁଜ ସଂକେତ । ଅର୍ଥାତ ସଂଘର ପ୍ରାର୍ଥୀ ଭାବେ ୟୁକ୍ରେନକୁ ଚୟନ କରାଯାଇଛି । ୟୁକ୍ରେନ ବ୍ୟତିତ ମାଲଡୋବାକୁ ମଧ୍ୟ ସାମିଲ କରିବାକୁ…

ଗୌହାଟୀ ପହଞ୍ଚିଲେ ଆଉ ୩ ବିଦ୍ରୋହୀ ବିଧାୟକ: ଶରତ ପାୱାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ ଅଭିଯୋଗ

କନକ ବ୍ୟୁରୋ: ଦେଶରେ ରାଷ୍ଟପ୍ରତି ନିର୍ବାଚନକୁ ନେଇ ଯେତିକି ଚର୍ଚ୍ଚା ନ ହେଉଛି ତା ଠୁ ଅଧିକ ମହାରାଷ୍ଟ୍ର ରାଜନୀତିକୁ ନେଇ ଅଧିକ ଚର୍ଚ୍ଚା । ସରକାର ବଂଚାଇବାକୁ ଏମଭିଏ ମେଂଟ ଚେଷ୍ଟା ଚଳାଇଥିବା ବେଳେ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗଦେଇଛନ୍ତି ଆଉ ୩ ବିଦ୍ରୋହୀ ବିଧାୟକ । ଏକ ଶକ୍ତିଶାଳୀ…

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ମୁଖ୍ୟ ସଚିବ,  ୩୩୧ କୋଟି ଟଙ୍କା ବୟ ଅଟକଳରେ ଚାଲିଛି କାର୍ଯ୍ୟ

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସେ ଲ୍ୟାଣ୍ଡସ୍କେପିଂ ସହ କ୍ଷେତ୍ରର ବିକାଶ ଉପରେ ଦୃଷ୍ଟି ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଗତକାଲି ସନ୍ଧ୍ୟାରେ ଶ୍ରୀମନ୍ଦିର ପହଂଚି ସେଠାରେ ଚାଲିଥିବା ପରିକ୍ରମା…