Daily Archives

June 12, 2022

କଟକରେ ଦେଖିବାକୁ ମିଳିଲା ‘ଭୁବନେଶ୍ୱର’ଙ୍କ କମାଲ । ୪ ଓଭରରେ କେବଳ ୧୩ ରନ୍, ୪ ୱିକେଟ୍ । ତଥାପି ହାରିଲା ଟିମ୍ ଇଣ୍ଡିଆ…

କନକ ବ୍ୟୁରୋ: ବାରବାଟୀରେ ବାଜିମାରିଛି ଦକ୍ଷିଣ ଆଫ୍ରିକା । ଦିଲ୍ଲୀ ପରେ ବାରବାଟୀରେ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି ପନ୍ତ ବାହିନୀ । ତେବେ ଆଜି ବାରବାଟୀରେ ଟିମ୍ ଇଣ୍ଡିଆର ସବୁ ବୋଲର ଫେଲ୍ ମାରିଥିବାବେଳେ ସବୁଠୁ ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାରଙ୍କର କିନ୍ତୁ କମାଲ ଦେଖିବାକୁ ମିଳିଛି…

ବାରବାଟୀ ଟି-୨୦ରେ ବାଜି ମାରିଲା ଦକ୍ଷିଣ ଆଫ୍ରିକା। ୪ ୱିକେଟରେ ଭାରତ ପରାସ୍ତ । 

କନକ ବ୍ୟୁରୋ :  ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ରେ ବାଜି ମାରିଲା ଦକ୍ଷିଣ ଆଫ୍ରିକା । ଭାରତକୁ ୪ ୱିକେଟରେ ପରାସ୍ତ କରିଛି ଦଳ । ଦଳ ପକ୍ଷରୁ କାଲସେନ ୮୧ରନର ଦମଦାର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ । ସେପଟେ ଅଧିନାୟକ ବଭୁମା ମଧ୍ୟ ୩୫ରନ ଇନିଂସ ଖେଳିଥିଲେ । ଭାରତ ପ୍ରଥମେ…

ପଶ୍ଚିମବଙ୍ଗ ନଦିଆରେ ବ୍ୟାପକ ହିଂସା। ଲୋକାଲ ଟ୍ରେନରେ ନିଆଁ ଲଗାଇଲେ ପ୍ରଦର୍ଶନକାରୀ। 

କନକ ବ୍ୟୁରୋ :  ପେଗମ୍ବର ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣିକୁ ନେଇ ପଶ୍ଚିମବଙ୍ଗରେ ବିରୋଧ ବଢିଚାଲିଛି । ଶୁକ୍ରବାର ନମାଜ ପରେ ଆରମ୍ଭ ହୋଇଥିବା ହିଂସା ବର୍ତ୍ତମାନ ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଗତ ୪ ଦିନ ଧରି ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ବଢିବାରେ ଲାଗିଛି ।…

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ସହ କଥା ହେବାକୁ ନଡ୍ଡା ଓ ରାଜନାଥଙ୍କୁ ଦାୟିତ୍ୱ ଦେଲା ବିଜେପି । ସେପଟେ…

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ଦୁଇ ବରିଷ୍ଠ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଇଛି । ରାଷ୍ଟ୍ରପତି ପ୍ରାର୍ଥୀ ନେଇ ବିଜେପି ସଭାପତି ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏନଡିଏର ଅଂଶୀଦାର ଦଳ ଏବଂ ବିରୋଧୀ ୟୁପିଏର ଅଂଶୀଦାର ଥିବା ରାଜନୈତିକ ଦଳଙ୍କ ସହ…

ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦। ୧୪୯ରନର ଲକ୍ଷ୍ୟ ଦେଲା ଭାରତ।

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାକୁ ୧୪୯ରନର ଟାର୍ଗେଟ ଦେଇଛି ଭାରତୀୟ ଦଳ । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ ୨୦ ଓଭରରେ ୧୪୮ ରନ କରି ୬ ୱିକେଟ ହରାଇଥିଲା । ଦଳ ପାଇଁ ଶ୍ରେୟସ ଆୟାର ସର୍ବାଧିକ ୪୦ ରନ ସଂଗ୍ରହ କରିଥିବା ବେଳେ ଇଶାନ କିଶାନ ୩୪ ରନର ଇନିଂସ ଖେଳିଥିଲେ । ଶେଷ ଆଡକୁ ଦିନେଶ…

ଚାଷୀମାନଙ୍କ ପାଇଁ ସାହାରା ପାଲଟିଛି କୃଷକ କ୍ଲବ୍ । କମ ସୁଦ୍ଧରେ ରୁଣ ନେଇ ବିଭିନ୍ନ ପ୍ରକାରର ଚାଷ କରି ଉପକୃତ…

କନକ ବ୍ୟୁରୋ: ଚାଷୀମାନଙ୍କ ପାଇଁ ସାହାରା ପାଲଟିଛି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ତିକନପୁର ଗ୍ରାମର ପ୍ରଗତୀ କୃଷକ କ୍ଲବ୍ । ଚାଷୀ ମାନେ ମିଳିତ ହୋଇ ପ୍ରତିଷ୍ଠା କରିଥବା ଏହି କ୍ଲବ୍ ସ୍ଥାନୀୟ ଅଞ୍ଚଳର ଚାଷୀ ଏବଂ କ୍ଲବରେ ସଦସ୍ୟ ଥିବା ଚାଷି ମାନଙ୍କୁ ଯୋଗାଉଛି ଆର୍ଥିକ ସହାୟତା ।…