Daily Archives

June 23, 2022

ମହାରାଷ୍ଟ୍ରରେ ମହାନାଟକ: ବିଦ୍ରୋହୀ ନେତା ସିନ୍ଦେ କହିଲେ, ତାଙ୍କ ପଛରେ ବଡ ଜାତୀୟ ଦଳର ସମର୍ଥନ ରହିଛି

କନକ ବ୍ୟୁରୋ: ବିଦ୍ରୋହୀ ଶିବସେନା ବିଧାୟକଙ୍କ ପଛରେ କିଏ? ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ପଛରେ ଦଳର ହାତ ନାହିଁ ବୋଲି ବିଜେପି କହିବା ପରେ ଏକନାଥ ସିନ୍ଦେଙ୍କ ଭିଡିଓ ଭିନ୍ନ ସଙ୍କେତ ଦେଇଛି । ଗୌହାଟିର ହୋଟେଲରେ ସମର୍ଥକଙ୍କ ସହ ତୁହାକୁ ତୁହା ବୈଠକ କରୁଛନ୍ତି ବିଦ୍ରୋହୀ…

ପୁଣି ଉଠିଲା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ରିଆ ଚକ୍ରବର୍ତୀ ଓ ଭାଇ ସୌଭିକ ଚକ୍ରବର୍ତୀ ନାଁରେ କୋର୍ଟରେ…

କନକ ବ୍ୟୁରୋ: ପୁଣି ଥରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତିଙ୍କ ଅଡୁଆ ବଢିଛି । ନାର୍କୋଟିକସ କଂଟ୍ରୋଲ ବ୍ୟୁରୋ ରିୟା ଚକ୍ରବର୍ତୀଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ ଦାଖଲ କରିଛି । ୨ ବର୍ଷ ତଳେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏନସିବି ଏହି ମାମଲାରେ ଡ୍ରଗସ ଲିଙ୍କର…

ଆଫଗାନିସ୍ତାନରେ ତାଲିବାନ ବର୍ବରତାର କାହାଣୀ କହିଲେ ସ୍ଥାନୀୟ ସାମ୍ବାଦିକ: ପଢନ୍ତୁ

କନକ ବ୍ୟୁରୋ: ଆଫଗାନିସ୍ତାନର ବର୍ତମାନର ଚିତ୍ର ଓ ସରକାର ବଦଳିଛି ସ୍ଥିିତି । କ୍ରୁରତା, ହିଂସା, ହତ୍ୟା ଓ ବର୍ବରତା ଭିତରେ କଟୁଛି ପ୍ରତ୍ୟେକ ମୁହୁର୍ତ । ଆଫଗାନବାସୀଙ୍କ ଉପରେ ଅକଥନୀୟ ନିର୍ଯ୍ୟାତନା କରୁଛନ୍ତି ତାଲିବାନ ସରକାର । ଆଫଗାନରୁ ଆସୁଥିବା ଏଭଳି ଦୃଶ୍ୟ ରୀତିମତ ଦେଖିବାକୁ ମିଳିଛି…

କ’ଣ ଏହି ଦଶମୂଳ ରିଷ୍ଟ? ଜଗନ୍ନାଥଙ୍କ ସହ ଯୋଡି ହୋଇରହିଛି ଆୟୁର୍ବେଦ ଚିକିତ୍ସା

କନକ ବ୍ୟୁରୋ: ଦଶମୂଳ ରିଷ୍ଟ । ବଡଠାକୁର ଅସୁସ୍ଥ ହୋଇ ଅଣସରରେ ରହିବା ପରେ ରୋଗର ଉପଚାର ପାଇଁ ଦିଆଯାଇଥାଏ ଦଶମୂଳ ମହୌଷଧୀ । ବୈଦ୍ୟଙ୍କ ପରାମର୍ଶରେ ଏହି ଔଷଧ ପ୍ରସ୍ତୁତ ହୋଇଥାଏ । କୁହାଯାଏ , ଦଶମୂଳ ଔଷଧ ସମର୍ପଣ କରାଯିବା ପରେ ମହାପ୍୍ରଭୁ ଧୀରେ ଧୀରେ ସୁସ୍ଥ ହୋଇଥାନ୍ତି । ଆୟୁର୍ବେଦ…

ମାଗଣା ବାଣ୍ଟିବାରେ ଓଡ଼ିଶା ଆଗୁଆ: ରିଜର୍ଭ ବ୍ୟାଙ୍କର ପରାମର୍ଶ, ମାଗଣା ବାଣ୍ଟିଲେ ରାଜକୋଷ ଉପରେ ବଢ଼ିବ ଚାପ 

କନକ ବ୍ୟୁରୋ: ହିତାଧିକାରୀଙ୍କୁ ସବସିଡି ବାଂଟିବାରେ ଆଗରେ ରହିଥିବା ରାଜ୍ୟ ତାଲିକାରେ ରହିଛି ଓଡ଼ିଶା । ରିଜର୍ଭ ବ୍ୟାଙ୍କ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଆରବିଆଇ କହିଛି, ରାଜ୍ୟ ସରକାର ଯେଉଁ ସବସିଡି ଦେଉଛନ୍ତି, ତାହାର ସିଂହଭାଗ ମାଗଣା ସ୍କିମ ପ୍ରଦାନ କରୁଛନ୍ତି । ଆରବିଆଇ…

ସାମ୍ନାକୁ ଆସିଲା ରଶ୍ମୀରେଖାଙ୍କ ଶେଷ ଭିଡିଓ: ବାରରେ ନାଚୁଥିଲେ ଟେଲି ଅଭିନେତ୍ରୀ କାହିଁକି କଲେ ଆତ୍ମହତ୍ୟା ଏବେ ବି…

କନକ ବ୍ୟୁରୋ: ଅଭିନେତ୍ରୀ ରଶ୍ମୀରେଖାଙ୍କ ଶେଷ ଭିଡିଓ । ଆତ୍ମହତ୍ୟା କରିବା ପୂର୍ବରୁ ଏକ ବାରରେ ରଶ୍ମୀରେଖା ଏଭଳି ନାଚୁଥିବାର ଚିତ୍ର ସାମ୍ନାକୁ ଆସିଛି । ରଶ୍ମୀରେଖାଙ୍କ ଜଣେ ବାନ୍ଧବୀ ଏହି ଭିଡିଓ ସେୟାର କରିଛନ୍ତି । ବେଶ ହାଲୁକା ମନରେ ଡ୍ୟାନ୍ସ କରୁଥିବା ରଶ୍ମୀରେଖା ଏତେ ବଡ ମାନସିକ…