Daily Archives

June 2, 2022

ପୁଣି ଗୁଳିରେ ଥରିଲା ଆମେରିକା: ଏଥର ଦୁର୍ବୃତ୍ତଙ୍କ ଟାର୍ଗେଟରେ ଡାକ୍ତରଖାନା

କନକ ବ୍ୟୁରୋ: ପୁଣି ଦୁର୍ବୁର୍ତଙ୍କ ଗୁଳିରେ ଥରିଲା ଆମେରିକା । ଓକଲାହୋମ ରାଜ୍ୟର ଟୁଲସାର ସହରର ଏକ ହସପିଟାଲରେ ବଡ ଧରଣର ଗୁଳିମାଡ ଘଟଣା ସାମ୍ନାକୁ ଆସିଛି । ଗୁଳିକାଣ୍ଡରେ ଏବେ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହେବା ସହ ୧୦ଜଣ ଗମ୍ଭୀରଭାବେ ଆହତ ହୋଇଥିବା ଜଣାପଡିଛି । ତେବେ ସବୁଠୁ ଚିନ୍ତାର କଥା…

ମାନହାନୀ ମକଦମାରେ ଜନି ଡେପଙ୍କ ବିଜୟ: ଦେଢ କୋଟି ଡଲାର କ୍ଷତିପୂରଣ ଦେବାକୁ ପତ୍ନୀ ଅମ୍ବର ହର୍ଡଙ୍କୁ ନିର୍ଦ୍ଦେଶ

କନକ ବ୍ୟୁରୋ: ହଲିଉଡ ଷ୍ଟାର ଜନି ଡେଫଙ୍କୁ ଆଶ୍ୱସ୍ତି । ମାନହାନି ମକଦ୍ଦମା ଜିତିଲେ ଜନି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜନିଙ୍କ ତାଙ୍କ ପତ୍ନି ଏମ୍ବର ହର୍ଡ ୧୦ ମିଲ୍ରିନ ଡଲାର କ୍ଷତିପୁର୍ଣ୍ଣ ବାବଦକୁ ଓ ୫ ମିଲିୟନ ଡଲାର ଦଣ୍ଡରାଶି ଭାବେ ଦେବାକୁ ପଡିବ । ମୋଟ ୧୧୬କୋଟି ଟଙ୍କା ଜନିଙ୍କୁ…

ପଞ୍ଚଭୂତରେ ବିଲୀନ ହେଲେ କଣ୍ଠଶିଳ୍ପୀ କେକେ । ଓଦା ଆଖିରେ ବିଦାୟ ଦେଲେ ପ୍ରଶଂସକ ଓ ସାଥୀ ।

କନକ ବ୍ୟୁରୋ: ହଜାର ହଜାର ସଂଖ୍ୟକ ପ୍ରଶଂସକଙ୍କ ଗହଣରେ ସବୁଦିନ ପାଇଁ ଅଲବିଦା କହିଲେ ଲୋକପ୍ରିୟ ଗାୟକ କେକେ । ମୁମ୍ବାଇର ବର୍ସୋଭା ମୁକ୍ତିଧାମ ଶଶ୍ମାନ ଘାଟରେ କେକେଙ୍କୁ ଶେଷ ବିଦାୟ ଦିଆଯାଇଛି । ପଞ୍ଚଭୂତରେ କେକେଙ୍କ ମରଶରୀର ଲୀନ ହେଉଥିବା ସମୟରେ ସ୍ଥାନୀୟ ଅଂଚଳ ବେଶ ଭାବବିହ୍ୱଳ…

ଆର୍ଥିକ ସଙ୍କଟ ଭିତରେ ବଢୁଛି ସାମାଜିକ ସମସ୍ୟା: ରୋଜଗାର ନଥିବାରୁ ଦେହ ବ୍ୟବସାୟ ପାଇଁ ବାଧ୍ୟ ହେଉଛନ୍ତି ଶ୍ରୀଲଙ୍କା…

କନକ ବ୍ୟୁରୋ: ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଏଭଳି ଭାବରେ ବିଗିଡିଯାଇଛି ଯେ ଦୁଇ ବେଳା ଖାଦ୍ୟ ପାଇଁ ବି ଏଠାରେ ହାହାକାର ସ୍ଥିତି ଉପଜିଛି । ଚାକରି,ବ୍ୟବସାୟ, ଚାଷ, କାରଖାନାରେ ଉତ୍ପାଦନ, ସବୁ କିଛି ଠପ୍ ହୋଇଯାଇଛି । ଏହା ଭିତରେ ଅର୍ନ୍ତଜାତୀୟ ଗଣମାଧ୍ୟମ ଦ ଟେଲିଗ୍ରାଫ ଏକ ଚାଂଚଲ୍ୟକର…

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଅରବିନ୍ଦ କେଜ୍ରିୱାଲ: କହିଲେ, କେନ୍ଦ୍ରର ପରବର୍ତି ଟାର୍ଗେଟରେ ଉପ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ବିଜେପି ସରକାର ବନାମ ଦିଲ୍ଲୀ ସରକାର । ବିଭିନ୍ନ ଘଟଣାକୁ ନେଇ ପୂର୍ବର ଉଭୟଙ୍କ ମଧ୍ୟରେ ବାଦବିବାଦ ଦେଖିବାକୁ ମିଳିଛି । ଏବେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନଙ୍କ ଗିରଫକୁ ନେଇ ଆକ୍ରୋଷିତ ହୋଇପଡିଛନ୍ତି ଦିଲ୍ଲୀ ମୁ୍ଖ୍ୟମନ୍ତ୍ରୀ ଓ ସିଧାସଳଖ ବିଜେପି ସରକାରଙ୍କୁ…

ଭୁବନେଶ୍ୱର ଏୟାରପୋର୍ଟରୁ ପ୍ରେମୀ ଯୁଗଳଙ୍କୁ ଉଠାଇନେଲା ପୋଲିସ: ଉଭୟଙ୍କୁ ଏୟାରପୋର୍ଟରେ ଜଗିଥିଲେ ପରିବାର ଲୋକ

କନକ ବ୍ୟୁରୋ: ଯୁବକ-ଯୁବତୀଙ୍କୁ କଡା ସୁରକ୍ଷା ବଳୟ ଭିତରେ ନେଉଛନ୍ତି, ସିଆଇଏସଏଫ ଯବାନ । ଯୁବତୀ-ଯୁବକଙ୍କୁ ଯେମିତି କୌଣସି ପ୍ରକାରର ଅସୁବିଧା ନୁହୁଏ, ସେଥିପାଇଁ ସ୍ଥାନୀୟ ପୁଲିସ ବି ଉପସ୍ଥିତ ରହିଛି । ପୂର୍ବରୁ ପ୍ରସ୍ତୁତ ଥିବା ଏୟାରପୋର୍ଟ ଥାନା ପୁଲିସ ଉଭୟଙ୍କୁ ଉଦ୍ଧାର କରି ଭୁବନେଶ୍ୱର…