Daily Archives

June 22, 2022

ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି: କଂଗ୍ରେସ-ଏନସିପି ସହ ମେଂଟ ଭାଙ୍ଗିବାକୁ କହିଲେ ବିଦ୍ରୋହୀ ନେତା ଏକନାଥ…

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ବିଦ୍ରୋହୀ ଶିବସେନା ଏକନାଥ ସିନ୍ଦେ ତାଙ୍କ ଆଭିମୁଖ୍ୟକୁ ଆହୁରି କଡା କରିଛନ୍ତି । ବିଦ୍ରୋହୀ ଉଦ୍ଧବ ଠାକରେଙ୍କ ଆଗରେ ସର୍ତ ରଖିଛନ୍ତି । ଏକନାଥ ସିନ୍ଦେ କହିଛନ୍ତି, କଂଗ୍ରେସ- ଏନସିପି ସହ ମେଂଟ ଭାଙ୍ଗନ୍ତୁ ଉଦ୍ଧବ ଠାକରେ । ସେ…

ବନ୍ୟାରେ ଉବୁଟୁବୁ ଆସାମ: ନଦୀ ଉଛୁଳି ଘର ଭିତରେ ବନ୍ୟା ପାଣି, ମୃତ୍ୟୁ ସଂଖ୍ୟା ଛୁଇଁଲା ୯୦

କନକ ବ୍ୟୁରୋ: ବନ୍ୟାରେ ଉବୁଟୁବ ଆସାମ । କେଉଁଠି ନଦୀ ଉଛୁଳୁଛି ତ କେଉଁଠି ଘର ଭିତରେ ପଶିଛି ବନ୍ୟା ପାଣି । ଘର ଭିତରେ ଫଶି ରହିଥିବା ଲୋକଙ୍କ ଦୁର୍ଦଶା ଅସମ୍ଭାଳ ହେବାକୁ ଲାଗିଲାଣି । ରାଜ୍ୟରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ବନ୍ୟା ଓ ଭୁସ୍କଳନରେ ଅସ୍ଥିର ହୋଇପଡିଛି ପୂର୍ବୋତର…

ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ ଓ ପାକିସ୍ତାନ: ହଜାରେରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ସଂଖ୍ୟା ଢେର…

କନକ ବ୍ୟୁରୋ: ଘର କେଉଁଟା, ହସ୍ପିଟାଲ କେଉଁଟା ଚିହ୍ନି ହେଉନି । ସବୁ କିଛି ଛାରଖାର । ଘର କାନ୍ଥ ପଡି ବେଳେ କିଏ ଚାପି ହୋଇଯାଇଛି ତ ଆଉ କିଏ ଉଦ୍ଧାର ହୋଇ ନିଜ ସଂପର୍କୀୟଙ୍କୁ ଖୋଜୁଛି । ତ ଆଉ କେଉଁଠି ପୁରା ପରିବାର ମାଟି ତଳେ ଚାପି ହୋଇଯାଇଛନ୍ତି । ଦିନେ ତାଲିବାନଙ୍କ ଶାସନ ଆସିବା ମାତ୍ରେ…

ରାଷ୍ଟ୍ରପତି ନିର୍ବାଚନରେ କିଏ ମାରିବ ବାଜି? ଆରମ୍ଭ ହେଲା ବୟାନବାଜି, ପଢନ୍ତୁ କିଏ କଣ କହିଲେ…

କନକ ବ୍ୟୁରୋ: ରାଇସିନା ଦଖଲ ପାଇଁ ଏନଡିଏ ଝାଡଖଣ୍ଡ ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ବିରୋଧୀ ଏକ ହୋଇ ମିଳିତ ପ୍ରାର୍ଥୀ ଭାବେ ପୂର୍ବତନ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛି । ଉଭୟ ୨୪ ତାରିଖରେ ନାମାଙ୍କନ ଦାଖଲ…

ଅଲୋଡା ପାଲଟିଗଲା ୧୩ ବର୍ଷର ପୁଅ: ଭିନ୍ନକ୍ଷମ ବୋଲି ରାସ୍ତାରେ ଫୋପାଡିଦେଲେ ପରିବାର

କନକ ବ୍ୟୁରୋ: ଚୁପଚାପ ଶୋଇ ପଡିଛି ପୁଅ । ଅଝଟ କରିବ ବି କାହା ପାଖରେ । ଯାହା ପାଖରେ ଅଳି କରିଥାନ୍ତା ଆଜି ସେ ସବୁଦିନ ପାଇଁ କରିଦେଇଛନ୍ତି ପର । ଭିନ୍ନକ୍ଷମ ବୋଲି ରାସ୍ତା କଡରେ ଶୁଆଇ ଚାଲିଗଲେ । ଆଉ ପଛକୁ ଫେରିକି ବି ଚାହିଁଲେନି । ହୃଦୟକୁ ଦୋହଲାଇ ଦେଇଥିବା ଏଭଳି ଏକ ଘଟଣା ସାମ୍ନାକୁ…

ଅମିତ ଶାହାଙ୍କୁ କାହିଁକି ଭେଟିଲେ ସାଂସଦ ଅନୁଭବ ମହାନ୍ତି? ରହିଛି କି ରାଜନୈତିକ ଉଦ୍ଦେଶ୍ୟ?

କନକ ବ୍ୟୁରୋ: ଫଟୋ କହୁଛି ଅନେକ କଥା । ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଭେଟିବା ପରେ ଏବେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅମିତ ଶାହଙ୍କୁ ଭେଟିବା ପରେ ଅନୁଭବ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି,…