Daily Archives

June 7, 2022

ଗଛ ଲଗାଇଲେ ପିଲାଙ୍କୁ ପରୀକ୍ଷାରେ ମିଳିବ ମାର୍କ। ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଆରା ପଦକ୍ଷେପ।

କନକ ବ୍ୟୁରୋ : ଦିନକୁ ଦିନ ପୃଥିବୀର ତାପମାତ୍ରା ବଢିଚାଲିଛି । ଜଙ୍ଗଲ ନଷ୍ଟ ହେଉଥିବାରୁ ବାୟମଣ୍ଡଳରେ ଉତ୍ତାପ ବଢିଚାଲିଛି । ତେବେ ଏଭଳି ଏକ ଜଟିଳ ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଆରା ପ୍ରୟାସ ଆରମ୍ଭ କରିଛି । ଜିଲ୍ଲାରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଅର୍ଥାତ…

ଦକ୍ଷିଣଆଫ୍ରିକାରୁ ଫେରାର ହୋଇଥିଲେ, ୟୁଏଇରେ ଧରାପଡିଲେ ପଳାତକ । କୋଟିକୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ…

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାରୁ ଫେରାର ହେଇ ୟୁଏଇରୁ ଗିରଫ ହେଲେ ବହୁ ଚର୍ଚ୍ଚିତ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଗୁପ୍ତା ବ୍ରଦର୍ରସ । ରାଜେଶ ଗୁପ୍ତା ଓ ଅତୁଲ ଗୁପ୍ତାଙ୍କୁ ୟୁଏଇରୁ ଗିରଫ କରାଯାଇଛି । ଗୁପ୍ତା ବଦ୍ରରର୍ସଙ୍କ ବିରୋଧରେ ଦକ୍ଷିଣ ଆଫ୍ରିକାରୁ କୋଟି କୋଟି ଟଙ୍କା ହଡପର ବଡ…

ଦେଶରେ ପୁଣି ଚିନ୍ତା ବଢାଉଛି କରୋନା ସଂକ୍ରମଣ ବୃଦ୍ଧି । ୪ ହଜାର ଉପରେ ଦୈନିକ ସଂକ୍ରମଣ । ସବୁଠୁ ଆଗରେ…

କନକ ବ୍ୟୁରୋ: କିଛି ଦିନର ଆଶ୍ୱସ୍ତି ପରେ ପୁଣି ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇ ସପ୍ତାହ ତୁଳନାରେ ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ୪ ହଜାର ଉପରେ ରହୁଛି । ଯାହା ପୁଣି ଚିନ୍ତାକୁ ଦ୍ୱିଗୁଣିତ କରିଛି । ୫ଟି ରାଜ୍ୟରେ ହୁ ହୁ ହୋଇ ବୃଦ୍ଧି ପାଉଛି…

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ରିସୋର୍ଟ ପଲଟିକ୍ସ । ରାଜସ୍ଥାନରେ କଂଗ୍ରେସ ପରେ ବିଧାୟକଙ୍କୁ ହୋଟେଲରେ…

କନକ ବ୍ୟୁରୋ: ରାଜସ୍ଥାନରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ରିସର୍ଟ ପଲିଟିକ୍ସ । ନେତାଙ୍କୁ ଘାରିଛି ଘୋଡା ବେପାର ଓ କ୍ରସ ଭୋଟିଂ ଭୟ । ଏଥିପାଇଁ କିଏ କେଉଁ ଉପାୟରେ ନିଜ ନିଜ ବିଧାୟକଙ୍କୁ ସୁରକ୍ଷିତ ରଖିବ ସେନେଇ ଚାଲିଛି ପ୍ରସ୍ତୁତି । ଯେପରି ବିଧାୟକମାନେ ବାଡ ନ ଡେଇଁବେ…

୩.୪ କୋଟି ଟଙ୍କାର ଚାକିରି ଛାଡିଲେ, ନିଜର ବିଜନେସ୍ ଆରମ୍ଭ କଲେ । କାମରେ ମଜା ନ ମିଳିବାରୁ ଚାକିରି ଛାଡିଦେଲେ ଏହି…

କନକ ବ୍ୟୁରୋ: ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଚାକିରି କରି ଜଣେ ବ୍ୟକ୍ତି ବର୍ଷକୁ ୩.୪ କୋଟି ଟଙ୍କା ଆୟ କରୁଥିଲେ । ହେଲେ ଏହାସତ୍ତେ୍ୱ ବି ସେ ଚାକିରି ଛାଡିଦେଲେ । ତାଙ୍କ ଇଚ୍ଛା ଅନୁସାରେ ତାଙ୍କ କାମ ଭଲ ନଲାଗିବାରୁ ସେ ଏପରି କରିଥିଲେ, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ସୃଷ୍ଟି…

ବର୍ଷା ହେଲେ ବାରବାଟୀ ମ୍ୟାଚକୁ ବିପଦ ନାହିଁ । ଇଂଲଣ୍ଡରୁ ଆସିଛି ପୂରା ଗ୍ରାଉଣ୍ଡକୁ ଘୋଡାଇ ପାରୁଥିବା କଭର, ବର୍ଷାରେ…

କନକ ବ୍ୟୁରୋ : ବାରବାଟୀରେ ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଏବେ ଆରମ୍ଭ ହୋଇଛି ଅଫଲାଇନରେ ଟିକେଟ୍ ବିକ୍ରି ପ୍ରକ୍ରିୟା । ଦୁଇ ଦିନ ପାଇଁ କେବଳ ଓସିଏ ସହ ଅନୁବନ୍ଧିତ ଥିବା ସଂସ୍ଥା ଟିକଟ ନେଉଛନ୍ତି । ୯ ତାରିଖ ପାଖରୁ ଅଫଲାଇନରେ ସାଧାରଣ ଲୋକ ଟିକେଟ୍ କିଣିବେ । ସେପଟେ ମ୍ୟାଚ୍ ଆରମ୍ଭ ବେଳେ…