Daily Archives

June 3, 2022

ସମ୍ବାଦ ସିଇଓ କନକ୍ଲେଭ-୨୦୨୨: ନେତୃତ୍ୱ, ଲକ୍ଷ୍ୟ, ଭବିଷ୍ୟତର ଆବଶ୍ୟକତା ଉପରେ ଦରକାର ଅଧିକ ଧ୍ୟାନ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ସମ୍ବାଦ ସିଇଓ କନକ୍ଲେଭ୍ । କରୋନା ମହାମାରୀ ଯୋଗୁଁ ବ୍ୟବସାୟଜଗତ ବେଶ ପ୍ରଭାବିତ ହୋଇଥିଲା । ଏଭଳି କଠିନ ସମୟରେ ସିଇଓ ଅର୍ଥାତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେମାନଙ୍କ ବଳିଷ୍ଠ ନେତୃତ୍ୱ,…

ଆଫଗାନିସ୍ତାନରେ ତାଲିବାନ ନେତାଙ୍କ ସହ ଆଲୋଚନା କଲେ ଭାରତୀୟ ପ୍ରତିନିଧି ମଣ୍ଡଳୀ । ସହାୟତା ପାଇଁ ଭାରତକୁ ଧନ୍ୟବାଦ…

କନକ ବ୍ୟୁରୋ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଛି ଭାରତ । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ସଚିବ ଜେପି ସିଂଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧି ଦଳ ଆଫଗାନିସ୍ଥାନ ରାଜଧାନୀ କାବୁଲରେ ପହଁଚିଛନ୍ତି । ଗସ୍ତର ପ୍ରଥମ ଦିନରେ ତାଲିବାନ…

ନ୍ୟାଶନାଲ ହେରାଲ୍ଡ ମାମଲା, ରାହୁଲ ଗାନ୍ଧୀଙ୍କୁ ନୂଆ ସମନ ଜାରି କଲା ଇଡି ।

କନକ ବ୍ୟୁରୋ: ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ୨ୟ ଥର ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ଜୁନ ୨ରେ ଜେରା ହେବାକୁ ଇଡି ସମନ କରିଥିଲା । ହେଲେ ବିଦେଶରେ ଥିବା ଦର୍ଶାର୍ଇ ରାହୁଲ ଅଧିକ ସମୟ ମାଗିଥିଲେ ଓ ଇଡି…

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା, ସିସିଟିଭି ଫୁଟେଜରୁ ମିଳୁଛି ନୂଆ ସୁରାକ । ପଢନ୍ତୁ ପୂରା ଘଟଣା…

କନକ ବ୍ୟୁରୋ: ପଞ୍ଜାବ ମନସା ଜିଲ୍ଲାର ସଂକୀର୍ଣ୍ଣ ରାସ୍ତାରେ ଧଳା ରଙ୍ଗର ବୋଲେରୋ କାର । ମେ ୨୫ରେ ହରିଆଣା ଫତେହବାଦରୁ ମନସାକୁ କରିଥିଲା ପ୍ରବେଶ । ବର୍ତ୍ତମାନ ଯେଉଁ ନୂଆ ଭିଡିଓ ସାମ୍ନାକୁ ଆସିଛି ତାହା ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଘଟଣାର ଠିକ ୪ଦିନ ପୂର୍ବର । ପଞ୍ଜାବ ପୁଲିସର…

ଦୁଷ୍କର୍ମ ମାମଲାରେ ଲିଙ୍ଗଗତ ସମାନତା ରହିବା ଉଚିତ୍। ଧାରା ୩୭୬କୁ କେରଳ ହାଇକୋର୍ଟଙ୍କ ବଡ ବୟାନ।

କନକ ବ୍ୟୁରୋ: ଦୁଷ୍କର୍ମ ମାମଲାରେ ଲିଙ୍ଗଗତ ସମାନତା ରହିବା ଉଚିତ୍ । ଗୋଟିଏ ବୈବାହିକ ବିବାଦ ମାମଲାର ଶୁଣାଣି କରି କେରଳ ହାଇକୋର୍ଟ ଦୁଷ୍କର୍ମ ମାମଲାର ସେକ୍ସନ ତଥା ଧାରା ୩୭୬ ର ଲିଙ୍ଗଗତ ସମାନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମାମଲାର ଣୁଣାଣି ଜଷ୍ଟିସ୍ ଏ ମହମ୍ମଦ ମୁସ୍ତାକ ମୌଖିକ ଭାବେ…

ଟାର୍ଗେଟ କିଲିଂରେ ଥରୁଛି କଶ୍ମୀର। ଆକ୍ସନ ମୋଡରେ କେନ୍ଦ୍ର ସରକାର ।

କନକ ବ୍ୟୁରୋ: ଜାମ୍ମୁକଶ୍ମୀରରେ ବଢିଚାଲିଛି ଟାର୍ଗେଟ କିଲିଂ ଘଟଣା । ଜଣଙ୍କ ପରେ ଜଣେ ହିନ୍ଦୁ, କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି ଆତଙ୍କବାଦୀ । ୨୬ଦିନ ଭିତରେ ୧୦ଜଣଙ୍କୁ ହତ୍ୟା କରି ପୁଣି କାଶ୍ମୀର ଘାଟିକୁ ରକ୍ତରଂଜିତ କରିଛନ୍ତି ଆତଙ୍କୀ । ଘଟଣାକୁ ଗମ୍ଭୀରତା ସହ…