Daily Archives

June 27, 2022

ହାତୀର ମରଣଯନ୍ତା ପାଲଟିଛି ଓଡିଶା ଜଙ୍ଗଲ: ପୁଣି ନରସିଂହପୁରରୁ ମିଳିଲା ହାତୀର କଙ୍କାଳ

କନକ ବ୍ୟୁରୋ: ହାତୀଙ୍କ ମରଣ ଯନ୍ତା ପାଲଟିଛି ଓଡ଼ିଶାର ଜଙ୍ଗଲ । ପୁଣି ଆଠଗଡ଼ ବନଖଣ୍ଡ ଅଧୀନ ସଂରକ୍ଷିତ ଜଙ୍ଗଲରୁ ହାତୀର କଙ୍କାଳ ମିଳିଛି । ହାତୀଟିର ବୟସ ୧୦ରରୁ ୧୨ ବର୍ଷ ହେବ ବୋଲି ସୂଚନା ଦେଇଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ । ବଡ଼ମ୍ବା ରେଂଜ ସେକ୍ସନ ମଣ୍ଡପ ସଂରକ୍ଷିତ…

ମହାରାଷ୍ଟ୍ର ମହାଲଢ଼େଇ: ଖବର ଅନୁସାରେ, ଦୁଇଥର ଇସ୍ତଫା ଦେବାକୁ ଚାହିଁଥିଲେ ଉଦ୍ଧବ, ମନା କରିଥିଲେ ଶରଦ

କନକ ବ୍ୟୁରୋ: ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ଜାରି ରହିଛି । ସୁପ୍ରିମକୋର୍ଟରୁ ସିନ୍ଦେ ଗୋଷ୍ଠୀକୁ ଆଶ୍ୱସ୍ତି ମିଳିଥିବାବେଳେ ବିଜେପି ଶିବିରରେ ହଲଚଲ ବଢିଛି । ଉପ-ବାଚସ୍ପତିଙ୍କ ନୋଟିସ ଉପରେ ରୋକ୍ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜୁଲାଇ ୧୧ରେ ମାମଲାର ପରବର୍ତୀ ଶୁଣାଣି ଯାଏଁ…

ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଯଶୱନ୍ତ ସିହ୍ନା: ନାମାଙ୍କନ ସମୟରେ ବିରୋଧୀ ମେଂଟର ଶକ୍ତି ପ୍ରଦର୍ଶନ

କନକ ବ୍ୟୁରୋ: ଏନଡିଏ ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁଙ୍କ ନାମାନଙ୍କ ପରେ ଆଜି ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ନାମାଙ୍କନ ଦାଖଲ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରତ ପାୱାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ନାମାଙ୍କନ ଭରିଛନ୍ତି ପୂର୍ବତନ…

ଜି-୭ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ: ଜଳବାୟୁ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉପରେ ହେବ ଆଲୋଚନା 

କନକ ବ୍ୟୁରୋ: ଜର୍ମାନୀ ଗ୍ରସ୍ତର ୨ୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲସ୍ ଏଲମାଉ ପ୍ୟାଲେସରେ  ଆୟୋଜିତ ଜି-୭ ସମ୍ମିଳନୀରେ ଯୋଗ ଦେବେ । ଆଉ କିଛି ସମୟରେ ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମସ୍ଥଳରେ ପହଁଚିବେ । ଏହି ଶିଖର ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ  ଜଳବାୟୁ…

ୟୁକ୍ରେନର ଲିସିଚାନସ୍କ ସହର କବଜା କରିବା ଲକ୍ଷ୍ୟରେ ଋଷ: ଜି-୭ ଦେଶଙ୍କ ସହଯୋଗ ଲୋଡିଲେ ଜେଲେନସ୍କି

କନକ ବ୍ୟୁରୋ: ଋଷ ୟୁକ୍ରେନର ଲିସିଚାନସ୍କ ସହରରେ ଆକ୍ରମଣ କରି କବଜା କରିବାକୁ ଚେଷ୍ଟା କରୁଥିବା ବେଳେ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ପାଶ୍ଚାତ୍ୟ ଦେଶଗୁଡିକୁ ନିବେଦନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦାମିର ଜେଲେନସ୍କି । ଲୁହାନସ୍କ ଅଂଚଳର ପୂର୍ବ ପାଶ୍ୱରେ ଥିବା ଏହି ସହରରେ…

ଅଡୁଆରେ ଶିବସେନା ସଙ୍କଟ ମୋଚକ ସଞ୍ଜୟ ରାଉତ: ଜମି ଦୁର୍ନିତୀ ମାମଲାରେ ଜେରା ପାଇଁ ଶିବସେନା ସାଂସଦଙ୍କୁ ଇଡିର ସମନ

କନକ ବ୍ୟୁରୋ: ବଡ ସଙ୍କଟ ଦେଇ ଗତି କରୁଛି ମହାରାଷ୍ଟ୍ର ମହାବିକାଶ ଅଘାଡ଼ି । କୌଣସି ମୁହୁର୍ତରେ ଭାଙ୍ଗିପାରେ ସରକାର । ଗଠନ ହୋଇପାରେ ନୂଆ ସରକାର । ଏହା ଭିତରେ ଶିବସେନା ସାଂସଦ ସଂଜୟ ରାଉତଙ୍କୁ ସୋମବାର ବଡ ଝଟକା ମିଳିଛି । ଦୁର୍ନୀତି ମାମଲାରେ ସଂଜୟ ରାଉତଙ୍କୁ ଜେରା ପାଇଁ ନୋଟିସ ପଠାଇଛି…